ପତି, ପତ୍ନୀ ଔର ୱୋ ! ଚାଲିଲା ରାସ୍ତା ମଝିରେ ହାଇ ଭୋଲଟେଜ ଡ୍ରାମା, ଦେଖନ୍ତୁ Viral Video

ନମସ୍କାର ବନ୍ଧୁଗଣ ଆପଣ ମାନେ ନିହାତି ଖବର ଶୁଣୁଥିବେ କିମ୍ବା ଦେଖୁଥିବେ କି ଅନେକ ଦୁଃଖଦ ଖବର ସାମ୍ନା କୁ ଆସିଛି ତେବେ ପ୍ରାୟତଃ ଖବର ସ୍ୱାମୀ ସ୍ତ୍ରୀ ଙ୍କ ଉପରେ ଆସୁଛି । ତେବେ ଏହି ପବିତ୍ର ସମ୍ପର୍କ ରେ ଆଜିକାଲି କ-ଳ-ଙ୍କ ଲଗେଇ ସାରିଛନ୍ତି । କେତେବେଳେ ସ୍ୱାମୀ ର ଅ-ତ-ୟା-ଚା-ର ତ କେତେବେଳେ ସ୍ତ୍ରୀ ର ଧ-ମ-କ ଆଦି । ତେବେ ବର୍ତ୍ତମାନ ମଧ୍ୟ ଜଣେ ମହିଳା ନିଜ ସ୍ୱାମୀ ଙ୍କ ନାମ ରେ ଏକ ଗ-ମ୍ଭୀ-ର ଅ-ଭି-ଯୋ-ଗ ଆଣିଛନ୍ତି ।

ତାଙ୍କ ଅନୁସାରେ ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଆଉ ଜଣେ ଝିଅ କୁ ରଖିଛନ୍ତି ଏବଂ ତାଙ୍କୁ ଧ-ମ-କ ମଧ୍ୟ ଦେଉଛନ୍ତି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଜାଣିନେବା । ତେବେ ବର୍ତ୍ତମାନ ବ୍ରହ୍ମପୁର ରେ ଜଣେ ମହିଳା ନିଜ ସ୍ୱାମୀ ଙ୍କ ନାମ ରେ ଏକ ସଂ-ଘୀ-ନ ଅ-ଭି-ଯୋ-ଗ ଆଣିଛନ୍ତି । ତେବେ ସେ ମି-ଡ଼ି-ଆ ଆଗରେ ନିଜ ସ୍ୱାମୀ ଙ୍କ ନାମ ରେ କହିଛନ୍ତି କି ତାଙ୍କ ସ୍ୱାମୀ ତାଙ୍କୁ ଛାଡି ବର୍ତ୍ତମାନ ଆଉ ଜଣଙ୍କ ସହିତ ରହୁଛନ୍ତି ଏବଂ ତାଙ୍କୁ ଜୀଵନ ରୁ ମା-ରି-ବା-କୁ ଧ-ମ-କ ମଧ୍ୟ ଦେଉଛନ୍ତି ।

ତେବେ ତାଙ୍କ କହିବା ଅନୁସାରେ ତାଙ୍କ ବିବାହ କୁ ପାଞ୍ଚ ବର୍ଷ ହୋଇ ଗଲାଣି ତେବେ ତାଙ୍କ ସ୍ୱାମୀ ୨୦୧୮ ରେ ଛତିଆ କୁ କାମ ପାଇଁ ଆସି ଯାଇଥିଲେ ଏବଂ ମାସକୁ ମାସ ଟଙ୍କା ଦେବେ ବୋଲି କହି ପଳେଇ ଆସିଲେ ଏବଂ କିଛି ଦିନ ପରେ ସେ ସେଠାରୁ ପଳେଇ ଆସି ଗୋଟିଏ ଝିଅ ପାଖରେ ରହିବାକୁ ଲାଗିଲେ । ତେବେ ସେ ଯେତେବେଳେ ଏହି କଥା ବିଷୟ ରେ ଜାଣି ପାରିଲେ,

ସେତେବେଳେ ସେ ତାଙ୍କ ସ୍ୱାମୀ ଙ୍କ ପାଖକୁ ଆସି ପ୍ରଶ୍ନ କରିବାରୁ ତାଙ୍କ ସ୍ୱାମୀ ଓଲଟା ତାଙ୍କୁ ଅ-ଭ-ଦ୍ର ଭା-ଷା -ରେ ଗା-ଳି ଗୁ-ଲ-ଜ କରିବା ସହ ତାଙ୍କ ଜାତି ଗୋତ୍ର କଥା ଉଠାଇ ଛନ୍ତି ଏହା ସହ ଧ-ମ-କ ମଧ୍ୟ ଦେଇଛନ୍ତି କି ଏମିତି କିଛି କରିବି ଯେମିତି ବଂଚି ପାରିବନି କି କାହାକୁ କିଛି କହି ବି ପାରିବନି ବୋଲି । ତେବେ ସ୍ତ୍ରୀ ଜଣଙ୍କ ନ୍ୟାୟ ର ଦାବି କରିଛନ୍ତି ଏବଂ ମି-ଡ଼ି-ଆ ଆଗରେ ମଧ୍ୟ ନିବେଦନ କରିଛନ୍ତି । ତେବେ ଦେଖିବା ଏହି ମହିଳା ଜଣଙ୍କୁ ନ୍ୟାୟ ମିଳୁଛି ନା ନାହିଁ ।

Leave a Reply

Your email address will not be published. Required fields are marked *