ମତେ ପ୍ରେଗନେଣ୍ଟ କଲା, ମୋ ଅବୋରସନ୍ କଲା ଖଣ୍ଡଗିରିର ଅଙ୍କିତ, ମତେ ମୁସଲମାନ ଝିଅ କହି…ଏହି ଝିଅଟି ଯାହା କହୁଛି ଶୁଣିଲେ ଆପଣଙ୍କ ରକ୍ତ ଗରମ ହେଇଯିବ, ଦେଖନ୍ତୁ Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ହେଉଛି । ସାଧାରଣତଃ ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ନିଜ ଘରେ ବସି ଅତି ସହଜରେ ଦେଖି ପାରୁଛନ୍ତି । ତେବେ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଏପରି ଘଟଣାଟି ଭାଇରାଲ ହେଉଛି ଯାହା ଆପଣ ମାନଙ୍କର ହୋସ ଉଡେଇଦେବ ।

ବନ୍ଧୁଗଣ ଜଣେ ଯୁବତୀ ଅଙ୍କିତ ନାମକ ଯୁବକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଯୁବତୀ ଜଣକଙ୍କ ମତରେ ଅଙ୍କିତ ତାଙ୍କୁ ପ୍ରଥମେ ପ୍ରେଗନେଣ୍ଟ କରିଛନ୍ତି ଓ ତା ପରେ ତାଙ୍କର ଆବୋସନ କରେଇଛନ୍ତି । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ପ୍ରକୃତ ଘଟଣା ବିଷୟରେ । ଯୁବତୀ ଜଣକ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ଅଭିଯୋଗ ପ୍ରକାଶ କରିଛନ୍ତି ।

ଯୁବତୀଙ୍କ କହିବା ଅନୁଯାଇ-‘ମୁ ୨୬ ଜାନୁୟାରୀରେ ଖଣ୍ଡଗିରୀ ପୋଲିସ ଥାନାରେ ଅଙ୍କିତ ଅଗ୍ରୱାଲ ବିରୋଧରେ ରିପୋର୍ଟ କରିଥିଲି । ଅଙ୍କିତ ଦୀର୍ଘ ତିନି ମାସ ଧରି ମୋ ସହ ରିଲେସନରେ ଥିଲା ଓ ଆରମ୍ଭରୁ ହିଁ ସେ ମୋ ସହ ବିବାହ କରିବ ବୋଲି କହୁଥିଲା । ହେଲେ ମଝିରେ ମୁ ପ୍ରେଗନେଣ୍ଟ ହୋଇ ଗଲି ଓ ତାକୁ ସବୁ କଥା କହିଲି ତା ପରେ ସେ ମୋତେ ଶାରୀରିକ ଏବଂ ମାନସିକ ଯନ୍ତ୍ରଣା ଦେବାକୁ ଲାଗିଲା । ଏଥିରେ ତାଙ୍କ ଭଉଣୀ ବି ସାମିଲ ଅଛନ୍ତି’ ।

ଆଗକୁ ସେ କହିଛନ୍ତି-‘ତାର ଭଉଣୀ ତା ସହ କଥା ହେବା ପରେ ସେ ମୋ ପାଖକୁ ଆସିଲା । ସେ ପ୍ରତି ଶନିବାର ଓ ରବିବାର ମୋ ରୁମକୁ ଆସେ ଆଉ ଲିଭ-ଇନରେ ରୁହେ । ମଝିରେ ମଝିରେ ମଧ୍ୟ ଆସୁଥିଲା । ସେ ନିଜ ଭଉଣୀ ସହ କଥା ହେଇ ଆସିବା ପରେ ମୋତେ ଇମୋସନାଲି ଓ ଫିଜିକାଲି ହାରାସ କଲା । ସେ ତିନି ଦିନ ମୋ ପାଖରେ ରହି ଜବରଦସ୍ତି ମୋର ଆବୋସନ କରେଇବାକୁ ଲାଗିଲା । ହେଲେ ଆବୋସନ ନହେବାରୁ ତାର ଭଉଣୀ ବି ମୋ ଘରକୁ ଆସିଲା’ ।

ଆଗକୁ ସେ କହିଛନ୍ତି-‘ଏହା ପରେ ସେମାନେ ମୋତେ ଡାକ୍ତରଙ୍କ ପାଖକୁ ନେଇଗଲେ ତା ପରେ ଜଣା ପଡିଲା କିଛି ଟିସୂ ମୋ ଗର୍ଭାଶୟରେ ଅଛି । ଏହା ପରେ ପୁଣି କହିଲେ ମୋତେ ମେଡ଼ିସିନ ଦେବା ପାଇଁ । ଏହା ପରେ ସେ ପୁଣି ଦୁଇ ଦିନ ଯାଏଁ ମୋ ଘରେ ରହିଲା । ସେହି ସମୟରେ ମୋର ବ୍ଲିଡିଙ୍ଗ ବହୁତ ମାତ୍ରା ହେବାକୁ ଲାଗିଲା’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଝିଅଟି ଅଙ୍କିତ ଅଗ୍ରୱାଲଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *