ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣି ଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତା କାର୍ତ୍ତିକ ଆରିୟାନ । ବନ୍ଧୁଗଣ ଆପଣ ମାନେ ସମସ୍ତେ କାର୍ତ୍ତିକଙ୍କ ଅନେକ ସୁପର ହିଟ ଫିଲ୍ମ ନିଶ୍ଚୟ ଦେଖିଥିବେ । କାର୍ତ୍ତିକ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ବଲିଉଡ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ।
କାର୍ତ୍ତିକଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି କାର୍ତ୍ତିକ । ଗତ କିଛି ସମୟ ହେବ କାର୍ତ୍ତିକଙ୍କର ଏକ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ଏହି ଭିଡିଓ ଦେଖି ଫ୍ୟାନ୍ସ ମାନେ ତାଙ୍କର ବହୁତ ପ୍ରଶଂସା କରୁଛନ୍ତି ।
ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କାର୍ତ୍ତିକଙ୍କ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ ହେଉଥିବା ଏହି ଭିଡିଓରେ କାର୍ତ୍ତିକ ରାସ୍ତା କଡରେ ଖାଉଥିବାର ନଜର ଆସୁଛନ୍ତି । ହେଲେ ଖାସ କଥା ଏହା ହେଉଛି ଯେ, କାର୍ତ୍ତିକ ନିଜ କୋଟି କୋଟି ଟଙ୍କାର କାର ଉପରେ ଚାଇନିଜ ଖାଦ୍ୟ ରଖି ଖାଇବାର ମଜା ନେଉଛନ୍ତି ।
View this post on Instagram
ଏହି ଭିଡିଓରେ ଲୋକପ୍ରିୟ ଫଟୋ ଗ୍ରାଫର ବିରଲ ଭୟାନୀ ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କାଉ-ଣ୍ଟ-ରେ ଅ-ପ-ଲୋ-ଡ କରିଛନ୍ତି । ଏହି ଭିଡିଓଟିକୁ ଫ୍ୟାନ୍ସ ମାନେ ବହୁତ ଅଧିକ ପସନ୍ଦ କରିଛନ୍ତି । ବନ୍ଧୁଗଣ ଫ୍ୟାନ୍ସ ମାନଙ୍କର ପ୍ରଶଂସା କରିବାର ଏକ ବିଶେଷ କାରଣ ରହିଛି । ସାଧାରଣତଃ ଫିଲ୍ମ ଷ୍ଟାର ମାନେ ବ୍ରେକ ଫାଷ୍ଟ ହେଉ ବା ଲଞ୍ଚ ବା ଡିନର ସେମାନେ ମହଙ୍ଗା ମହଙ୍ଗା ହୋଟେଲ ଏବଂ ରେଷ୍ଟୁରେଣ୍ଟ ଯାଇ ଭୋଜନ କରିଥାନ୍ତି ।
ହେଲେ କାର୍ତ୍ତିକ ଏକ ସାଧାରଣ ମଣିଷ ଭଳି ରାସ୍ତା କଡରେ ନିଜ କୋଟି କୋଟି ଟଙ୍କାର ଗାଡି ରଖି ଗାଡି ଉପରେ ଖାଇବାର ମଜା ନେଉଛନ୍ତି । ସେ ଯେଉଁ ଗାଡି ଉପରେ ଖାଇବାର ମଜା ନେଉଥିଲେ ସେହି ଗାଡିର ଦାମ ହେଉଛି ୪.୫ କୋଟି ଟଙ୍କା । ବନ୍ଧୁଗଣ ଏହି ଗାଡିଟି ହେଉଛି ଲେମ୍ବରଗିନି ।
ଏତେ ଟଙ୍କାର ଗାଡି ଉପରେ ଖାଇବା ରଖି ଖାଉଥିବାର ମଣିଷକୁ ଲୋକମାନେ ପ୍ରଥମ ଥର ପାଇଁ ଦେଖିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ କାର୍ତ୍ତିକ ଅରିୟାନଙ୍କର ଏହି ଭା-ଇ-ରା-ଲ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।