Tarini ଙ୍କ ଜନ୍ମଦିନ କୁ ବହୁତ ଧୁମଧାମରେ ପାଳିଲେ ତାଙ୍କ ପରିବାର, Live ଆସି Tarini କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ପ୍ରତିଦିନ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ‘ତାରିଣୀ ଆଖି ର ତାରା’ ତ ନିଶ୍ଚିତ ଭାବରେ ଦେଖୁଥିବେ । ଏହି ଧାରାବାହିକ ରେ ଥିବା ସମସ୍ତ କଳାକାର ନିଜର ଅଭିନୟ ପ୍ରଦର୍ଶନ ମାଧ୍ୟମରେ ବିଶେଷ ଲୋକପ୍ରିୟତା ହାସଲ କରିଛନ୍ତି ଏବଂ ଦର୍ଶକ ମାନଙ୍କୁ ନିଜର ଅଭିନୟ ରେ ପ୍ରଭାବିତ କରିଛନ୍ତି । କିନ୍ତୁ ଏହି ଧାରାବାହିକ ରେ ମୁଖ୍ୟ ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ନିଜ ଅଭିନୟ ର ଯାଦୁ ରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଛନ୍ତି ।

ତାଙ୍କ ଅଭିନୟ ପାଇଁ ସେ ଦର୍ଶକ ମାନଙ୍କ ପ୍ରିୟ ପାତ୍ର ସାଜିଛନ୍ତି । ଏହି ଅଭିନେତ୍ରୀ ସେହି ଧାରାବାହିକ ରେ ତାରିଣୀ ନାମକ ଚରିତ୍ର ରେ ମୁଖ୍ୟ ଭୂମିକା ରେ ନଜର ଆସୁଛନ୍ତି । ଆପଣ ମାନଙ୍କୁ କହିବାକୁ ଚାହିଁବୁ ଆଜି ଥିଲା ତାରିଣୀ ଙ୍କ ଜନ୍ମଦିନ । ତେବେ ସେ ନିଜ ଜନ୍ମଦିନ କୁ କିପରି ଭାବରେ ପାଳନ କରିଛନ୍ତି ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ତାରିଣୀ ଆଖିରେ ତାରା ଧାରାବାହିକ ର ତାରିଣୀ ଙ୍କ ପ୍ରକୃତ ନାମ ହେଉଛି ସୁମନ ।

ଆଜି ଏହି ଅଭିନେତ୍ରୀ ଙ୍କ ଜନ୍ମଦିନ ଥିଲା । ସେ ନିଜର ଏହି ଖାସ ଦିନ ଟି କୁ ନିଜ ପରିବାର ସହିତ ସେଲିବ୍ରେଟ କରିଛନ୍ତି । ସେ ନିଜ ଇଂ-ଷ୍ଟା-ଗ୍ରା-ମ ଆ-କା-ଉ-ଣ୍ଟ ରେ ଲାଇଭ ଆସିଥିଲେ । ତାଙ୍କର ଫାନ୍ସ ମାନେ ମଧ୍ୟ ତାଙ୍କୁ ଜନ୍ମଦିନ ର ଶୁଭେଚ୍ଛା ଜଣାଇଥିଲେ । ସୁମନ ଲାଇଭ ଆସି ଜନ୍ମଦିନ ରେ ତାଙ୍କ ପରିବାର ଦ୍ଵାରା କରାଯାଇଥିବା ଡେକୋରେସନ୍ ମଧ୍ୟ ଦେଖାଇଥିଲେ । ଯାହା ବହୁତ ସୁନ୍ଦର ଦେଖା ଯାଉଥିଲା ।

ତାଙ୍କୁ ମିଳିଥିବା ଗିଫ୍ଟସ୍ ମଧ୍ୟ ସେ ନିଜ ଫାନ୍ସ ମାନଙ୍କୁ ଦେଖାଇଥିଲେ । ନିଜ ଜନ୍ମଦିନ କୁ ଏହି ଅଭିନେତ୍ରୀ ନିଜର ପରିବାର ସହିତ ଖୁବ ଧୁମଧାମରେ ପାଳନ କରିଛନ୍ତି ବୋଲି ମଧ୍ୟ କହିଥିଲେ । ସେ ବହୁତ ଖୁସି ଥିବାର ମଧ୍ୟ ନଜର ରେ ଆସିଥିଲେ । ଏହି ଅଭିନେତ୍ରୀ ଙ୍କ ଫାନ୍ସ ମାନେ ଜନ୍ମଦିନ ରେ ତାଙ୍କୁ ଲାଇଭ ରେ ଶୁଭକାମନା ମଧ୍ୟ ଦେଇଥିଲେ । ଅନେକ ଫାନ୍ସ କମେଣ୍ଟ ଜରିଆରେ ମଧ୍ୟ ନିଜର ଭଲ ପାଇବା ତାଙ୍କୁ ଜଣାଇଥିଲେ ।

ତେବେ ଏହିପରି ଭାବରେ ଅଭିନେତ୍ରୀ ସୁମନ ତଥା ତାରିଣୀ ନିଜ ପରିବାର ସହିତ ଜନ୍ମଦିନ କୁ ପାଳନ କରିଥିଲେ । ତାଙ୍କର ଲାଇଭ ଭିଡିଓ ମଧ୍ୟ ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ । ତେବେ ଆପଣ ମାନଙ୍କୁ ତାହା କିପରି ଲାଗିଲା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *