ନମସ୍କାର ବନ୍ଧୁଗଣ ତେବେ ବଡ଼ ପରଦା ହେଉ କିମ୍ବା ଛୋଟ ପରଦା ସବୁଠି ଅଭିନେତା ଅଭିନେତ୍ରୀ ଙ୍କ ଜୀଵନ ବିଷୟ ରେ ଜାଣିବା ପାଇଁ ଲୋକମାନେ ଖୁବ ଇଚ୍ଛୁକ ରହିଥାନ୍ତି । ତେବେ ବଲିଉଡ ହେଉ କିମ୍ବା ଓଲିଉଡ କିମ୍ବା ଆଉ କୌଣସି ଇଣ୍ଡଷ୍ଟ୍ରୀ ର ସବୁଠି କେହି ନା କେହି ଏକ ଏଭଳି ଯୋଡି ରହିଥାନ୍ତି ଯାହା ଲୋକ ମାନଙ୍କ ର ଖୁବ ପ୍ରିୟ ଏବଂ ଲୋକମାନେ ସେହି ଯୋଡି କୁ ଏକାଠି ଦେଖିବା ପାଇଁ ମଧ୍ୟ ଖୁବ ଭଲ ପାଇଥାନ୍ତି ।
ତେବେ ସେହିଭଳି ଗୋଟିଏ ଯୋଡି ହେଉଛି ଓଲିଉଡ ଜଗତର ଶୁଭାଶିଷ ଏବଂ ଅନିଶା ଙ୍କର । ଏହି ଯୋଡି ଛୋଟ ପରଦା ବଡ଼ ପରଦା ସବୁଠାରେ ନିଜର ଯାଦୁ ଦେଖେଇ ସାରିଛନ୍ତି ।
ଏହି ଦୁଇ ଜଣ ସ୍ୱାଭିମାନ ଧାରାବାହିକ ରେ ପ୍ରଥମେ ଏକାଠି ନଜର ଆସିଥିଲେ ଏବଂ ସେହି ଠାରୁ ଦୁହିଁଙ୍କ ପ୍ରେମ ଆରମ୍ଭ ହୋଇ ବିବାହ ମଧ୍ୟ କରିଥିଲେ ଏବଂ ଆଜି ଏହି ଯୋଡି କୁ ଲୋକମାନେ ଖୁବ ପସନ୍ଦ କରନ୍ତି ଏବଂ ଭଲ ପାଇବା ମଧ୍ୟ ଦିଅନ୍ତି ।
ତେବେ ଶୁଭାଶିଷ ବର୍ତ୍ତମାନ ଜି ସାର୍ଥକ ର ହେ ପ୍ରଭୁ ରେ ମୁଖ୍ୟ ଅଭିନେତା ଭାବରେ କାମ କରୁଛନ୍ତି ଏବଂ ଅନିଶା କିଛି ସମୟ ହେବ ଏହି ଲାଇମ ଲାଇଟ ରୁ ଟିକେ ଦୁରେଇ ଯାଇଛନ୍ତି କିନ୍ତୁ ସମ୍ପୂର୍ଣ୍ଣ ଭାବରେ ନୁହେଁ ବାସ କିଛି ସମୟ ପାଇଁ ଏହାର କାରଣ ହେଉଛି ସେ ମାଆ ହେବାକୁ ଯାଉଥିଲେ । ତେବେ ସୂଚନା ଅନୁସାରେ ଏହି ଯୋଡ଼ି ଏକ କନ୍ୟା ସନ୍ତାନ ର ମାଆ ବାପା ହୋଇଛନ୍ତି ।
ତେବେ ଏହି ଖବର ଟି ତାଙ୍କ ଫ୍ୟାନ ମାନଙ୍କ ପାଇଁ ମଧ୍ୟ ଖୁବ ଖୁସିର କଥା । ତେବେ ସେ ତାଙ୍କର ଝିଅ ର ଫୋଟୋ କୁ ବର୍ତ୍ତମାନ ସୋ-ସି-ଆ-ଲ ମି-ଡ଼ି-ଆ ରେ ପୋ-ଷ୍ଟ କରିଥିଲେ ଏବଂ ତାଙ୍କ ଝିଅର ଫୋଟୋ ଟି ସମସ୍ତେ ଖୁବ ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି । ତେବେ ତାଙ୍କ ଝିଅ ମଧ୍ୟ ଖୁବ ସୁନ୍ଦର ଦେଖିବାକୁ ଯାହା ଆପଣ ଏହି ଫୋଟୋ ମାଧ୍ୟମରେ ଦେଖି ପାରୁଥିବେ ଏବଂ ନିଜେ ମଧ୍ୟ ଜାଣି ପାରୁଥିବେ ।