ଆକାଶରେ ଆତଙ୍କ, ବିମାନ ସାମ୍ନାରେ ହେଲା ବଜ୍ରପାତ, ଏମିତି ଭୟଙ୍କର ଦୃଶ୍ଯ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ସବୁ ସାଧାରଣ କିମ୍ବା ମଧ୍ୟବିତ୍ତ ପରିବାର ର ସ୍ୱପ୍ନ ଥାଏ ସେମାନେ ଗୋଟିଏ ଦିନ ଏରୋପ୍ଲେନ ରେ ବସିବେ । ତେବେ ଏହା ଛଡା ଏହି ଏରୋପ୍ଲେନ ରେ ଯାତ୍ରା କରିବା ଟା କିଛି ଲୋକଙ୍କ ପାଇଁ ଏକ ଆନନ୍ଦ ର ବିଷୟ ଅଟେ । ତେବେ ଏରୋପ୍ଲେନ ରେ ବସିବା ଯେତେ ଖୁସିର କଥା ଥାଏ ସେତେ ଭୟ ର ମଧ୍ୟ ବାତାବରଣ ରହିଥାଏ । ତେବେ ସେହି ଭଳି ଏକ ଭ-ୟା-ବ-ହ ର ଘ-ଟ-ଣା ଟି ବର୍ତ୍ତମାନ ଘ-ଟି ଯାଇଛି ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଜାଣିନେବା ।

ରୁଷ ର ଏକ ଯାତ୍ରୀ ବାହି ବିମାନ ୧୭୫ ଯାତ୍ରୀ ଙ୍କୁ ନେଇ ଯେତେବେଳେ ଯାତ୍ରା କରୁଥିଲା ସେତେବେଳେ ଆକାଶ ରେ ହୋଇଥିଲା ବ-ଜ୍ର-ପା-ତ । ତେବେ ସେହି ଜାହାଜ ରେ ବସିଥିବା କିମ୍ବା ପ୍ରତକ୍ଷ ଦର୍ଶୀ ଙ୍କ କହିବା କଥା ତାଙ୍କ ଏରୋପ୍ଲେନ ବାଦଲ ଭିତରେ ଯାଉଥିଲା କିନ୍ତୁ ହଠାତ ଖୁବ ଜୋରରେ ଲାଇଟ ହେବା ସହ ଏକ ଭ-ୟ-ଙ୍କ-ର ଶବ୍ଦ ମଧ୍ୟ ଶୁଣା ଯାଇଥିଲା ଏବଂ ତାଙ୍କ ଏରୋପ୍ଲେନ ଉପରକୁ ବ-ଜ୍ର-ପା-ତ ହୋଇଥିଲା ।

ତେବେ ଏହା ପରେ ଲୋକମାନେ ଖୁବ ଭ-ୟ-ବି-ତ ହୋଇ ଯାଇଥିଲେ ଏବଂ ଜିନିଷ ପତ୍ର ସବୁ ଏଠି ସେଠି ମଧ୍ୟ ପଡି ଯାଇଥିଲା । ତେବେ ସମସ୍ତେ ଭାବିଥିଲେ କି ହୁଏତ ଏହା ତାଙ୍କ ଜୀବନର ଶେଷ ଦିନ । ତେବେ ସମସ୍ତେ ଭ-ୟ-ବି-ତ ହୋଇ ଯାଇଥିଲେ ଏବଂ ଭଗବାନ ଙ୍କୁ ପାର୍ଥନା ମଧ୍ୟ କରୁଥିଲେ । ତେବେ ସେହି ସମୟରେ ପାଇଲଟ ଏରୋପ୍ଲେନ କୁ ନିଜ ନିୟନ୍ତ୍ରଣ ରେ ନେଇଥିଲା ଏବଂ ଆପତ୍ତକାଳୀନ ପରିସ୍ଥିତି ରେ ଜାହାଜ କୁ ଲ୍ୟାଣ୍ଡ କରାଇ ଥିଲେ ।

ତେବେ ଖୁସିର କଥା କି କାହାର କିଛି କ୍ଷତି ହୋଇ ନଥିଲା ଏବଂ ସମସ୍ତେ ସୁରକ୍ଷିତ ଥିଲେ ତେବେ ସେହି ଜାହାଜ ରେ ଯାତ୍ରା କରୁଥିବା ଲୋକଙ୍କ କହିବା କଥା ହେଉଛି ଏହି ଭ-ୟା-ନ-କ ଘ-ଟ-ଣା ଟି ସେମାନେ କେବେବି ନିଜ ଜୀଵନ ଥିବା ପର୍ଯ୍ୟନ୍ତ ଭୁଲି ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *