ବନ୍ଧୁଗଣ ଗତ କାଲି ଓଡିଶାରେ ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା । ଗତ କାଲି ସମସ୍ତଙ୍କ ହୋସ ଉଡେଇଲା ଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ତେବେ ବନ୍ଧୁଗଣ ସୋମ୍ୟ ପାଣିଗ୍ରାହୀ ନାମକ ଜଣେ ଯୁବକ ଗତ କାଲି ଆତ୍ମହତ୍ୟା କରିଦେଲେ । ହେଲେ ଆତ୍ମହତ୍ୟାର କାରଣ ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସୋମ୍ୟ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ଭନ୍ଧ ରଖିଥିଲେ ଯୁବତୀ ଜଣକ ସୋମ୍ୟଙ୍କୁ ଧୋକା ଦେବାରୁ ସୋମ୍ୟ ନିଜ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି ।

ମିଡିଆ ରିପୋର୍ଟସ ଅନୁସାରେ ସେହି ଯୁବତୀଙ୍କ ନାମ ହେଉଛି ସୋନାଲି ନନ୍ଦ । ତେବେ ବର୍ତ୍ତମାନ ସୋନାଲିଙ୍କ ବିପକ୍ଷରେ ଲୋକମାନେ ବହୁତ ଖରାପ କଥା କହୁଛନ୍ତି କାରଣ ଆଜି ଗୋଟେ ଝିଅ ପାଇଁ ଗୋଟେ ପରିବାର ତାଙ୍କର ଏକ ମାତ୍ର ସନ୍ତାନକୁ ହରାଇ ବସିଛନ୍ତି । ତେବେ ବନ୍ଧୁଗଣ ସୋମ୍ୟ ଯିବା ପରେ ତାଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି ।
ମା, ବାପା ଓ ଭଉଣୀ କାନ୍ଦି କାନ୍ଦି ଦିନ କାଟୁ ଛନ୍ତି । ବନ୍ଧୁଗଣ ବର୍ତ୍ତମାନ ସୋମ୍ୟଙ୍କ ଭଉଣୀର ଏକ ବଡ ପ୍ରତିକ୍ରିୟା ସାମ୍ନାକୁ ଆସିଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ସୋମ୍ୟଙ୍କ ଭଉଣୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ଏବେ ମୁ ଗୋଟେ କଥା କହୁଛି ମମି ଆଉ ଡାଡି ବୋଧେ ଏ କଥା ଜାଣି ନଥିବେ । ଏବେ ସୋନାଲି ନନ୍ଦର ଜନ୍ମଦିନ ହୋଇଥିଲା ମେଫେୟାର ଯାଇ ସେଲିବ୍ରେଟ କରିଥିଲେ ।
ଆଗକୁ ସେ କହିଛନ୍ତି-‘ସେ ଯାଇ ରହିକି ବହୁତ କିଛି କରିଛନ୍ତି ଦୁଇଜଣ । ମୋ ଭାଇନା ତା ପାଇଁ ବହୁତ କିଛି କରିଛି । ଯାହାଫଳରେ କି ଭାଇନା ଏସବୁ ଜିନିଷ ସହି ପାରିଲା ନାହିଁ ସେ ତାକୁ ଧୋକା ଦେଲା ସେଥିପାଇଁ ସେ ମରିଗଲା । ଭାଇନା ଲେଖିଛି ବି ସେ ତାକୁ ଧୋକା ଦେବାରୁ ସେ ଏତେ ବଡ ସ୍ଟେପ ନେଲା । କାଲି ରାତି ୧୨ଟା ୧ଟାଏ ଯାଏଁ ମୁ କଥା ହେଇଛି । ଘଣ୍ଟାଟେ ମୁ ଭାଇନାଙ୍କ ସହ କଥା ହେଉଛି ବୁଝେଇଛି ।

ଆଗକୁ ସେ କହିଛନ୍ତି-‘ମୋ ସ୍ଵାମୀ ମଧ୍ୟ ତାଙ୍କୁ ବହୁତ ବୁଝେଇ ଥିଲେ । ଭାଇନା କହୁଥିଲା ମୁ ତାକୁ ଏତେ ଭଲ ପାଉଥିଲି ସେ କାହିଁକି ମୋତେ ଧୋକା ଦେଲା ମୋ ମନ ସହ ଖେଳିଲା । ଆଉ ସେ ସାରସ୍ଵତ ପିଲା ପାଖରେ ବହୁତ ଟଙ୍କା ଅଛି ବୋଲି ସେ ମୋତେ ଛାଡି ତା ପାଖକୁ ପଳେଇଲା । ଆମେ ମାନେ କାଲି ବହୁତ ବୁଝେଇ ଥିଲୁ । ମୋ ଭାଇକୁ ଉଚିତ ନ୍ୟାୟ ମିଳୁ ଆଉ ସେ ସୋନାଲି ନନ୍ଦ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ’ ।

