ବନ୍ଧୁଗଣ ବେଳେବେଳେ ସୋ-ସି-ଆ-ଲ ମି-ଡି-ଆ-ରେ ଏପରି କିଛି ଘ-ଟ-ଣା ସାମ୍ନାକୁ ଆସେ ଯାହା ସମସ୍ତଙ୍କ ହୋ-ସ ଉ-ଡା-ଇ ଦିଏ । ତେବେ ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଆଶ୍ଚର୍ଯ୍ୟ ଜନକ ଘ-ଟ-ଣା-ର ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ହୋ-ସ ଉ-ଡି-ଯି-ବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
ଏହି ଘଟଣାଟି ରାଜଧାନୀ ଭୂବନଶ୍ଵରରେ ଘଟିଛି । ଭା-ଇ-ରା-ଲ ହେଉଥିବା ଭିଡିଓରେ ଜଣେ ଅଟୋ ଡ୍ରାଇଭର ଓ ଜଣେ ମହିଳାଙ୍କ ମଧ୍ୟରେ ଯୁ-କ୍ତି ତ-ର-କ ହେଉ ଥିବାର ଦେଖିବାକୁ ମିଳିଛି । ରୋଡ ଉପରେ ପା-ଟି-ତୁ-ଣ୍ଡ । ଅଟୋ ଡ୍ରାଇଭରକୁ ଏହି ଭଦ୍ର ମହିଳା କେହି କାହା ଠାରୁ କମ ନୁହନ୍ତି । ଦୁଇ ଜଣଙ୍କ କାହାଣୀ ସଂପୂର୍ଣ୍ଣ ଅଲଗା ।
ମହିଳା ଜଣକ କହିଲେ ‘ମୁ ତୋ ରଙ୍ଗ ଛ-ଡେ-ଇ ଦେବି ତତେ ଜୀବନରୁ ମା-ରି-ଦେ-ବି’ ଅନ୍ୟ ପକ୍ଷରେ ରା-ଗ ତ-ମ-ତ-ମ ହୋଇ ଅଟୋ ଡ୍ରାଇଭର ଭାଇ ଜଣକ କହିଲେ ‘ମୁ ତୋର ରେ-ପ କରିଦେବି’ । ଏଭଳି କିଛି ଥିଲା ରାଜଧାନୀର ରାଜ ରାସ୍ତାର ଦୃଶ୍ୟ । ବାଧ୍ୟ ହୋଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଟ୍ରାଫିକ ପୋଲିସ ଓ ଉଭୟଙ୍କୁ ଥାନା ନେଇ ଚାଲି ଯାଇଥିଲେ । ଥାନାରେ ଉଭୟ ନିଜ ଭୁଲ ବୁଝି ପାରିଥିଲେ ହେଲେ ସେତେବେଳେ ଘଟଣା ଆଗକୁ ବଢି ଯାଇଥିଲା ।
ଘଟଣାଟି ରାଜଧାନୀ ଭୁବନେଶ୍ବରର । ଆଜି ଦିନ ପ୍ରାୟ ୧୧ଟା ସମୟରେ ମାଷ୍ଟର କ୍ୟାଣ୍ଟିନ ନିକଟରେ ଜଣେ ଯୁବତୀ ଅଟୋ ଡ୍ରାଇଭରକୁ ମା-ଡ ମା-ରୁ-ଥିଲେ ଯାହାର ଭିଡିଓ କ୍ୟାମେରାରେ ରେକର୍ଡ ହୋଇଥିଲା । ଯୁବତୀଙ୍କ କହିବା ଅନୁଯାଇ ଅଟୋ ଡ୍ରାଇଭର ତାଙ୍କୁ ଅ-ଶି-ଳୀ-ନ ବ୍ୟବହାର କରିବା ସହ ଗା-ଳି ଗୁ-ଳ-ଜ କରିଛନ୍ତି ଆଉ ତାଙ୍କୁ ରେ-ପ କରିଦେବେ ବୋଲି ଧ-ମ-କ ବି ଦେଇଛନ୍ତି ।
ଏହି କଥାକୁ ଅଟୋ ଡ୍ରାଇଭର ନିଜେ ମଧ୍ୟ ମାନି ଛନ୍ତି । ତେବେ ଅଟୋ ଡ୍ରାଇଭରଙ୍କ ମତରେ, ଯୁବତୀ ଜଣକ ତାଙ୍କ ଅଟୋରେ ବସି ତାଙ୍କୁ ଖରାପ ବ୍ୟବହାର କରିବା ଆରମ୍ଭ କରିଥିଲେ ।ଏହା ସହିତ ୧୦୦ ଟଙ୍କା ଦେଇ ମିଛ କହିଥିଲେ ଯେ ୨୦୦ ଟଙ୍କା ଦେଇଛି । ଏହା ସହ ଦୁର୍ବ୍ୟବହାର ମଧ୍ୟ କରିଥିଲେ । ତେବେ ଥାନାରେ ପୋଲିସ ଏମାନଙ୍କ ସହ ପଚରା ଉଚରା କରିଛି ଓ ଉଭୟ ପରସ୍ପରର ଭୁଲ ମଧ୍ୟ ସ୍ଵୀକାର କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।