ଦେଖନ୍ତୁ କେମିତି ପ୍ରେଗନେଣ୍ଟ Kajal Aggarwal ନିଜର ହେବାକୁ ଥିବା ପିଲାର ରଖୁଛନ୍ତି ଧ୍ୟାନ, Video ହେଲା ଭାଇରାଲ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଏହା ସହିତ ଏହି କଳାକାର ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । ତେବେ ଆଜି ଆମେ ଆପଣ ମାନଙ୍କୁ ସାଉଥ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି କାଜୋଲ ଅଗ୍ରୱାଲ । ବନ୍ଧୁଗଣ ଆପଣ ମାନେ ସମସ୍ତେ କାଜୋଲଙ୍କୁ ଅନେକ ସୁପର ହିଟ ସାଉଥ ଫିଲ୍ମରେ ନିଶ୍ଚୟ ଦେଖିଥିବେ । କାଜୋଲ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସହ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି । ତେବେ କାଜୋଲ ନିଜ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ସାଉଥ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । 

ବନ୍ଧୁଗଣ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ କାଜୋଲ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରୁହନ୍ତି । ହେଲେ ଏବେ ସେ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଯଦି ଆପଣ କାଜୋଲ ଅଗ୍ରୱାଲଙ୍କ ଫ୍ୟାନ୍ସ ଅଟନ୍ତି ତା ହେଲେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଭିଡିଓ ବିଷୟରେ କହିବାକୁ ଯାଉଛୁ ତାହା ଜାଣିଲେ ଆପଣ ବହୁତ ଖୁସି ହେବେ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, କାଜୋଲ ୩୦ ଅକ୍ଟୋବର ୨୦୨୦ ମସିହାରେ ଗୌତମ କିଚ୍ଲୁଙ୍କ ସହ ବିବାହ କରିଥିଲେ । ତେବେ ବର୍ତ୍ତମାନ କାଜୋଲ ମା ହେବାକୁ ଯାଉଛନ୍ତି । ବନ୍ଧୁଗଣ କାଜୋଲ ଏବେ ପ୍ରେଗନେଣ୍ଟ ଅଛନ୍ତି ଓ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । 


ବନ୍ଧୁଗଣ ଏହି ଭିଡିଓରେ କାଜୋଲ ଏକ୍ସସାଇଜ କରୁଥିବାର ନଜର ଆସୁଛନ୍ତି । ପ୍ରେଗନେଣ୍ଟ ହେବା ପରେ ଏହି ସବୁ ଏକ୍ସସାଇଜ କଲେ ଛୁଆ ସୁସ୍ଥ ରହିଥାଏ ଓ ମା ମଧ୍ୟ । ତେବେ କାଜୋଲ ଏଥିପାଇଁ ଏକ୍ସସାଇଜ କରୁଛନ୍ତି । ଭିଡିଓରେ କାଜୋଲ ବହୁତ ସୁନ୍ଦର ଦେଖା ଯାଉଛନ୍ତି ଓ ମା ହେବାରୁ ତାଙ୍କ ମୁହଁରେ ବହୁତ ଖୁସି ଦେଖିବାକୁ ମିଳିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *