ନିର୍ବନ୍ଧ ହେବା ପରେ ଦେଖନ୍ତୁ କେମିତି ନିଆରା ଢଙ୍ଗରେ Somalin ଙ୍କ ଜନ୍ମଦିନ ପାଳନ କଲେ ବୟଫ୍ରେଣ୍ଡ Nishith, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଓଡ଼ିଆ ଫିଲ୍ମ ଓ ଧାରାବାହିକ ନିଶ୍ଚୟ ଭାବରେ ଦେଖୁଥିବେ । ଆପଣ ମାନଙ୍କୁ ତାହା ନିଶ୍ଚିତ ଭାବରେ ପସନ୍ଦ ଆସୁଥିବ । ଯଦି ଆପଣ ଧାରାବାହିକ ଦେଖୁଥିବେ ତ ନିଶ୍ଚୟ ସୋମାଲିନଙ୍କୁ ଜାଣିଥିବେ । ସେ ଓଡ଼ିଆ ଧାରାବାହିକ ଓ ଫିଲ୍ମ ଜଗତରେ ଏକ ସୁପ୍ରସିଦ୍ଧ କଳାକାର । ତାଙ୍କ ଅଭିନୀତ ସିରିଏଲ ଓ ଫିଲ୍ମ ମାନ ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥାଏ ।


ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ସାରା ସିନେମା ଓ ଧାରାବାହିକ କରି ବହୁତ ଚର୍ଚ୍ଚାରେ ଅଛନ୍ତି । ଓଡ଼ିଶାରେ ତାଙ୍କର ଫ୍ୟାନ ବେସ ବହୁତ ବଡ଼ । ଯାହା ଆପଣ ଭାବି ନଥିବେ । ତାଙ୍କୁ ଆପଣ ବହୁତ ଚଳଚିତ୍ରରେ ଅଭିନୟ କରୁଥିବାର ଦେଖିଥିବେ । ତେବେ ସୋମାଲିନଙ୍କୁ ତ ଆପଣ ମାନେ ଭଲ ଭାବରେ ଚିହ୍ନିଥିବେ । ତେବେ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରୀ ର ଟୁଇନ୍ସ ଭଉଣୀ ଯୋଡି ଭାବରେ ପରିଚିତ ହେଉଛନ୍ତି ଜ୍ୟାକଲିନ ଏବଂ ସୋମାଲିନ ।

ତେବେ ଏହି ଦୁଇ ଜଣ ଭଉଣୀ ଓଡ଼ିଆ ସାର୍ଥକ ଚ୍ୟାନେଲ ରେ ପ୍ରସାରିତ ରିୟାଲିଟି ସୋ ରଜ କୁଇନ ରେ ଦୁହେଁ ଭାଗ ନେଇଥିଲେ ଏବଂ ଏଥିରେ ଜ୍ୟାକଲିନ ବିଜୟ ହୋଇଥିଲେ ତେବେ ଏହି ସୋ ପର ଠାରୁ ଦୁଇ ଜଣଙ୍କୁ ବହୁତ ପ୍ରସିଦ୍ଧି ଏବଂ ବହୁତ ଲୋକପ୍ରିୟତା ପାଇଥିଲେ । ତେବେ ଏହି ଦୁଇ ଜଣ ନିଜ ନିଜ ଅଭିନୟ ରେ ସମସ୍ତ ଙ୍କ ପ୍ରିୟ ମଧ୍ୟ ହୋଇ ପାରିଥିଲେ ଅନେକ ମ୍ୟୁଜିକ ଭିଡିଓ ଏବଂ ଅନେକ ଧାରାବାହିକ ରେ ମଧ୍ୟ ନଜର ।

ତେବେ ଏହି କିଛି ଦିନ ଆଗରୁ ସୋମାଲିନ ଙ୍କ ନିର୍ବନ୍ଧ ସରିଛି ତେବେ ସେ ନିର୍ବନ୍ଧ କରିଛନ୍ତି ନିଶିନ୍ତ ନାୟକ ଙ୍କୁ । ତେବେ ଦୁହିଁଙ୍କ ଯୋଡି କୁ ଦର୍ଶକ ମାନେ ମଧ୍ୟ ଖୁବ ଭଲ ପାଇବା ପ୍ରଦାନ କରୁଛନ୍ତି । ତେବେ ନିର୍ବନ୍ଧ ପରେ ପ୍ରଥମ ଥର ପାଇଁ ନିଜ ର ସାଥୀ ଏବଂ ପରିବାର ସହିତ ମିଶି ଜନ୍ମଦିନ ପାଳନ କରିଛନ୍ତି । ତେବେ ତାର ଏକ ଛୋଟ ଭିଡିଓ ଟି ସୋ-ସି-ଆ-ଲ ମି-ଡ଼ି-ଆ ରେ ଭା-ଇ-ରା-ଲ ମଧ୍ୟ ହେଉଛି ।


ତେବେ ସେ ଏହି ଭିଡିଓ ରେ ନିଜ ପରିବାର ଙ୍କ ସହ ଜନ୍ମଦିନ ପାଳନ କରିଥିଲେ କେକ୍ କା-ଟି-ଥି-ଲେ ଏବଂ ସମସ୍ତ ଙ୍କୁ ଖୁଆଇ ଥିଲେ ତାହା ସହ ସମସ୍ତ ଙ୍କ ଠାରୁ ବହୁତ ଅଧିକ ଭଲ ପାଇବା ଏବଂ ଆଶୀର୍ବାଦ ମଧ୍ୟ ଗ୍ରହଣ କରିଥିଲେ । ତେବେ ଶେଷ ରେ ନିଶିନ୍ତ ତାଙ୍କୁ ବହୁତ ସୁନ୍ଦର ସରପ୍ରାଇଜ ଦେଇଥିଲେ ଯାହାକି ତାଙ୍କ ପ୍ରି ୱେଡିଙ୍ଗ ଫୋଟୋ ସୁ-ଟ । ତେବେ ଦୁହେଁ ସୁନ୍ଦର ସୁନ୍ଦର ପୋଜ ରେ ଫୋଟୋ ମଧ୍ୟ ଉଠାଇଥିଲେ ଯାହାକି ସେମାନଙ୍କ ସୋ-ସି-ଆଲ ମି-ଡ଼ି-ଆ ଆ-କା-ଉ-ଣ୍ଟ ରେ ଦେଖିବାକୁ ମିଳିବ । ତେବେ ଆପଣ ଙ୍କୁ ଏହି ଖବର ଟି କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *