ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଓ ଖବର ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ଗତ କିଛି ସମୟ ହେବ ଏକ ଆଶ୍ଚର୍ଯ୍ୟ ଜନକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ଆପଣ ମାନେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ କଥାରେ ଅଛି ରଖିଲେ ହରି ମାରିବ କିଏ ଅର୍ଥାତ ଯଦି ଆପଣଙ୍କ ଆୟୁଷ ସରି ନାହିଁ ତା ହେଲେ ଆପଣ ମରିବେ ନାହିଁ । ଆଉ ଆପଣଙ୍କର କେହି ବି କିଛି କ୍ଷତି କରିପାରିବେ ନାହିଁ । ଏଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି ଓ ସାରା ଓଡିଶାରେ ଏହି ଘଟଣାଟି ଚର୍ଚାର ବିଷୟ ପାଲଟିଛି ।
ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବଞ୍ଚିଥିବା ଶିଶୁକୁ ମାରିଦେଲେ ଡାକ୍ତର ମୃତ୍ୟୁ ଘୋଷଣା ହୋଇଥିବା ଶିଶୁ ମଶାଣିରୁ ଉଠିଲା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଖଡିକାପଡା ଗାଁରେ ।

ସୁନିଆ ମୁଣ୍ଡାଙ୍କ ଗର୍ଭରୁ ଜନ୍ମିତ ଶିଶୁକୁ ମୟୂରଭଞ୍ଜ ଜିଲା କରଞ୍ଜିଆ ଉପଖଣ୍ଡ ମେଡିକାଲର ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ଅଭିଯୋଗ ହେଇଛି । ତେବେ ଡାକ୍ତର ମୃତ୍ୟୁ ଘୋଷଣା କରିବା ପରେ ଛୁଆକୁ ଏକ ବ୍ୟାଗରେ ନେଇଥିଲେ ପରିବାର ଲୋକେ । ଆଉ ଅନ୍ତିମ ସତ୍କାର ପାଇଁ ମାଟି ଖୋଳୁ ଥିବା ସମୟରେ ଶିଶୁଟି କାନ୍ଦି ଉଠିଲା । ଏହା ପରେ ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ପୁଣି ସେମାନେ ଛୁଆକୁ ଆଣି କରଞ୍ଜିଆ ମେଡିକାଲ ଆସିଥିଲେ । ଶିଶୁଟି ବଞ୍ଚିଥିବା ନେଇ ପରିବାର ଲୋକେ ବହୁତ ଖୁସି ଅନୁଭବ କରିଥିଲେ । ଡାକ୍ତର ଖାନାରେ ମୃତ ଘୋଷିତ ଶିଶୁ ଶ୍ମଶାନରେ ଉଠିବା ପରେ ଏହି ଘଟଣାଟି ଚର୍ଚାରେ ଥିଲା । ହେଲେ ବନ୍ଧୁଗଣ ଶ୍ମଶାନରେ ଉଠିଥିବା ଏହି ଶିଶୁ କିଛି ସମୟ ପରେ ଡାକ୍ତର ଖାନାରେ ଆଖି ବୁଝି ଦେଇଛି । ଶିଶୁର ଅବସ୍ଥା ଗୁରୁତ୍ଵର ଥିବା ବେଳେ ସବୁ ପ୍ରକାର ଚେଷ୍ଟା ସତ୍ବେ ସେ ଆଜି ଆଖି ବୁଝିଛି ବୋଲି କହିଛନ୍ତି ଡାକ୍ତର ।

