ଘରେ ପଶିଥିବା ଭୟଙ୍କର ବିଷଧର ଓ ରାଗୀ Cobra କୁ କିପରି ସାମ୍ନା କଲା ଏହି କୁକୁର, ଦେଖନ୍ତୁ ଏହି Video, ହସି ହସି ଗଡିଯିବେ

ବନ୍ଧୁଗଣ ଗତ କିଛି ସମୟ ହେବ ମିର୍ଜା ଆରିଫଙ୍କର ଏକ ନୂଆ ଭିଡିଓ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ମିର୍ଜା ଆରିଫଙ୍କ ଏହି ଭିଡିଓରେ ସାପ ସହ କୁକୁରର ସାମ୍ନା ହେଉଛି । ଏହି ପରିକା ଦୃଶ୍ୟ ବହୁତ କମ ଦେଖିବାକୁ ମିଳିଥାଏ । ବନ୍ଧୁଗଣ ମିର୍ଜା ଆରିଫଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ସେ ହେଉଛନ୍ତି ଏକ ସାପ ଧରାଳି ସେ ସମସ୍ତ ପ୍ରକାର ବି-ଷ-ଧ-ର ସାପକୁ ଉଧାର କରି ଜଙ୍ଗଲରେ ଛାଡନ୍ତି ।

ଗତ କିଛି ସମୟ ତଳେ ମିର୍ଜା ଆରିଫ ତାଙ୍କ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ଏକ ନୂଆ ଭିଡିଓ ସେ-ୟା-ର କରିଛନ୍ତି । ଏହି ଭି-ଡି-ଓ-ରେ ଏକ ଚନ୍ଦ୍ର ନାଗ ସାପ ସହ କୁକୁରର ସାମ୍ନା ହେଉଛି । ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ମୁହଁରୁ ବି ହସ ବାହାରିଯିବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ମିର୍ଜାଙ୍କର ଏହି ଭିଡିଓରେ ସେ ଏକ ଚନ୍ଦ୍ର ନାଗକୁ ଉଧାର କରିବା ପାଇଁ ଏକ ଘରକୁ ଯାଇଛନ୍ତି । ଚନ୍ଦ୍ର ନାଗଟି ଗୋଟେ ଲୋକର ଘର ଭିତରେ ପଶି ଲୁଚି ରହିଥିଲା ଯେତେବେଳେ ଏହା ବିଷୟରେ ସେହି ଲୋକ ଜାଣିଲା ସେତେବେଳେ ସେ ମିର୍ଜା ଆରିଫଙ୍କୁ ଏହାର ସୂଚନା ଦେଇଥିଲା । ସୂଚନା ପାଇବା ପରେ ମିର୍ଜା ଆରିଫ ସେହି ସ୍ଥାନରେ ପହଞ୍ଚି ଥିଲେ ।

ବନ୍ଧୁଗଣ ଚନ୍ଦ୍ର ନାଗଟି ଫ୍ରିଜ ତଳେ ଲୁଚି ରହିଥିବା ବେଳେ ମିର୍ଜା ତାକୁ ବାହାରକୁ ଆଣିଥିଲେ । ସେହି ସମୟରେ ଏକ କୁକୁର ଘର ଭିତରେ ପଶି ନାଗ ଆଡକୁ ମା-ଡି ଆସୁଥିଲା । ହେଲେ ସେହି ସ୍ଥାନରେ ଥିବା ଲୋକମାନେ କୁକୁର ପଛକୁ ଦୁଇ ପାହାର ଦେଇ ତାକୁ ବିଦା କରିଥିଲେ ।

ଚନ୍ଦ୍ର ନାଗ ସାପଟି ଛୋଟ ଥିଲେ ମଧ୍ୟ ଅଧିକ ବିଷଧର ହୋଇଥାଏ ଏହା ଯଦି କୌଣସି ମଣିଷକୁ ଚୋଟ ମାରେ ତା ହେଲେ ବହୁତ କମ ସମୟ ମଧ୍ୟରେ ସେହି ମଣିଷ ମୃ-ତ୍ୟୁ ବରଣ କରିଥାଏ । କିନ୍ତୁ ମିର୍ଜା ଆରିଫ ସେହି ଘରେ ଥିବା ଚନ୍ଦ୍ର ନାଗକୁ ସଫଳତା ପୂର୍ବକୁ ଉଧାର କରିଥିଲେ ଓ ଜଙ୍ଗଲରେ ଛାଡି ଥିଲେ ।

Leave a Reply

Your email address will not be published. Required fields are marked *