ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଚତୁର ପ୍ରଶ୍ନ ଓ ତାହାର ଉତ୍ତର ନେଇ ଆସିଛୁ । ଏହି ପରିକା ପ୍ରଶ୍ନ ବୋଧେ ଆପଣ ମାନେ ପ୍ରଥମ ଥର ପାଇଁ ଦେଖିବାକୁ ପାଇବେ । ଏହି ସବୁ ପ୍ରଶ୍ନର ଉତ୍ତର ବନ୍ଧୁଗଣ ବହୁତ କମ ଲୋକ ଦେଇ ପାରିବେ । ଆପଣ ମାନେ ଏହି ସବୁ ପ୍ରଶ୍ନ ବିଷୟରେ ଜାଣି ନିଜ ପରିବାର ବର୍ଗ କିମ୍ବା ନିଜ ସାଙ୍ଗ ସାଥି ମାନଙ୍କୁ ପଚାରି ପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ ଚତୁର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ।
୧:- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?
ଉତ୍ତର – କୋଇଲି
୨:- କେଉଁ ଜୀବର ୪ ଟି ପାକସ୍ଥଳୀ ଥାଏ ?
ଉତ୍ତର – ଗାଈ
୩:- କେଉଁ ଜୀବ ୩ ବର୍ଷ ଶୁଏ ?
ଉତ୍ତର – ଗେଣ୍ଡା
୪:- କେଉଁ ଜୀବ ଛିଡ଼ା ହୋଇ ଶୁଏ ?
ଉତ୍ତର – ଘୋଡ଼ା
୫:- କେଉଁ ଜୀବ ଶୁଏ ନାହିଁ ?
ଉତ୍ତର – ପିମ୍ପୁଡ଼ି
୬:- କେଉଁ ଜୀବ ୧୦୦ ଟି ଶବ୍ଦ କରେ ?
ଉତ୍ତର – ବିରାଡ଼ି
୭:- କେଉଁ ଜୀବ ପାଟିରେ ଚାଲେ ?
ଉତ୍ତର – ଗେଣ୍ଡା
୮:- କେଉଁ ଜୀବର ରକ୍ତ ନୀଳ ?
ଉତ୍ତର – ଝିଣ୍ଟିକା
୯:- ବିଶ୍ଵରେ କେଉଁ ଦେଶରେ ଦୁଇ ମୁଣ୍ଡିଆ କଇଁଛ ଦେଖାଯାଆନ୍ତି ?
ଉତ୍ତର – ଆମେରିକା
୧୦:- କେଉଁ ଦେଶରେ ସ୍ତ୍ରୀ ଲୋକ ମାନଙ୍କର ନିଶ ଓ ଦାଢ଼ି ଉଠିଥାଏ ?
ଉତ୍ତର – ଇଥ୍ଓପିଆ
୧୧:- ବିଶ୍ଵରେ କେଉଁ ଦେଶରେ ଦୁଇ ମୁଣ୍ଡିଆ ବିରାଡ଼ି ଦେଖାଯାଆନ୍ତି ?
ଉତ୍ତର – ଟେକ୍ସାସ
୧୨:- କେଉଁ ଗଛ ମଣିଷ ଭଳି ଦେଖିବାକୁ କିନ୍ତୁ ତାକୁ ହାଣି ଦେଲେ ସେ ଛୋଟ ପିଲାଙ୍କ ଭଳି କାନ୍ଦେ ?
ଉତ୍ତର – ରେଡୁଇଲ
୧୩:- କାହାର ଗତି ସବୁଠାରୁ ଅଧିକ ?
ଉତ୍ତର – ମନ
୧୪:- କେଉଁ ଦେଶରେ ପାଞ୍ଚଟି ଦେଖାଯାଏ ?
ଉତ୍ତର – ଚୀନର ସିଗ୍ନାଇମୁର
୧୫:- କେଉଁ ସ୍ତ୍ରୀ ଲୋକ ୯ ବର୍ଷରେ ମା ହୋଇଥିଲା ?
ଉତ୍ତର – କଲମ୍ବିଆର ଆତୁନାଡୁ ଆଗା
୧୭:- କେଉଁ ନଦୀର ପାଣି ମିଠା ଲାଗେ ?
ଉତ୍ତର – ସୁଇଟ ରିଭର ( ମାଲେସିଆ )
୧୮:- କେଉଁ ଦେଶରେ ଚମଡା ଡ଼ଙ୍ଗା ବ୍ୟବହାର କରାଯାଏ ?
ଉତ୍ତର – ଗ୍ରୀନ ଲ୍ୟାଣ୍ଡ
୧୯:- ଦୁଗ୍ଧ ଉତ୍ପାଦନରେ କେଉଁ ଦେଶ ପ୍ରଥମ ?
ଉତ୍ତର – ଭାରତ
୨୦:- ପାକିସ୍ତାନ ଜାତୀୟ ପତାକା ର ଦୁଇଟି ରଙ୍ଗ କଣ ?
ଉତ୍ତର :- ସବୁଜ ଓ ଧଳା
୨୧:- ଭାରତର କେଉଁ ରାଜ୍ୟରେ ଉପଜାତି ନାହିଁ ?
ଉତ୍ତର – ହରିଆଣା
୨୨:- କେଉଁ ଜୀବ ଜୀବନରେ କେବେ ଶୁଏ ନାହିଁ ?
ଉତ୍ତର – ପିମ୍ପୁଡ଼ି
୨୩:- ଡେଣା ନ ଥାଇ ଆକାଶରେ ଉଡେ ମଣିଷକୁ ଝାମ୍ପି ନିଏ ?
ଉତ୍ତର – ଆକାଶ ଛତା ।
୨୪:- ଦୁଇ ବାଳକର ରଙ୍ଗ ସମାନ ଜଣେ ହଜିଗଲେ ଆଉ ଜଣେ କୋଉ କାମ କୁ ନୁହଁ ?
ଉତ୍ତର – ଚପଲ ।
୨୫:- ଗୋଟିଏ ଥାଳିରେ ଦୁଇଟି ଅଣ୍ଡା ଗୋଟିଏ ଗରମ ଅନ୍ୟଟି ଥଣ୍ଡା ?
ଉତ୍ତର – ସୂର୍ଯ୍ୟ ଓ ଚନ୍ଦ୍ର ।
୨୬:- ସୂର୍ଯ୍ୟ ପୃଥିବୀରେ କେବେହେଲେ କ’ଣ ଦେଖିନାହିଁ ?
ଉତ୍ତର – ଅନ୍ଧାର ।