“ବାଇକ ଚୋରି କରୁଥିଲେ ବୋଲି କଣ ଆମେ ତାଙ୍କୁ….?” ବାଇକ ଚୋରକୁ ଧରି ରସଗୋଲା ଖୁଆଇ କିଛି ଏମିତି କହିଲେ ସ୍ଥାନୀୟ ବାସିନ୍ଦା, ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ ! ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଶୁଣିଥିବେ ଏବଂ ଜାଣିଥିବେ କି ଆଜି କାଲି ଚୋ-ରି ବହୁତ ବଢି ଗଲାଣି । ଏହା ଛଡା ଚୋ-ର ମାନେ ବର୍ତ୍ତମାନ ନୂଆ ନୂଆ ଉପାୟ ରେ ଚୋ-ରି କାର୍ୟ୍ଯ ହେଉଛି ତେବେ ପୂର୍ବରୁ ଶୁଣି ଥିବେ କି ଡିଭାଇସ ଲଗାଇ ଏଟିଏମ ରୁ ପଇସା ଚୋ-ରି କରି ନେଇ ଯାଇଥିଲେ । ତେବେ ଚୋ-ର ମାନେ ଆଗ ଅପେକ୍ଷା ବର୍ତ୍ତମାନ ଆହୁରି ଅଧିକ ଚା-ଲା-କ ଚତୁର ହୋଇ ଗଲେଣି ଏବଂ ଚୋ-ରି ର ନୂଆ ନୂଆ ଯୋଜନା ମଧ୍ୟ ବନେଇବାରେ ଧୁରନ୍ଧର ହୋଇ ଗଲେଣି ।

ତେବେ ବର୍ତ୍ତମାନ ଫୁଣି ଥରେ ଆଉ ଏକ ଚୋ-ରି ବିଷୟ ସାମ୍ନା କୁ ଆସିଛି । ତେବେ ଭୁବନେଶ୍ୱର ରେ ଦୁଇ ଜଣ ଚୋ-ର ଗାଡି ଚୋ-ରି କରି ନେଇ ଯାଉଥିଲେ କିନ୍ତୁ ସେଠାକାର ସ୍ଥାନୀୟ ବାସିନ୍ଦା ମାନେ ଏହି ଦୁଇ ଚୋ-ର କୁ କାବୁ କରି ନେଇଥିଲେ । ତେବେ ସେହି ଦୁଇ ଜଣ ଙ୍କୁ ଗାଡି ଚୋ-ରି ର ଡିଟେଲସ ବିଷୟ ରେ ପଚରା ଉଚରା କରିଥିଲେ ।

ତେବେ ବ୍ୟାଙ୍କ ବାହାନାରେ ଆସି ନକଲି ଚାବି ଲଗେଇ ଗାଡି ଚୋ-ରି କରୁଥିଲେ ଏହି ଦୁଇ ଜଣ ଚୋ-ର ତେବେ ଏହି ଘ-ଟ-ଣା ପରେ ତାଙ୍କୁ ଲୋକମାନେ ଚୋ-ରି ର ଠିକଣା ପଚାରି ଏବଂ କେଉଁଠି ଜିନିଷ ସବୁ ରଖିଛ ପଚାରି ବୁଝି ଯାଇଥିଲେ । ଏହା ସବୁ ପରେ ଆଗକୁ ଯାହା ଘ-ଟି-ଥି-ଲା ତାହା ଜାଣିଲେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ନିଶ୍ଚିତ ରୂପରେ ଥରେ ଏହି କଥା ଭାବିବାକୁ ବାଧ୍ୟ ହେବେ ।

ତେବେ ଆଶ୍ଚର୍ଯ୍ୟ ର କଥା ହେଉଛି କି ଏହି ଦୁଇ ଜଣ ଚୋ-ର ଙ୍କୁ ସ୍ଥାନୀୟ ଲୋକମାନେ ମା-ଡ଼ ନ-ମା-ରି ଓ-ଲ-ଟା ସେମାନଙ୍କୁ ରସଗୋଲା ଖାଇବାକୁ ଦେଇଥିଲେ ତେବେ ଏହି ଘଟଣା ଟି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଦେଇଛି । ତେବେ ଏହା ଛଡା ସମ୍ମାନ ପୁର୍ବକ ତାଙ୍କୁ ପଚରା ଉଚରା କରି ତାଙ୍କୁ ପୋଲିସ ହେପଜତ କୁ ଦେଇ ଦେଇଛନ୍ତି । ପୋଲିସ ଏହି ଦୁଇ ଜଣ ଚୋ-ର କୁ ଗି-ର-ଫ କରିଦେଇଛି ଏବଂ ତ-ଦ-ନ୍ତ ମଧ୍ୟ କରୁଛି । ତେବେ ଆଶା କରୁଛି ଏହି ବିଷୟ ଟି ଆପଣ ଙ୍କୁ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *