ବନ୍ଧୁଗଣ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆରେ ଏକ ଅ-ଭା-ବ-ନୀୟ ଖବର ଚର୍ଚାରେ ଅଛି । ମା’ର ଶ୍ରା-ଦ୍ଧ କାର୍ଯ୍ୟ ପାଇଁ ଛୁଟି ନେଇ ନାଗାଲାଣ୍ଡରୁ ଫେରୁଥିଲେ ଘରକୁ ଯବାନ । ହେଲେ ଅଧା ବାଟରେ ଉଭାନ ହୋଇଗଲେ ଯବାନ । ବାରମ୍ବାର ଫୋନ କରିବା ପରେ ବି ଉଠାଉ ନଥିଲେ । ଶେଷରେ ଘରକୁ ଆସିଲା ଏକ ଫଟୋ ଗ୍ରାଫ ଯାହା ଥିଲା ଯବାନଙ୍କ ମୃ-ତ ଦେହର ଫଟୋ ।
ଯବାନଙ୍କ ମୃ-ତ ଦେହର ଫଟୋ ଆସିବା ପରେ ମୁଣ୍ଡ ପି-ଟି କାନ୍ଦୁଛନ୍ତି ପରିବାର ଲୋକେ, ସତେ ଯେମିତି ଆକାଶ ଟା ଛି-ଡି-ପ-ଡି-ଛି ମୁଣ୍ଡ ଉପରେ । କଣ ବା କରିବେ ମୃ-ତା-ହ କାର୍ଯ୍ୟାରେ ଯୋଗଦେବା ପାଇଁ ଘରକୁ ଫେରୁ ଫେରୁ ଯଦି ଯବାନ ପୁଅର ମୃ-ତ୍ୟୁ ହୁଏ ତାହାଲେ କାହା ଛାତି ବା ସହିବ ? ସୋନପୁର ସହର ମଝିପଡାର ପ୍ରତାପ କୁମାର ନାଏକ 78 ସିଆରପିଏଫ ବାଟାଲିଆନ ବି କମ୍ପାନୀର ମିଜୋରାମଠାରେ କାର୍ଯ୍ୟରତ ଥିଲେ ।
ଏକ ମୃ-ତା-ହ କାର୍ଯ୍ୟରେ ଯୋଗଦେବା ପାଇଁ ଗତ ୧ ତାରିଖରେ ଛୁଟିନେଇ ଘରକୁ ବାହାରିଥିଲେ । ବାହରିବା ପରେ ଫୋନରେ ନିଜ ସ୍ତ୍ରୀଙ୍କ ସହ କଥା ହୋଇଥିଲେ । କିନ୍ତୁ ତା ପରେ ସେ ଫୋନ ଉଠାଇ ନଥିଲେ ପରିବାର ଲୋକେ ଅପେକ୍ଷା କରିଥିଲେ ମଧ୍ୟ ସେ ପହଞ୍ଚି ନଥିଲେ । ପରେ ପରିବାର ଲୋକ ରେଳବାଇ ପୋଲିସ ଓ ସିଆରପିଏଫ ଅଫିସରେ ଅଭିଯୋଗ କରିଥିଲେ ।
ଯବାନ ଜଣକ କିଭଳି ଭାବେ ନି-ଖୋ-ଜ ଥିଲେ ସେନେଇ ପରିବାର ଲୋକଙ୍କ ପାଖରେ କୌଣସି ସୂଚନା ନଥିଲା । ହେଲେ ଆଜି ତାଙ୍କ ମୃ-ତ ଦେହ ନାଗାଲାଣ୍ଡରୁ ଉଧାର କରାଯାଇଛି । ସିଆରପିଏଫ ଅଫିସ ତରଫରୁ ତାଙ୍କ ପରିବାର ଲୋକକୁ ସୂଚନା ଦିଆଯାଇଛି । ତେବେ ପାରି ପାର୍ଶ୍ଵକ ପରିସ୍ଥିତିକୁ ଦେଖି ପ୍ରତାପଙ୍କୁ ହ-ତ୍ୟା କରାଯାଇଥିବାର ଅ-ଭି-ଯୋ-ଗ କରିଛନ୍ତି ପରିବାର ଲୋକେ । ପରିବାର ଲୋକଙ୍କୁ ନ୍ୟାୟ ଦେବା ପାଇଁ ସେମାନେ ଦାବି କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।