ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କଣ୍ଠଶିଳ୍ପୀ ନମୀତା ଅଗ୍ରୱାଲଙ୍କୁ ବେସ ଭଲ ଭାବରେ ଜାଣିଥିବେ । ନମୀତା ନିଜ କଣ୍ଠ ଦ୍ଵାରା ଓଡିଆ ଇଣ୍ଡଷ୍ଟ୍ରିରେ ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ସେ ଅନେକ ଭଜନ ଓ ଆଲବମ ଗାଇ ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ନମୀତା ୧୯୯୨ ମସିହାରେ ଓଡିଆ ଲୋକପ୍ରିୟ ଭଜନ ‘ଅଝଟିଆ କାଳିଆ’ରୁ ତାଙ୍କର କାରିୟର ଆରମ୍ଭ କରିଥିଲେ ।

ଏହି ଗୀତରେ ପରେ ସେ ଅନେକ ଲୋକପ୍ରିୟ ଗୀତ ଗାଇ ଥିଲେ । ଆଜି ଆମେ ଆପଣ ମାନଙ୍କୁ ନମୀତା ଅଗ୍ରୱାଲଙ୍କ ଦୁଇ ପୁଅଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ନମୀତା ଅଗ୍ରୱାଲ ୧୯୯୨ ମସିହାରେ ମ୍ୟୁଜିକ କମ୍ପାନୀର ଫାଉଣ୍ଡର ସୀତା ରାମ ଅଗ୍ରୱାଲଙ୍କୁ ବିବାହ କରିଥିଲେ ।

ବିବାହ ପରେ ହିଁ ନମୀତା ତାଙ୍କର ସିଙ୍ଗିଙ୍ଗ କାରିୟରକୁ ଆରମ୍ଭ କରିଥିଲେ । ୧୯୯୩ ମସିହାରେ ନମୀତା ଓ ସୀତା ରାମଙ୍କର ଦୁଇଟି ଯାଁଳା ଛୁଆ ଜନ୍ମ ନେଇଥିଲେ । ତାଙ୍କ ଦୁଇ ପୁଅଙ୍କ ନାମ ହେଉଛି ସିଦ୍ଧାର୍ଥ ଅଗ୍ରୱାଲ ଓ ସାର୍ଥକ ଅଗ୍ରୱାଲ । ବର୍ତ୍ତମାନ ସିଦ୍ଧାର୍ଥ ଓ ସାର୍ଥକଙ୍କୁ ୨୭ ବର୍ଷ ବୟସ ହୋଇଛି । ଏବେ ସିଦ୍ଧାର୍ଥ ଓ ସାର୍ଥକଙ୍କ ପାଠ ପଢା ସରିଯାଇଛି ଏବଂ ସେ ତାଙ୍କ କମ୍ପାନୀରେ ମାଲିକ ଭାବରେ କାମ କରୁଛନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ ସିଦ୍ଧାର୍ଥ ଓ ସାର୍ଥକଙ୍କ ବିବାହ ହୋଇନାହିଁ । ଏହି ଦୁଇଜଣ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରୁହନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ନମୀତାଙ୍କ ଦୁଇ ପୁଅ ସିଦ୍ଧାର୍ଥ ଓ ସାର୍ଥକ କିପରି ଲାଗିଲେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

