କଂଗ୍ରେସ କର୍ମୀଙ୍କ ଧାରଣା ସମୟରେ ହଠାତ ସଭା ମଧ୍ୟରେ ନାଚିବାକୁ ଲାଗିଲେ ଏହି ବୁଢୀ ମାଉସୀ, ଆଉ ତା’ପରେ…ଦେଖନ୍ତୁ ଏହି Video, ହସି ହସି ଗଡିବେ ଆପଣ !

ବନ୍ଧୁଗଣ, ସୂଚନା ଅନୁଯାୟୀ କଂଗ୍ରେସ କର୍ମୀ ଧାରଣା ରେ ବସିଥିବା ସ୍ମାୟରେ ହଟାତ ଜଣେ ମାଉସୀ ଆସି ବିଭିନ୍ନ ଢଙ୍ଗିଆ ରଙ୍ଗୀ ରେ ନାଚିବାକୁ ଲାଗିଥିଲେ । ଏହି ଦୃଶ୍ୟ ଦେଖିବାକୁ ଅତ୍ୟନ୍ତ କୌତୁହଳ ଲାଗୁଥିଲେ ମଧ୍ୟ କଂଗ୍ରେସ କର୍ମୀ ଙ୍କ ପାଇଁ ନାଚୁଥିବା ମାଉସୀ ଜଣଙ୍କ ମୁଣ୍ଡବ୍ୟଥା ର କାରଣ ପାଲଟି ଯାଇଥିଲେ । କାରଣ ମାଉସୀ ଜଣକ କଂଗ୍ରେସ ନେତା ମାନଙ୍କ ସମୁଖରେ ଯାଇ ତାଙ୍କ ମୁଖ ପାଖରେ ଛିଡା ହୋଇ ନାଚିବାକୁ ଲାଗିଥିଲେ ।

କିଛି କଂଗ୍ରେସ କର୍ମୀ ମାଉସୀ ଙ୍କୁ କିଛି ପାଉଣା ଦେଇ ସେଠାରୁ ଘଉଡାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ମାଉସୀ କାହାକୁ ଖାତିର ନ କରି କଂଗ୍ରେସ କର୍ମୀ ଙ୍କ ଆଗରେ ମୁହଁକୁ ମୋଡି ପୁନର୍ବାର ନାଚିବାକୁ ଲାଗିଥିଲେ । ଏହାପରେ କର୍ମୀ ଙ୍କ ମଧ୍ୟରୁ ଜଣେ ବାହାରି କହିଲେ, “ମାଉସୀ ତୁ ଜା ନହେଲେ ଦେଖ ପୋଲିସ ଆସିଲାଣି” । ଏହାକୁ ଶୁଣି ମାଉସୀ କୁହନ୍ତି ପୋଲିସ କିଏ ବା ?

ଏଠି କଥା ଯେ ସେହି ପୋଲିସ କଂଗ୍ରେସ କର୍ମୀ ଙ୍କୁ ପିଟିଲା ବୋଲି ସେମାନେ ପ୍ରତିବାଦ ରେ ବସିଛନ୍ତି । ମାତ୍ର କେଉଁ କାରଣରୁ ପୁଣି ପୋଲିସ ଙ୍କୁ ଭରସା କରୁଛନ୍ତି ? ମାଉସୀ ଙ୍କ ନାଚକୁଦ ପରେ, ସୁର ଭାଇଙ୍କର ସ୍ଲୋଗାନ,- ରାହୁଲ ଗାନ୍ଧୀ ଜିନ୍ଦାବାଦ, ସୋନିଆ ଗାନ୍ଧୀ ଜିନ୍ଦାବାଦ, ଜାତୀୟ କଂଗ୍ରେସ ଜିନ୍ଦବାଦ ଏହିଭଳି ଅନେକ ସ୍ଲୋଗାନ ସୁର ରାଉତ ଦେବାକୁ ଲାଗିଲେ । ମାତ୍ର କେଉଁ କାରଣ ବଶତ ଧାରଣାରେ ବସିଛନ୍ତି ତାହା ବିଷୟରେ ସ୍ଲୋଗାନ ଦେବାକୁ ବୋଧହୁଏ ସୁର ଭାଇ ଙ୍କର ମନେ ନାହିଁ ।

ସୁର ଭାଇ ମି-ଡି-ଆ ଆଗରେ କହିଛନ୍ତି ଯେ, ଯେତେବେଳେ ପୋଲିସ ଭିତରେ ପଶିଯାଉଛି, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଭାନୁବାହିନୀ ପତି ଭିତରେ ଥିଲେ । ଏହା ଘୋର ଅନ୍ୟାୟ । ମାତ୍ର ଏହା କେତେଦୂରେ ସତ ଆମ୍ଭେ ଏପର୍ଯ୍ୟନ୍ତ ଜାଣିନାହୁଁ । ସେଦିନ PCC ସଭାପତି ଙ୍କ ପ୍ରେଜେଣ୍ଟ ଥାଉ ଥାଉ ପୋଲିସ ପଶି ପିଟିବାକୁ ଲାଗିଲା । ଦଳର ମୁଖିଆ ଆସିଲେ କଂଗ୍ରେସ କର୍ମୀ ଙ୍କ ବଳ ସାଢେଚାରିଗୁଣା ବଢିଲା ଭଳି କଂଗ୍ରେସ କର୍ମୀ ଧାରଣା ରୁ ଉଠି ଛିଡା ହୋଇ ପୋଲିସ ଙ୍କ ଉପରେ ଚଢାଉ କରିଲେ ।

ଏହାପରେ ସୁରଭାଇ ଙ୍କ ସମେତ ଜଣେ ଜଣେ ହୋଇ DCP ସାର ଙ୍କୁ କମ୍ପ୍ଲେନ କରିବାକୁ ଗଲେ । ସୁରଭାଇ DCP ଙ୍କୁ କହିଛନ୍ତି ଯେ, ଯେଉଁ ମାନେ କଂଗ୍ରେସ ଭବନ ରେ ପ୍ରବେଶ କରିଛନ୍ତି, ଗୋଟେ ଇଙ୍କ୍ବାରୀ କରି ସିରିଏସ ପନିସମେଣ୍ଟ ପାଇବେ, ଜେଭଳି ଜୀବନରେ ଆଉ କୌଣସି ପୋଲିସ କଂଗ୍ରେସ ଅଫିସ ଭିତରକୁ ପଶିବେ ନାହିଁ । ବନ୍ଧୁଗଣ ଏହି ବିବରଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *