ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ବର୍ତ୍ତମାନର ଡିଜିଟାଲ ଦୁନିଆରେ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ଗତ କିଛି ସମୟ ହେବ ଏକ ଘଟଣାର ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବତୀ ଓ ଜଣେ ପୁରୁଷ ରାସ୍ତା ମଝିରେ ଯୁକ୍ତି ତରକ କରୁଥିବାର ନଜର ଆସୁଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ପ୍ରକୃତ ଘଟଣା ବିଷୟରେ କହିବାକୁ ଯାଉଛୁ ଓ ଆପଣ ମାନେ ସମସ୍ତେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଜଣେ ଯୁବତୀ ରାସ୍ତା ମଝିରେ ଏକ ଯୁବକଙ୍କ ସହ ପାଟିତୁଣ୍ଡ କରୁଥିବାର ନଜର ଆସୁଛନ୍ତି ।
ବନ୍ଧୁଗଣ ସେହି ସ୍ଥାନରେ କିଛିଟା ଟ୍ରାଫିକ ପୋଲିସ ଅଛନ୍ତି ଓ ସେମାନେ ଉଭୟଙ୍କୁ ଗାଡି ସାଇଡ କରିବା ପାଇଁ କହୁଛନ୍ତି । ସେହି ସମୟରେ ମିଡିଆ ସେହି ସ୍ଥାନକୁ ପହଞ୍ଚି ଯାଉଛି ଓ ଉଭୟଙ୍କୁ ଘଟଣା ବିଷୟରେ ପଚରା ଉଚରା କରୁଛି । ଯୁବତୀଙ୍କ ମତରେ, ଟ୍ରାଫ୍କ ସିଗନାଲ ସମୟରେ ବ୍ୟକ୍ତି ଓଭର କ୍ରସ କରିଗଲେ । ବ୍ୟକ୍ତି ଗୋଟେ ଗାଡି ଆଗରେ ରହିଲେ ଓ ସେହି ସମୟରେ ଯୁବତୀ ଗାଡି ସ୍ଲୋ କଲେ ଯଦି ଗାଡି ଟିକୁ ଆଗକୁ ନନେବେ ତା ହେଲେ ପଛ ଗାଡି ମାଡ କରିବ ।
ଯୁବତୀ ଜଣକ ଚିତ୍କାର କରି କହୁଛନ୍ତି-‘ଜଣଙ୍କ ପାଇଁ ପାଞ୍ଚ ଜଣ ମରିବେ । ଭାବୁଛନ୍ତି ଉତ୍ପାତ ହେବେ ବାପା ରାସ୍ତା ଏଇଟା ଏମାନଙ୍କୁ ଉଚିତ ଶାସ୍ତି ଦିଆଯିବା ଦରକାର । ଏମାନଙ୍କ ବାପା ସମ୍ପତ୍ତି ତ ବାପା ଗାଡି ଚଲାଉଛି । ଗାଡିକୁ ଗୋଟେ ମାଲ ଗାଡି କରି ଚାଲୁଛି ବେକରେ ଗୋଟେ ଟାୟାର ଲଗେଇଛି’ ।

ଅନ୍ୟ ପକ୍ଷରେ ଯୁବକଙ୍କ ମତରେ, ସେ ଅଧା ବାଟ ବାହାରି ଆସିଥିଲେ । ସେହି ସମୟରେ ମହିଳା ହଠାତ ବାହାରି ଆସିଥିଲେ ତେଣୁ ଯୁବକ ଜଣକ ମଝିରେ ରହି ପାରିଲେ ନାହିଁ । ସେହି ସମୟରେ ହଠାତ ଯୁବତୀ ଆସି ଯୁବକଙ୍କୁ ବାଡେଇ ଥିଲେ ଓ ଖରାପ ଭାଷାରେ ଗାଳି କରିଥିଲେ । ତେବେ ବନ୍ଧୁଗଣ ଏଭଳି ଏକ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି ତା ହେଲେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

