ପାକିସ୍ଥାନୀ ନୌସେନା ବେସ ଉପରେ ଭୀଷଣ ଆକ୍ରମଣ, ବଲୁଚିସ୍ତାନରେ ହାହାକାର ! ଦେଖନ୍ତୁ ଏହି ରିପୋର୍ଟ

ବନ୍ଧୁଗଣ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ଏହି ଖବରଟି ସାରା ଦେଶ ବିଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ବେଲୁଚି ବିଦ୍ରୋହୀ ଏହି ସମୟରେ ପାକିସ୍ତାନ ସେନା ଉପରେ କାଳ ହୋଇ ପଡିଛନ୍ତି ।

ପୁରା ବେଲୁଚିସ୍ତାନ ପାକିସ୍ତାନ ସରକାର ଓ ସେନା ଉପରେ ଆକ୍ରମଣ କରିଛନ୍ତି । ଦୀର୍ଘ ୭୨ ଘଣ୍ଟା ହେବ ପାକିସ୍ତାନ ସେନା ଉପରେ ଲଗାତାର ଆକ୍ରମଣ ହୋଇ ଚାଲିଛି । ଏହି ଆକ୍ରମଣରେ କେବଳ ପାକିସ୍ତାନ ସେନାର ଯବାନ ନୁହନ୍ତି ଏଥିରେ କେତେକ ବଡ ବଡ ଅଫିସର ମାନେ ବି ପ୍ରାଣ ହରାଇ ସାରିଛନ୍ତି ।

ହେଲେ ଗତ କିଛି ସମୟ ପୂର୍ବରୁ ଏକ ଏପରି ଆକ୍ରମଣ ବେଲୁଚିସ୍ତାନ କରିଛି ଯାହାଦ୍ୱାରା କେବଳ ପାକିସ୍ତାନ ସେନା ନୁହେଁ ପାକିସ୍ତାନର ନୌସେନା ମଧ୍ୟ ହଲି ଯାଇଛି । ଗତ କିଛି ସମୟ ତଳେ ପାକିସ୍ତାନୀ ନାଭାଲ ବେସରେ ଏକ ବହୁତ ବଡ ଆଟାକ ହୋଇଛି । ପାକିସ୍ତାନ ନାଭାଲ ବେସ ବେଲୁଚିସ୍ତାନର ତୁର୍ବତ ସହରରେ ପଡିଥାଏ ଆଉ ପାକିସ୍ତାନ ନୌସେନା ପାଇଁ ଏହି ବେସଟି ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ ।

ବନ୍ଧୁଗଣ ତୁର୍ବତ ସମୁଦ୍ର ପାଖରେ ନାହିଁ ତୁର୍ବତ ହେଉଛି ଏକ ସ୍ଥଳଭାଗ ସହର ହେଲେ ନୌସେନା ନାଭାଲ ବେସ କେବଳ ସମୁଦ୍ର ସାଇଡରେ ହିଁ ହୋଇଥାଏ ତା ହେଲେ ପାକିସ୍ତାନ ଏହାକୁ ସ୍ଥଳଭାଗରେ କାହିଁକି ରକିଛି । ବନ୍ଧୁଗଣ ତୁର୍ବତ ସହରରେ ଏକ ନଦୀ ଅଛି ଯାହା ସମୁଦ୍ରରେ ଯାଇ ମିସୁଛି । ଏହି ନଦୀ ମଧ୍ୟରେ ପାକିସ୍ତାନ ପାଣିଜାହାଜ ଗୁଡିକ ଚଳାଚଳ କରିଥାନ୍ତି । କାରଣ ୧୯୭୧ ମସିହା ଯୁଦ୍ଧରେ ଭାରତୀୟ ନୌସେନା ପାକିସ୍ତାନର ନାଭାଲ ବେସକୁ ଛାରଖାର କରିଦେଇଥିଲା ।

ସେଥିପାଇଁ ପାକିସ୍ତାନ ନିଜର ଏକ ନାଭାଲ ବେସକୁ ସମୁଦ୍ର ପାଖରେ ରଖିନାହିଁ । ତେବେ ବେଲୁଚି ବିଦ୍ରୋହୀ ମାନେ ବର୍ତ୍ତମାନ ଏହି ନାଭାଲ ବେସ ଉପରେ ଆକ୍ରମଣ କରିଦେଇଛନ୍ତି ଓ ଏବେବି ଯୁଦ୍ଧ ଜାରି ରହିଛି । ହେଲେ ଏହି ଯୁଦ୍ଧରେ ପାକିସ୍ତାନର କେତେ କ୍ଷୟ କ୍ଷତି ହୋଇଛି ଓ କେତେଜଣ ଯବାନ ସହିଦ ହୋଇଛନ୍ତି ତାର କୌଣସି ସୂଚନା ମିଳି ନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *