Hardik Pandya ଙ୍କ ନାମରେ ଆସିଲା ଦୁଷ୍କର୍ମ ଅଭିଯୋଗ, ଯୁବତୀ ଜଣକ କହିଲେ କିଛି ଏମିତି ଶୁଣିଲେ ଆପଣଙ୍କ ହୋସ ଉଡିଯିବ 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତୀୟ କ୍ରିକେଟ ଟିମରେ ଖେଳୁଥିବା ସମସ୍ତ ଖେଳାଳି ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଖେଳାଳି ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଖେଳ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଭାରତୀୟ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ସେ ଭାରତୀୟ କ୍ରିକେଟ ଟିମରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏହି କ୍ରିକେଟର ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ହାର୍ଦ୍ଧିକ ପାଣ୍ଡ୍ୟା । ବନ୍ଧୁଗଣ ଆପଣ ମାନେ ସମସ୍ତେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଦମଦାର ଖେଳ ନିଶ୍ଚୟ ଦେଖିଥିବେ । ହାର୍ଦ୍ଧିକ ଜଣେ ଅଲ ରାଉଣ୍ଡର ପ୍ଲେୟାର ଅଟନ୍ତି ସେ ଅନେକ ଥର ଭାରତକୁ ଜିତାଇବାରେ ବିଶେଷ ଭୂମିକା ରଖିଛନ୍ତି । ତେବେ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସୁଛି ତାହା ହେଉଛି ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ବିରୋଧରେ ଦୁ-ଷ୍କ-ର୍ମ ଅଭିଯୋଗ ।

ବନ୍ଧୁଗଣ ଏହି ଖବର ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ବଡ ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ବଡ ଖବର ବିଷୟରେ । ତେବେ ମିଡିଆ ରିପୋର୍ଟ ଅନୁସାରେ ହାର୍ଦ୍ଧିକ ପାଣ୍ଡ୍ୟା, ମୋନା ପଟେଲ ଓ ପୂର୍ବତ୍ତମ ଆଇପିଏଲ ଅଦକ୍ଷ ରାଜୀବ ଶୁକ୍ଲାଙ୍କ ନାମରେ ଆସିଛି ସ-ଙ୍ଗି-ନ ଅ-ଭି-ଯୋ-ଗ ।

ଅଣ୍ଡର ୱା-ଲ୍ଡ ଡ-ନ୍ ଦାଉତ ଇବ୍ରାହିମଙ୍କ ସହଯୋଗୀ ରିଆଜ ଭଟ୍ଟିଙ୍କ ପତ୍ନୀ ରେନମା ଭଟ୍ଟି କ୍ରିକେଟର ହାର୍ଦ୍ଧିକ ପାଣ୍ଡ୍ୟା, ମୋନା ପଟେଲ ଓ ରାଜୀବ ଶୁକ୍ଲାଙ୍କ ବି-ରୋ-ଧ-ରେ ଦୁ-ଷ୍କ-ର୍ମ ଅ-ଭି-ଯୋ-ଗ ଆଣି ଛନ୍ତି । ରିଆଜ ଭଟ୍ଟିଙ୍କ ନାମରେ ଯୌ-ନ ନି-ର୍ଯା-ତ-ନା ଓ ସେ-କ୍ସ ରା-କେ-ଟ ଚଲାଉ ଥିବାର ଅ-ଭି-ଯୋ-ଗ ଆଣିଛନ୍ତି ରେନମା ଭଟ୍ଟି । ରେନମାଙ୍କୁ ବିଭିନ୍ନ ସମୟରେ ୧୫ ରୁ ୨୦ ଜଣଙ୍କ ସହ ରାତି ବିତାଇବା ବାଧ୍ୟ କରିଥିଲେ ରିଆଜ ।

ଏମିତି କରି ରିଆଜ ନିଜ ବ୍ଯବସାୟିକ ସାମ୍ରାଜ୍ୟ ବିସ୍ତାର କରୁଥିଲେ ବୋଲି ରେନମା ଅ-ଭି-ଯୋ-ଗ କରିଛନ୍ତି । ନିଜ ଏଫଆଇଆର ରେ ସେ ସ୍ଥାନ ଏବଂ ତାରିଖ ଉଲ୍ଲେଖ କରି ନଥିଲେ ମଧ୍ୟ ଏକ ହୋଟେଲରେ ତାଙ୍କୁ ହାରଧିକ ପାଣ୍ଡ୍ୟା, ମୋନା ପଟେଲ ଓ ରାଜୀବ ଶୁକ୍ଲା ଯୌ-ନ ଦୁ-ଷ୍କ-ର୍ମ କରିଥିବାର ଅ-ଭି-ଯୋ-ଗ ଆଣିଛନ୍ତି ।

ରିଆଜ ଭଟ୍ଟି ତାଙ୍କ ସହଯୋଗୀଙ୍କ ସହ ରାତି ବିତାଇବା ପାଇଁ ବାଧ୍ୟ କରିବା ସହିତ ଦୁଇ ପୁଅଙ୍କୁ ହ-ତ୍ୟା ଧ-ମ-କ ଦେଇ ସବୁ କାମ କରାଉ ଥିବାର ପତ୍ନୀ ରେନମା ଅ-ଭି-ଯୋ-ଗ କରିଛନ୍ତି । ଅ-ଭି-ଯୋ-ଗ କରିବା ପରେ ଏହି ମା-ମ-ଲା-କୁ ଚା-ପି ଦିଆଯାଉଥିବାର ଚେଷ୍ଟା କରାଯାଉଛି ବୋଲି ଖବର ମିଳିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *