Ollywood ହୀରୋ Aakash ଙ୍କ ଘରକୁ ଆସିଲା ବହୁତ ବଡ ଖୁସି ଖବର, ବାପା ହେଲେ ଆକାଶ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତା ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତା ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଆକାଶ । ଆପଣ ମାନେ ସମସ୍ତେ ଆକାଶଙ୍କ ଅନେକ ସୁପର୍ଟ ହିଟ ଫିଲ୍ମ ଦେଖିଥିବେ ।

ଆକାଶ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ଆକାଶ ଏକ ଅଭିନେତା ହେବା ସହ ଜଣେ ଭଲ ମଣିଷ ଅଟନ୍ତି । ସେ ତାଙ୍କ ପର୍ଶନାଲ ଲାଇଫ ଓ ତାଙ୍କ ଅଭିନୟ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ଗତ କିଛି ସମୟ ହେବ ଆକାଶ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛନ୍ତି ।

ଓଲିଉଡ ଇଣ୍ଡଷ୍ଟ୍ରି ପାଇଁ ପୁଣି ଏକ ବଡ ଖୁସିର ଖବର ଆସିଛି । ଆକାଶ ବର୍ତ୍ତମାନ ତାଙ୍କ ଦ୍ଵିତୀୟ ସନ୍ତାନର ବାପା ହୋଇଛନ୍ତି । ଆକାଶଙ୍କ ଧର୍ମ ପତ୍ନୀ ଶୁଭ୍ରଜ୍ୟୋତି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ପୂର୍ବରୁ ମଧ୍ୟ ଆକାଶଙ୍କର ଏକ ପୁଅ ଅଛି ଏହା ହେଉଛି ଆକାଶଙ୍କ ଦ୍ଵିତୀୟ ସନ୍ତାନ । ଆକାଶ ପୁଣି ଏକ ପୁତ୍ର ସନ୍ତାନର ବାପା ହୋଇଥିବାରୁ ସେ ବହୁତ ଅଧିକ ଖୁସି ନଜର ଆସିଛନ୍ତି । ତେବେ ଏହି କଥାକୁ ଆକାଶ ନିଜ ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ।

ତାଙ୍କ ଫ୍ୟାନ୍ସ ମାନେ ମଧ୍ୟ ଏହି କଥା ବିଷୟରେ ଜାଣି ବହୁତ ଖୁସି ହୋଇଛନ୍ତି ଓ ତାଙ୍କ ସୁବେଚ୍ଚା ଜଣାଇଛନ୍ତି । ଏହା ସହ ଓଲିଉଡ କଳାକାର ମାନେ ମଧ୍ୟ ଆକାଶଙ୍କୁ ସୁବେଚ୍ଚା ଜଣାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଓଡିଆ ଅଭିନେତା ଆକାଶ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *