ପ୍ରଥମ ଥର ପାଇଁ ଦେଖନ୍ତୁ ଶ୍ୟାମା ସିରିଏଲ ଅଭିନେତ୍ରୀ Tiyasha Roy ଙ୍କ ଲାଇଫଷ୍ଟାଇଲ ଓ Biography, ଦେଖନ୍ତୁ କିଏ କିଏ ଅଛନ୍ତି ତାଙ୍କ ପରିବାରରେ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି ଓଡିଆ ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି  ତିୟଶା ରୋଏ । ବନ୍ଧୁଗଣ ଆପଣ ମାନେ ସମସ୍ତେ ତିୟଶାଙ୍କୁ ଓଡିଆ ଲୋକପ୍ରିୟ ସିରିଏଲ ‘ଶ୍ୟାମା’ରେ ନିଶ୍ଚୟ ଦେଖିଥିବେ । ତିୟଶା ଏହି ସିରିଏଲରେ ନିଜର ଜବରଦସ୍ତ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ତିୟଶା ଇଣ୍ଡଷ୍ଟ୍ରିକୁ ଆସିବା ଦିନରୁ ନିଜ ଅଭିନୟ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚାରେ ରହୁଛନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ତିୟଶାଙ୍କ ଲାଇଫଷ୍ଟାଇଲ ଓ ତାଙ୍କ ପରିବାର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ତିୟଶାଙ୍କ ଜନ୍ମ ୧୬ ଅଗଷ୍ଟ ୧୯୯୯ ମସିହାରେ କଲିକତା ୱେଷ୍ଟ ବେଙ୍ଗଲରେ ହୋଇଥିଲା । ବର୍ତ୍ତମାନ ତାଙ୍କୁ ୨୨ ବର୍ଷ ବୟସ ।

ତିୟଶା ଜଣେ ହିନ୍ଦୁ ଝିଅ ଅଟନ୍ତି ଓ ସେ ଆମ ହିନ୍ଦୁ ରୀତିନୀତିକୁ ବହୁତ ଭଲ ଭାବରେ ପାଳନ କରନ୍ତି । ବନ୍ଧୁଗଣ ତିୟଶା ୱେଷ୍ଟ ବେଙ୍ଗଲର ଗୋବର୍ଦ୍ଧନ ହିନ୍ଦୁ କଲେଜରେ ଏବେ ଗ୍ରାଜୁଏସନ କରୁଛନ୍ତି । ଏହା ସହ ସେ ତାଙ୍କ ସ୍କୁଲ ପାଠ ପଢା ମଧ୍ୟ ୱେଷ୍ଟ ବେଙ୍ଗଲରୁ କମ୍ପ୍ଲିଟ କରିଛନ୍ତି । ତିୟଶା ନିଜ ଅଭିନୟ କାରିୟରର ଆରମ୍ଭ ୨୦୧୮ ମସିହାରେ ‘କ୍ରୀଷ୍ଣାକୋଲି’ରୁ କରିଥିଲେ ।

ନିଜ ଚମତ୍କାର ଅଭିନୟ ପାଇଁ ସେ ଅନେକ ପୁରସ୍କାରରେ ସମ୍ମାନିତ ମଧ୍ୟ ହୋଇଥିଲେ । ତିୟଶାଙ୍କ ପରିବାରରେ ତାଙ୍କ ମା ବାପାଙ୍କ ସହ ତାଙ୍କର ଜଣେ ଭଉଣୀ ମଧ୍ୟ ଅଛନ୍ତି । ତିୟଶା ୨୦୧୮ ମସିହାରେ ସୁବନ ରୋଏଙ୍କ ସହ ପ୍ରେମ ବିବାହ କରିଥିଲେ । ଏବେ ତିୟଶା ନିଜ ପରିବାର ସହ ବହୁତ ଖୁସିରେ ରହୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତ୍ରୀ ତୀୟସ ରୋଏ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *