ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜଣାଇଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଏହା ସହ ଏହି ଅଭିନେତ୍ରୀ ମାନଙ୍କ ପରିବାର ଲୋକ ମଧ୍ୟ ବର୍ତ୍ତମାନ ଚର୍ଚାରେ ରହୁଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଓଡିଆ ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଜାଙ୍କଲିନ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ ।
ଆପଣ ମାନେ ସମସ୍ତେ ଜାଙ୍କଲିନଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଟିଭିରେ ଦେଖିଥିବେ । ଗତ କିଛି ମାସ ତଳେ ଜାଙ୍କଲିନ ନିଜ ପ୍ରେମିକ ଅରବିନ୍ଦଙ୍କ ସହ ବିବାହ କରିଥିଲେ । ବିବାହ ପରଠାରୁ ଜାଙ୍କଲିନ ବହୁତ ଚର୍ଚାରେ ରହୁଛନ୍ତି । ହେଲେ ବର୍ତ୍ତମାନ ତାଙ୍କ ଭଉଣୀ ସୋମାଲିନ ସୋ-ସି-ଆ-ଲ ମି-ଡି-ଆରେ ଚର୍ଚାରେ ଅଛନ୍ତି ।
ଗତ କିଛି ଦିନ ତଳେ ସୋମାଲିନ ନିର୍ବନ୍ଧ କରିଥିଲେ । ସୋମାଲିନ ମଧ୍ୟ ନିଜ ଭଉଣୀ ଜାଙ୍କଲିନଙ୍କ ପରି ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ସୋମାଲିନ ନିଜ ନିର୍ବନ୍ଧ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛନ୍ତି । ନିର୍ବନ୍ଧ ସମୟର କିଛି ଫଟୋ ଓ ଭିଡିଓ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭା-ଇ-ରା-ଲ ହେଉଛି । ଏହା ସହ ନିର୍ବନ୍ଧ ପରର ଏକ ଭିଡିଓ ମଧ୍ୟ ବହୁତ ଚର୍ଚାରେ ଅଛି ।
ଏହି ଭିଡିଓରେ ସୋମାଲିନ ନିଜ ସ୍ଵାମୀଙ୍କ ସହ ତାଙ୍କ ଶାଶୁ ଘର ଗାଁରେ ବୁଲୁ ଥିବାର ନଜର ଆସିଛନ୍ତି । ଦୁହେଁ ବହୁତ ଅଧିକ ଖୁସି ନଜର ଆସୁଛନ୍ତି । ସୋ-ସି-ଆ-ଲ ମି-ଡି-ଆରେ ଏହି ଭିଡିଓଟି ବହୁତ ଭା-ଇ-ରା-ଲ ହେଉଛି ଓ ଲୋକମାନେ ମଧ୍ୟ ଭରପୁର କମେଣ୍ଟ ଛାଡୁ ଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଜାଙ୍କଲିନଙ୍କ ଭଉଣୀ ସୋମାଲିନ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।