ବନ୍ଧୁଗଣ ଗତ କାଲି ସନ୍ଧ୍ୟା ସମୟରେ ବଡ ଦୁଃଖର ଖବର ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣି ସମସ୍ତ ଓଡିଶା ବାସୀଙ୍କ ଆଖି ଲୁହରେ ଭରିଯାଇଛି । ଓଡିଆ ଫିଲ୍ମ ଇଣ୍ଡଷ୍ଟର ବରିଷ୍ଠ ଅଭିନେତା ମିହିର ଦାସ ଆଉ ଆମ ମାନଙ୍କ ଗହଳରେ ନାହାନ୍ତି । ମିହିର ଦାସଙ୍କ ପରଲୋକ ପରେ ଓଡିଆ ଇଣ୍ଡଷ୍ଟ୍ରି ଓ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ବନ୍ଧୁଗଣ ମିହିର ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ବରିଷ୍ଠ ଅଭିନେତା ଥିଲେ ।
ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଥିଲେ । ନିଜ ଅଭିନୟ ପାଇଁ ସେ ଅନେକ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ଦୀର୍ଘ ବର୍ଷ ଧରି ମିହିର କିଡ୍ନି ଜନିତ ରୋଗରେ ପୀଡିତ ଥିଲେ ଓ ଗତ କିଛି ଦିନ ତଳେ ତାଙ୍କ ଅବସ୍ଥା ଗୁରୁତ୍ଵର ହୋଇଯିବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ଅଣା ଯାଇଥିଲା ।
ଏହା ପରେ ତାଙ୍କ ଚିକିତ୍ସା ଏସିବି ମେଡିକାଲରେ ଚାଲିଥିଲା ହେଲେ ବନ୍ଧୁଗଣ ଗତ କାଲି ଖବର ଆସିଲା ମିହିର ଦାସ ଆଉ ଏହି ଦୁନିଆରେ ନାହାନ୍ତି । ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ କେବଳ ମିହିରଙ୍କ ଫଟୋ ଓ ଭିଡିଓ ଭାଇରାଲ ହେଉଛି । ବନ୍ଧୁଗଣ ମିହିର ଯିବା ପରେ ତାଙ୍କ ଶୋକ ସଭାରେ ଓଡିଆ ଇଣ୍ଡଷ୍ଟ୍ରିର ଅନେକ କଳାକାର ମାନେ ଯୋଗ ଦେଇଥିଲେ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଆଜି ଆମେ ଆପଣ ମାନଙ୍କୁ ମିହିରଙ୍କ ଶୋକ ସଭା ଭିଡିଓ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ମିହିରଙ୍କ ଶୋକ ସଭାରେ ଓଡିଆ ଇଣ୍ଡଷ୍ଟ୍ରିର ଅନେକ କଳାକାର ମାନେ ଯୋଗ ଦେଇଥିଲେ । ମିହିରଙ୍କ ସାନ ପୁଅର ଆକୁଳ ଚିତ୍କାର ଶୁଣିବାକୁ ମିଳିଥିଲା । ସାନ ପୁଅଟି ନିଜ ବାପା ଶବ ଉପରେ ମୁଣ୍ଡ ରଖି କାନ୍ଦୁ ଥିବାର ନଜର ଆସିଥିଲେ ।
ବନ୍ଧୁଗଣ ଏହି ହୃଦୟ ବିଦାରକ ଦୃଶ୍ୟଟି ଦେଖିଲେ ଆପଣ ମାନଙ୍କ ଆଖି ଭରିଯିବ । ଶୋକରେ ଯାଇଥିବା ସମସ୍ତ କଳାକାର ମାନଙ୍କ ଆଖିରେ ଲୁହ ଥିଲା ଓ ସମସ୍ତେ ମିହିରଙ୍କୁ ମନେ ପକାଉ ଥିଲେ । ସୋସିଆଲ ମିଡିଆରେ ମିହିରଙ୍କ ଶୋକ ଭିଡିଓଟି ବହୁତ ଭାଇରାଲ ହେଉଛି । ତା ହେଲେ ବନ୍ଧୁଗଣ ଏହି ଶୋକ ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।