କୁଆଁରୀ ବୋହୁର ବର୍ଷା ହେଲେ ନିଖୋଜ, ଭୁବନେଶ୍ବରରେ ସାରା ଲାଗିଲା ପୋଷ୍ଟର, ପଢନ୍ତୁ ପୁରା ଖବର  

ବନ୍ଧୁଗଣ ଆପଣ ମାନେ ସମସ୍ତେ ‘କୁଆଁରୀ ବୋହୁ’ ସିରିଏଲଟିକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟି ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛି ଓ ବହୁତ କମ ସମୟ ମଧ୍ୟରେ ଏହି ସିରିଏଲଟି ଅଧିକ ଲୋକପ୍ରିୟତା ହାସଲ କରିଛି । ଏହି ସିରିଏଲର କାହାଣୀ ବହୁତ ଭଲ ହେବା ସହ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଅଭିନୟ ପଦର୍ଶନ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ସିରିଏଲରେ ବର୍ଷାର ଭୂମିକା କରୁଥିବା ଅଭିନେତ୍ରୀ ଲୁମରାନିଆଙ୍କୁ ନିଶ୍ଚୟ ଦେଖିଥିବେ ।

ବର୍ଷା ଏହି ସିରିଏଲରେ ନେଗେଟିଭ ଚରିତ୍ରରେ ନଜର ଆସୁଛନ୍ତି ହେଲେ ତାଙ୍କ ଅଭିନୟକୁ ଲୋକମାନେ ବେସ ଅଧିକ ପସନ୍ଦ କରୁଛନ୍ତି । ବର୍ଷା ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋ-ସି-ଆ-ଲ ମି-ଡି-ଆରେ ସବୁବେଳେ ଚର୍ଚାରେ ରୁହନ୍ତି । ଗତ କିଛି ସମୟ ହେବ ବର୍ଷାଙ୍କ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । କୁଆଁରୀ ବୋହୁ ସିରିଏଲରେ ଅଭିନୟ କରୁଥିବା ବର୍ଷା ଏବେ ନିଖୋଜ ଥିବାର ନଜର ଆସିଛନ୍ତି ।

 

ତାଙ୍କ ଫଟୋ ତଳେ ୱାନ୍ଟେଡ ମଧ୍ୟ ଲେଖା ହୋଇଛି । ଏହି ପୋଷ୍ଟର ଭୁବନେଶ୍ବରର କେତେକ ସ୍ଥାନରେ ଲାଗିଥିବାର ଦେଖିବାକୁ ମିଳିଛି । ଏହି ଫଟୋ ଗୁଡିକ ନିଶ୍ଚିନ୍ତ ରୂପେ ସମସ୍ତଙ୍କୁ ଚମକାଇ ଦେଇଥିଲା ଏବଂ ସମସ୍ତେ ଭାବିଥିଲେ ସତରେ କଣ ବର୍ଷା ନି-ଖୋ-ଜ ହେଇଗଲେ । ଏହି ଫଟୋ ଗୁଡିକୁ ବର୍ଷା ନିଜ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ଅପଲୋଡ କରିଥିଲେ । ତେବେ ସୂଚନା ମିଳିଛି ଯେ, କୁଆଁରୀ ବୋହୁ ସିରିଏଲରେ ଆଗାମୀ ଧାରାବାହିକରେ ବର୍ଷାଙ୍କ ସହ ଏପରି କିଛି ଘ-ଟି-ବା-କୁ ଯାଉଛି ।

ସେ ଧାରାବାହିକରେ ନି-ଖୋ-ଜ ହେଇ ଯାଇଥିବାର ନଜର ଆସିବେ । ଏହି ଧାରାବାହିକରେ ଏପରି କିଛି ଏପିସୋଡ ଅଛି ଯେଉଁଥିରେ ବର୍ଷାଙ୍କ ଫଟୋ ତଳେ ୱାନ୍ଟେଡ ଲେଖା ହୋଇଛି । ଆଗାମୀ ଏପିସୋଡରେ ଆପଣ ମାନେ ବର୍ଷାଙ୍କ ସହ ଜଡିତ ଏହି ସବୁ ଦୃଶ୍ୟ ଟିଭିରେ ଦେଖିବାକୁ ପାଇବେ । ତା ହେଲେ ବନ୍ଧୁଗଣ କୁଆଁରୀ ବୋହୁ ସିରିଏଲରେ ଆପଣ ମାନଙ୍କୁ ବର୍ଷାଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *