ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବର୍ତ୍ତମାନର ଏହି ଡିଜିଟାଲ ଦୁନିଆରେ ସମସ୍ତ ଲୋକ ଇଣ୍ଟର୍ନେଟ ଓ ସୋସିଆଲ ମିଡିଆର ବ୍ୟବହାର କରୁଛନ୍ତି । ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଲୋକମାନେ ଏହି ସବୁ ଘଟଣା ବିଷୟରେ ଯେକୌଣସି ସ୍ଥାନରେ ରହି ଜାଣି ପାରୁଛନ୍ତି ।

ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଭିଡିଓଟିକୁ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଦେଶର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବେସ ଭଲ ଭାବରେ ଜାଣିଥିବେ । ନରେନ୍ଦ୍ର ମୋଦୀ ଦେଶ ବିଦେଶରେ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ଚିନ୍ତାଧାରା ଓ ତାଙ୍କ ବିଚାର ପାଇଁ ସେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ସିଧା ଭାଷାରେ କହିବାକୁ ଗଲେ ନରେନ୍ଦ୍ର ମୋଦୀ କୌଣସି ବଲିଉଡ କଳାକାର ଠାରୁ କମ ନୁହନ୍ତି ।

ସେ କେବଳ ଭାରତ ନୁହେଁ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ତାଙ୍କ ଲୋକପ୍ରିୟତା ବହୁତ ରହିଛି । ତେବେ ବନ୍ଧୁଗଣ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଜଡିତ ଏକ ବଡ ଖବର ବର୍ତ୍ତମାନ ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଥରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗାଡିକୁ ରୋକା ଯାଇଥିଲା ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଆପଣ ମାନେ ତ ଏହି କଥା ନିଶ୍ଚୟ ଜାଣିଥିବେ ଯେ, ଆମ ଦେଶରେ ଭିଆଇପି ଓ ଭିଭିଆଇପିଙ୍କ ଗାଡି କେବେ ରୋକା ଯାଇ ନଥାଏ ହେଲେ ଏମିତି ଏକ ଘଟଣା ହୋଇଥିଲା । ଏହି କାମ କରିଲେ ଆଇଏଏସ ଅଧିକାରୀ ମହମ୍ମଦ ହସିନ ।

୨୦୧୯ ଲୋକସଭା ନିର୍ବାଚନରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ସମ୍ବଲପୁରକୁ ଯାଇଥିଲେ । ସେତେବେଳେ କର୍ଣ୍ଣାଟକର ଆଇଏଏସ ଅଧିକାରୀ ମହମ୍ମଦ ହସନ ସେଠାରେ କାର୍ଯ୍ୟରତ ଥିଲେ । ସେହି ସମୟରେ ସେ ନରେନ୍ଦ୍ର ମୋଦୀଙ୍କ ଗାଡିକୁ ରୋକୀ ଥିଲେ ଓ ଚେକିଙ୍ଗ କରିବାକୁ ମଧ୍ୟ ଚେଷ୍ଟା କରିଥିଲେ । ଏହା ପରେ ନରେନ୍ଦ୍ର ମୋଦୀ ନିର୍ବାଚନ ଆୟୋଗକୁ କମ୍ପ୍ଲେନ କରିଥିଲେ । ଏହାପରେ ନିର୍ବାଚନ ଆୟୋଗ ତୁରନ୍ତ ଓଡିଶାକୁ ଆସି ଏହି ମାମଲାର ସମାଧାନ କରିଥିଲେ । ଏହା ପରେ ମହମ୍ମଦ ହସନଙ୍କୁ ସସ୍ପେଣ୍ଡ କରାଯାଇଥିଲା ।

