ଶୁଟିଙ୍ଗ ସେଟ ରୁ ପ୍ରେମ କରି ବିବାହ କରିଥିବା Odia Celebrity, ଦେଖନ୍ତୁ ଆପଣଙ୍କ ଫେବ୍ରେଟ ଯୋଡି କିଏ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଫିଲ୍ମ ଗୁଡିକ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଏହା ସହିତ ଏହି ଅଭିନେତ୍ରୀ ମାନେ ତାଙ୍କ ଲଭ ଲାଇଫ ଓ ତାଙ୍କ ବିବାହ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରିର କିଛି  ଏପରି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ପ୍ରେମ ବିବାହ କରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ବର୍ଷା ପ୍ରିୟଦର୍ଶନୀ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ । ବର୍ଷାଙ୍କୁ ଆପଣ ମାନେ ଅନେକ ଓଡିଆ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ବର୍ଷା ଓଡିଆ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି । ବର୍ଷା ଓଡିଆ ଅଭିନେତା ଅନୁଭବ ମହାନ୍ତିଙ୍କ ସହ ୨୦୧୪ ମସିହାରେ ପ୍ରେମ ବିବାହ କରିଥିଲେ । ଏହି ଦୁଇଜଣ ସୁଟିଙ୍ଗ ସେଟରେ ପରସ୍ପରକୁ ପ୍ରେମ କରି ଥିଲେ ।

କୋଏଲ ବାନାର୍ଜୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି କୋଏଲ ବାନାର୍ଜୀ । ଆପଣ ମାନେ ସମସ୍ତେ କୋଏଲଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । କୋଏଲ ଓଡିଆ ଆଲବମ ଅଭିନେତା ବବି ମିଶ୍ରଙ୍କୁ ସୁଟିଙ୍ଗ ସେଟରେ ପ୍ରେମ କରି ବସିଥିଲେ । ଏହି ଦୁଇଜଣ କିଛି ସମୟ ପର୍ଯ୍ୟନ୍ତ ରିଲେସନରେ ରହି ୨୦୧୨ ମସିହାରେ ପରସ୍ପର ସହ ପ୍ରେମ ବିବାହ କରିଥିଲେ ।

ଅର୍ଚ୍ଚିତା ସାହୁ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅର୍ଚ୍ଚିତା ସାହୁ । ଆପଣ ମାନେ ସମସ୍ତେ ଅର୍ଚ୍ଚିତାଙ୍କ ଜବରଦସ୍ତ ଅଭିନୟ ନିଶ୍ଚୟ ଦେଖିଥିବେ । ଅର୍ଚ୍ଚିତା ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଅର୍ଚ୍ଚିତା ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ପ୍ରେମ କରିଥିଲେ । ଏହି ଦୁଇଜଣ ୨୦୨୧ରେ ପରସ୍ପର ସହ ପ୍ରେମ ବିବାହ କରିଲେ ।

ପ୍ରିୟା ଚୌଧୁରୀ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ପ୍ରିୟା ଚୌଧୁରୀ । ପ୍ରିୟା ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ତେବେ ପ୍ରିୟା ରିଅଲ ଲାଇଫରେ ପ୍ରେମ ବିବାହ କରିଛନ୍ତି । ପ୍ରିୟାଙ୍କ ସ୍ଵାମୀଙ୍କ ନାମ ହେଉଛି କୁସନ କୁମାର ଓ ଏହି ଦୁଇଜଣଙ୍କର ଏକ ଛୋଟ ପୁଅ ମଧ୍ୟ ଅଛି ।

ଅନୁ ଚୌଧୁରୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଅନୁ ଚୌଧୁରୀ । ଆପଣ ମାନେ ସମସ୍ତେ ଅନେକ ସୁପର ହିଟ ଫିଲ୍ମରେ ଅନୁଙ୍କ ଅଭିନୟ ନିଶ୍ଚୟ ଦେଖିଥିବେ । ଅନୁ ୨୦୧୦ ମସିହାରେ ବିଶାଳ ବର୍ମାଙ୍କ ସହ ପ୍ରେମ ବିବାହ କରିଥିଲେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *