ଦେଖନ୍ତୁ ପ୍ରଥମ ବିବାହ ବାର୍ଷିକ ପାଇଁ Sabyasachi ଓ Archita ଙ୍କ ରୋମାଣ୍ଟିକ ଫଟୋ ସୁଟ ! ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ଫିଲ୍ମ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏହା ସହିତ ଏହି କଳାକାର ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଯେଉଁ ଦୁଇ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେମାନେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି କଳାକାର ଦୁଇଜଣ ଆଉ କେହି ନୁହେଁ ଏ ହେଉଛନ୍ତି ଅର୍ଚ୍ଚିତା ସାହୁ ଓ ସବ୍ୟସାଚୀ ମିଶ୍ର । ଆପଣ ମାନେ ସମସ୍ତେ ଅର୍ଚ୍ଚିତା ଓ ସବ୍ୟଙ୍କୁ ଅନେକ ଓଡିଆ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଅର୍ଚ୍ଚିତା ଓ ସବ୍ୟ ଏକ ସହ ଅନେକ ଫିଲ୍ମରେ କାମ କରିଛନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ତେବେ ବନ୍ଧୁଗଣ ଏହି ଦୁଇଜଣ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ନିଜ ଜବରଦସ୍ତ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ।

ଏହା ସହ ଏହି ଦୁଇଜଣଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ସବ୍ୟ ଓ ଅର୍ଚ୍ଚିତା ଦୀର୍ଘ ବର୍ଷ ହେବ ପ୍ରେମ କରୁଥିଲେ ଓ ଗତ ବର୍ଷ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସବ୍ୟ ଓ ଅର୍ଚ୍ଚିତାଙ୍କ ବିବାହ ରାଜକୀୟ ଢଙ୍ଗରେ ରାଜସ୍ଥାନରେ ହୋଇଥିଲା । ତାଙ୍କ ବିବାହର ଭିଡିଓ ସେତେବେଳେ ଖୁବ ଭାଇରାଲ ହୋଇଥିଲା ।

ବିବାହ ପରଠାରୁ ସବ୍ୟ ଓ ଅର୍ଚ୍ଚିତା କୌଣସି ନା କୌଣସି କାରଣ ହେତୁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଲେ । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏହି ଦୁଇଜଣଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆପଣ ମାନଙ୍କୁ ଆମେ କହି ରଖୁଚୁ କି, ଏହି ଦୁଇଜଣଙ୍କ ବିବାହର ପ୍ରଥମ ବାର୍ଷିକ ପୂରଣ ହୋଇଛି ତେଣୁ ଏହି ଦୁଇଜଣ ରୋମାଣ୍ଟିକ ଫଟୋ ସୁଟ କରିଛନ୍ତି ।

ଏହି ଫଟୋ ସୁଟରେ ଅର୍ଚ୍ଚିତା ବହୁତ ସୁନ୍ଦର ଓ ଗ୍ଲେମରସ ନଜର ଆସୁଛନ୍ତି । ଅନ୍ୟ ପଟରେ ସବ୍ୟ ମଧ୍ୟ ବହୁତ ହ୍ୟାଣ୍ଡସମ ଓ ଷ୍ଟାଇଲିସ ନଜର ଆସୁଛନ୍ତି । ତା ହେଲେ ଆପଣ ମାନଙ୍କୁ ସବ୍ୟ ଓ ଅର୍ଚ୍ଚିତାଙ୍କ ରୋମାଣ୍ଟିକ ଫଟୋ ଗୁଡିକ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *