Puri ଜିଲ୍ଲା ରାସ୍ତା କଡରେ ସାପ ଓ ବିଲେଇ ମଧ୍ୟରେ ଜବରଦସ୍ତ ଫାଇଟିଙ୍ଗ, ଦେଖନ୍ତୁ ଭାଇରାଲ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ଦୁନିଆର ସମସ୍ତ ଲୋକ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ହୋଇ ରହୁଛନ୍ତି । ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ ଲୋକମାନେ ଦେଶ ବିଦେଶରେ ଘ-ଟୁ-ଥି-ବା ସମସ୍ତ ଘ-ଟ-ଣା ଓ ଖବର ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ଏହା ସହିତ ସୋ-ସି-ଆ-ଲ ମିଡିଆ ଲୋକ ମାନଙ୍କ ମନରୋଞ୍ଜନ ମଧ୍ୟ କରୁଛି । ଆପଣ ମାନେ ସମସ୍ତେ ସାପ ନେଉଳ ଲ-ଢେ-ଇ ନିଶ୍ଚୟ ଦେଖିଥିବେ ।

ଆପଣ ମାନେ ଏହି ଲ-ଢେ-ଇ ବାସ୍ତବ ଜୀବନରେ ନହଲେ କୌଣସି ଭିଡିଓରେ ନିଶ୍ଚୟ ଦେଖିଥିବେ । ହେଲେ ଆପଣ ମାନେ କଣ ସାପ ସହ ବିଲେଇର ଲ-ଢେ-ଇ କେବେ ଦେଖିଛନ୍ତି । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି । ବନ୍ଧୁଗଣ ଏହି ଭିଡିଓରେ ସାପ ବିଲେଇ ଲ-ଢି-ବା-ର ଦୃଶ୍ୟ ନଜର ଆସିଛି ଯାହାକୁ ଲୋକମାନେ ବେସ ପସନ୍ଦ କରିଛନ୍ତି ।

ସାପ ଓ ବିଲେଇ ଲ-ଢେ-ଇ ବହୁତ କମ ଦେଖିବାକୁ ମିଳିଥାଏ ତେଣୁ ଭା-ଇ-ରା-ଲ ହେଉଥିବା ଏହି ଭିଡିଓର ଖୁବ ଆନନ୍ଦ ନେଉଛନ୍ତି ଲୋକମାନେ । ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ଭା-ଇ-ରା-ଲ ହେଉଥିବା ଭିଡିଓରେ ଏକ କଳା ଧଳା ରଙ୍ଗ ବିଲେଇ ସହ ଏକ ନାଗ ସାପର ଲ-ଢେ-ଇ ଦେଖିବାକୁ ମିଳିଛି । ନାଗ ସାପ ଚୋ-ଟ ମା-ରି-ବା ସମୟରେ ବିଲେଇଟି ପଛ ଘୁଞ୍ଚା ଦେଉଛି ଓ ବିଲେଇ ନିଜ ପ-ଞ୍ଝା ମା-ରି-ବା ବେଳେ ସାପଟି ପଛକୁ ଚାଲି ଯାଉଛି । 

ଉଭୟ ପରସ୍ପରକୁ ଆ-ଘା-ତ ପ୍ରାପ୍ତ କରିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି ହେଲେ କେହି କାହାକୁ ଆ-ଘା-ତ ଦେଇ ପାରୁ ନାହାନ୍ତି । କିନ୍ତୁ ବନ୍ଧୁଗଣ ଏହି ଦୁଇଜଣଙ୍କ ଲ-ଢେ-ଇ ଭିଡିଓଟି ଦେଖିବାକୁ ଲୋକମାନେ ବେସ ପସନ୍ଦ କରିଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭା-ଇ-ରା-ଲ ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *