ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ପୁଣିଥରେ ଏକ ଜ-ଘ-ନ୍ୟ ଘଟଣା ସାମ୍ନା କୁ ଆସିଛି । ଯାହା ଶୁଣିଲେ ଆପଣଙ୍କ ନିଜ ସମ୍ପର୍କୀୟ ଙ୍କ ଉପରୁ ସମ୍ପୂର୍ଣ୍ଣ ରୂପରେ ଭରସା ଉଠିଯିବ । ତେବେ ସୂଚନାନୁସାରେ ଦୀର୍ଘ ଦିନ ଧରି ଜମିବାଡ଼ି କୁ ନେଇ ଦୁଇ ସମ୍ପର୍କୀୟ ପରିବାର ଭିତରେ ଲାଗି ରହିଥିବା ବି-ବା-ଦ ଶେଷରେ ର-କ୍ତା-କ୍ତ ସଂ-ଘ-ର୍ଷ- ର ରୂପ ନେଇଛି । କଟକ ଜିଲ୍ଲା ର ସିଦ୍ଧେଶ୍ଵର ସାହି ରେ ଘଟିଛି ଏଭଳି ଅ-ଘ-ଟ-ଣ ।
ଏହି ଘ-ଟ-ଣା ରେ ଗୋଟିଏ ପରିବାର ର ସଦସ୍ୟ ଦୀପକ ସାମଲ ଙ୍କ ମୃ-ତ୍ୟୁ ହୋଇଥିବା ବେଳେ ପରିବାର ର ଅନ୍ୟ ୬ଜଣ ସଦସ୍ୟ ଗୁରୁତର ଅଛନ୍ତି ଏବଂ ଏସସିବି ମେଡ଼ିକାଲ ରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣା ସ-ମ୍ବ-ନ୍ଧ-ରେ ଯେତେବେଳେ ମି-ଡି-ଆ ଖବର ପାଇଥିଲା ସେତେବେଳେ ମିଡିଆ ଯାଇ ପହଞ୍ଚିଥିଲା ମୃ-ତ ଦୀପକ ସାମଲ ଙ୍କ ଘରେ । ସେଠାରେ ଯେତେବେଳେ ତାଙ୍କ ମାଆ ଙ୍କୁ ଏହି ସ-ମ୍ବ-ନ୍ଧ-ରେ ପଚରା ଯାଇଥିଲା ସେ ସମ୍ପୂର୍ଣ୍ଣ ଘଟଣା ସ-ମ୍ବ-ନ୍ଧ-ରେ କହିଥିଲେ ।
ତାଙ୍କ କହିବାନୁସାରେ ତାଙ୍କ ପୁଅ ରାତିରେ ଖାଇବା ବାଢ଼ିବା କୁ କହିଥିଲେ ଏବଂ ବହାରକୁ ହାତ ଧୋଇବା ନିମନ୍ତେ ଯାଇଥିଲେ । ସେ ବାହାରକୁ ଯାଇଥିବା ସମୟରେ ତାଙ୍କ ସମ୍ପର୍କୀୟ ଦୀପକ ଙ୍କୁ ମା-ରି-ବା ନିମନ୍ତେ ଛକି ରହିଥିଲେ ଏବଂ ସେହି ସମୟରେ ହିଁ ସେ ତାଙ୍କୁ ଲୁହା ପାଇପ ରେ ଆ-କ୍ର-ମ-ଣ କରିଥିଲେ ଓ ଆ-ଘା-ତ କରିଥିଲେ । ଲୁହା ପାଇପ ର ପ୍ର-ହା-ର- ରେ ଦୀପକ ନିଜର ପ୍ରାଣ ହରାଇଥିଲେ ।
ତାଙ୍କୁ ବଞ୍ଚାଇବା ନିମନ୍ତେ ଯେତେବେଳେ ତାଙ୍କ ଭଉଣୀ ଓ ଭିଣେଇ ପ୍ରୟାସ କରିଥିଲେ ସେତେବେଳେ ସେମାନେ ଉଭୟ ଙ୍କୁ ମଧ୍ୟ ଆ-ଘା-ତ କରିଥିଲେ । ସେମାନେ ବର୍ତ୍ତମାନ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଅଛନ୍ତି । ମୃ-ତ ଦୀପକ ଙ୍କ ମାଆ ଙ୍କ ବୟାନ ରୁ ଏହା ସ୍ପଷ୍ଟ ରୂପରେ ଜଣା ପଡ଼ିଛି ଯେ ଏହି ଘ-ଟ-ଣା ଜମି-ବାଡ଼ି ଯୋଗୁଁ ହୋଇଛି । ଜମି-ବାଡ଼ି ପାଇବା ନିମନ୍ତେ ନିଜ ପରିବାର ହିଁ ପରିବାର ର ଶ-ତ୍ରୁ ପାଲଟି ଯାଇ ଏଭଳି ଜ-ଘ-ନ୍ୟ କା-ଣ୍ଡ କରିଛନ୍ତି ।
ମିଡିଆ ଦୀପକ ଙ୍କ ଘରକୁ ଯାଇ ଏହି ଘ-ଟ-ଣା ସ-ମ୍ବ-ନ୍ଧ-ରେ ପରିବାର ବର୍ଗ ଙ୍କ ଠାରୁ ବୟାନ ଆଣିଛି । ବର୍ତ୍ତମାନ ମୃ-ତ ଦୀପକ ଙ୍କ ମାଆ ମି-ଡି-ଆ ସାମ୍ନା ରେ କହିଛନ୍ତି ଯେ, ତାଙ୍କୁ ଯେ କୌଣସି ଉପାୟ ରେ ନିଜ ପୁଅ ପାଇଁ ନ୍ୟାୟ ଦରକାର । ତାଙ୍କ ପୁଅ ଙ୍କ ଦୋ-ଷୀ- ଙ୍କୁ ନିଶ୍ଚିତ ଭାବରେ ଆଇନଗତ ଦ-ଣ୍ଡ ପ୍ରଦାନ କରାଯାଉ । ଦୋ-ଷୀ ଙ୍କୁ ଦ-ଣ୍ଡ ମିଳିଲେ ହିଁ ଦୀପକ ଙ୍କୁ ଉଚିତ ନ୍ୟାୟ ପ୍ରାପ୍ତ ହେବ ।