ଚାହୁଁ ଚାହୁଁ ଡ୍ରେନରେ ଭାସିଗଲେ ଦଶମ ଶ୍ରେଣୀ ଛାତ୍ର, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଏହି କିଛି ଦିନ ହେବ ଲଘୁଚାପ ଯୋଗୁଁ କିମ୍ବା ଘୁର୍ଣ୍ଣି ବଳୟ ଯୋଗୁଁ ଜିଲ୍ଲା ଗୁଡିକରେ ମଧ୍ୟ ପ୍ରବଳ ବର୍ଷା ହେଉଛି । ଏହାଯୋଗୁଁ ରାସ୍ତାଘାଟ ରେ ପ୍ରବଳ ପାଣି ହୋଇଯାଇଛି । ଏହା ସହ ନଇ ବଢି ମଧ୍ୟ ହେବାରେ ଲାଗିଛି ଏହାଛଡା ଏହି ଭଳି ବର୍ଷା ଯୋଗୁଁ ଅନେକଙ୍କ ଧନ ସମ୍ପତ୍ତି ଖାଦ୍ୟ ପଦାର୍ଥ ସବୁ ନଷ୍ଟ ହୋଇଯାଉଛି । ତେବେ ବର୍ତ୍ତମାନ ଏକ ଖବର ଶୁଣିବାକୁ । ଯେ ଜଣେ ଛୋଟ ପିଲାଟି ଏହି ବର୍ଷା ପାଣିରେ ଏକ ଡ୍ରେନ ରେ ପଡିକୁଆଡେ ଭାସି ଯାଇଛି ।

ତେବେ ଆସନ୍ତୁ ସେହି ଖବର ବିଷୟ ରେ ଆଲୋଚନା କରି ନେବା । ତେବେ ଘଟଣା ଟି ହେଉଛି ଭୁବନେଶ୍ୱର ଶତାବ୍ଦୀ ନଗର ର । ତେବେ ଜ୍ୟୋତି ପ୍ରକାଶ ନାମକ ଜଣେ ଦଶମ ଛାତ୍ର । ସେ ନିଜର ସଂସ୍କୃତ ସାର ଙ୍କ ପାଖକୁ କିଛି ପ୍ରୋଜେକ୍ଟ ନେବା ପାଇଁ ଆସୁଥିଲେ । ତେବେ ସାର ଙ୍କ ଘର ହେଉଛି ଲେନ ୭ ରେ ତେବେ ୨:୩୦ ରେ ପାଖା ପାଖି ସେ ନିଜ ଘରୁ ବାହାରି ଥିଲେ କିନ୍ତୁ ତାଙ୍କ ବାପା ମାଆ ମନା କରିଥିଲେ ଏବଂ ବର୍ଷା କମିଲେ ଏବଂ ପାଣି କମିଳେ ଯିବା ପାଇଁ କହିଥିଲେ ।

ତେବେ ସେ ନ ମାନି ଘରୁ ପଳାଇ ଥିଲେ । ତେବେ ରାସ୍ତା ରେ ପ୍ରବଳ ବର୍ଷା ଯୋଗୁଁ ରାସ୍ତା ରେ ପାଣି ଭର୍ତ୍ତି ହୋଇ ରହିଥିଲା ଏବଂ ରାସ୍ତାକିଛି ଦେଖାଯାଉ ନଥିଲାଏବଂ ସେହି ରାସ୍ତା ରେ ଏକ ଡ୍ରେନ ଥିଲା ।  ତେବେ ସେ ଭାରସାମ୍ୟ ହରାଇ ବସି ଥିଲେ ଏବଂ ସାଇକେଲ ସହ ଏହି ଡ୍ରେନ ଭିତରେ ପ-ଡି ଯାଇଥିଲେ ତେବେ ଉଦ୍ଧାର ପାଇଁ ଯେତେ ଚି-ତ୍କା-ର କଲେ ବି କେହି ଜାଣି ପାରି ନଥିଲେ ।

ତେବେ ଏତେ ଘଣ୍ଟା ବିତି ଗଲାଣି କିନ୍ତୁ ଜ୍ୟୋତି ପ୍ରକାଶ ଙ୍କ କୌଣସି ଖବର ମିଳି ପାରୁ ନାହଁ ଏବଂ ଏକ ଦମକଳ ବାହିନୀ ର ଟିମ ଖୋଜା ଖୋଜି ରେ ବ୍ୟସ୍ତ ମଧ୍ୟ ଅଛି ଏହା ସହ ପୋଲିସ ମଧ୍ୟ ନିଜ କାର୍ଯ୍ୟ କରୁଛି । ତେବେ ସାଢେ ତିନି ଘଣ୍ଟା ରୁ ଅଧିକ ହୋଇ ଗଲାଣି କିନ୍ତୁ ଏପର୍ଯ୍ୟନ୍ତ ବି ଜ୍ୟୋତି ଙ୍କ କୌଣସି ଖୋଜ ଖବର ମିଳୁ ନାହିଁ ତେବେ ଆଶା କରାଯାଉଛି କି ସେ ବହୁତ ଶୀଘ୍ର ମିଲିଯିବେ ବୋଲି ।

Leave a Reply

Your email address will not be published. Required fields are marked *