ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ବଲିଉଡ ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ରେଖା ।
ଆପଣ ମାନେ ସମସ୍ତେ ରେଖାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ରେଖାଙ୍କ ଅଭିନୟ ଓ ସୁନ୍ଦରତାକୁ ଲୋକମାନେ ବେସ ଅଧିକ ପସନ୍ଦ କରନ୍ତି । ରେଖା ବଲିଉଡ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତ ମଧ୍ୟ ବହୁତ ଅଧିକ ରହିଛି । ୬୭ ବର୍ଷୀୟ ରେଖା ଆଜି ମଧ୍ୟ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ରେଖା ନିଜ ସୁନ୍ଦରତା ଓ ପର୍ଶନାଲ ଲାଇଫ ସହିତ ନିଜ କଡା ବୟାନ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ।
ହେଲେ ଗୋଟେ ଇଣ୍ଟର୍ବ୍ୟୁରେ ରେଖା କିଛି ହୋସ ଉଡେଇଲା ଭଳି ବୟାନ ଦେଇଥିଲେ ଓ ଆଜି ଆମେ ଆପଣ ମାନଙ୍କୁ ରେଖାଙ୍କ ସେହି ବୟାନ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ରେଖା ଏକ ଇଣ୍ଟର୍ବ୍ୟୁରେ କହିଥିଲେ, ତାଙ୍କୁ ପ୍ରଥମେ ଗସିପ ପଢିବା ଆସୁ ନଥିଲା । ରେଖାଙ୍କ ମତରେ, ଆପଣ ଏକ ପୁରୁଷ ଗୋଟେ ପୁରୁଷ ସହ ଅତି ନିକଟର ହୋଇପାରିବେ ନାହିଁ ।
ଯଦି ଆପଣ ସେହି ପୁରୁଷ ସହ ସେକ୍ସ କରିବେ ନାହିଁ । ରେଖାଙ୍କ ମତରେ, ଶୋଭାଗ୍ୟ ବଶତଃ ସେ ଆଜି ପର୍ଯ୍ୟନ୍ତ ପ୍ରେଗନେଣ୍ଟ ହୋଇ ନାହାନ୍ତି । ରେଖା ବିବାହ ପୂର୍ବରୁ ସେକ୍ସ କରିବା ଠିକ ବୋଲି କୁହନ୍ତି । ରେଖା ସେହି ଇଣ୍ଟର୍ବ୍ୟୁରେ କହିଥିଲେ’ଲୋକ ମାନେ କହୁଥିଲେ ରେଖା ପଟାଖା ଅଟନ୍ତି । ଏହି ସବୁ କଥା ଜାଣି ପ୍ରଥମେ ମୋତେ କିଛି ଫରକ ପଡୁନଥିଲା ହେଲେ ପରେ ମୁ ଅନୁଭବ କରିଲି’ । ଆଗକୁ ରେଖା କହିଛନ୍ତି’ମୁ ଯାହା ବି କୁହେ ତାର ଓଲୋଟା ଲଙ୍କା ଲୁଣ ମିଶା ଆର୍ଟିକିଲ ମୋ ସାମ୍ନାକୁ ଆସେ । ୭୫ ରୁ ୭୬ ବର୍ଷ ପରେ ମୁ ଭାବିଲି ଲୋକ ମାନଙ୍କ ସହ କଥା ବାର୍ତ୍ତା ହେବା ଉଚିତ ନୁହେଁ ସବୁ ବେକାର ଅଟେ ।
କାରଣ ଆମେ ଯାହା କହୁ ତାହା ବିଷୟରେ ଲେଖା ଯାଏ ନାହିଁ’ । ରେଖା ସେହି ଇଣ୍ଟର୍ବ୍ୟୁରେ କହିଥିଲେ, ତାଙ୍କୁ ସବୁ ସୁନ୍ଦର ଜିନିଷ ବହୁତ ପସନ୍ଦ ଆସେ । ରେଖା ଆଗାମୀ ସମୟରେ ଫିଲ୍ମ କରିବାକୁ ଚାହୁଁ ଛନ୍ତି । ତେଣୁ ତାଙ୍କୁ ଯାହା ଭଲ ଲାଗେ ସେ କରନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତ୍ରୀ ରେଖା କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।