ଭାଇରାଲ ହେଲା Sahadev ଙ୍କ “ବଚପନ କା ପ୍ୟାର” ସୁଟିଙ୍ଗ ସେଟ ର Video, ଦେଖନ୍ତୁ କିପରି ହୋଇଥିଲା “ବଚପନ କା ପ୍ୟାର” ଗୀତ ର ସୁଟିଙ୍ଗ

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ କ୍ଷଣକ ଭିତରେ ଭା-ଇ-ରା-ଲ ହେଉଛନ୍ତି ଫୁଣି ସେହି କ୍ଷଣକ ଭିତରେ ଗାୟବ ମଧ୍ୟ ହେଉଛନ୍ତି । ତେବେ ଭା-ଇ-ରା-ଲ ଏବଂ ପ୍ରସିଦ୍ଧି ପ୍ରାପ୍ତ କରେଇବାରେ ସୋ-ସି-ଆ-ଲ ମି-ଡ଼ି-ଆ ଖୁବ ସାହାଯ୍ୟ ମଧ୍ୟ କରୁଛି । ଯାହାକୁ ସୋ-ସି-ଆ-ଲ ମି-ଡ଼ି-ଆ ର ପାୱାର ବୋଲି କୁଯାଯାଉଛି । ତେବେ ଏହି କିଛି ଦିନ ହେବ ଏକ ଗୀତ ଖୁବ ଭା-ଇ-ରା-ଲ ହେଉଛି ଗୀତ ହେଉଛି ବଚପନ କା ପ୍ୟାର । ତେବେ ଏହି ଗୀତ କୁ ଗାଇଛନ୍ତି ସହଦେଵ ଦିଦ୍ରୋ ନାମକ ଏକ ବାଳକ ।

ସେ ଏହି ଗୀତ ଟି ଗାଇ ରାତାରାତି ଷ୍ଟାର ଏବଂ ଭା-ଇ-ରା-ଲ ହୋଇଗଲେ । ଆଜି ସହଦେଵ ଙ୍କୁ ପୁରା ଦେଶ ଜାଣିଛି ତାଙ୍କର ସେହି ଗୀତରେ ଅନେକ ଲୋକମାନେ ନିଜର ରିଲସ ଭି-ଡି-ଓ ବନାଉଛନ୍ତି ଏମିତି କି ଅନେକ ସେଲିବ୍ରେଟି ମାନେ ମଧ୍ୟ ଏହି ଗୀତରେ ଭି-ଡି-ଓ ବନେଇ ନିଜ ସୋ-ସି-ଆ-ଲ ମି-ଡ଼ି-ଆ ଆ-କା-ଉ-ଣ୍ଟ ରେ ପୋ-ଷ୍ଟ କରୁଛନ୍ତି ।

ତେବେ ଏହି ଗୀତ ଏବଂ ପିଲାର ଅଧିକ ଦିୱାନା ହୋଇଗଲେ ଗାୟକ ବାଦଶାହା ସେ ନିଷ୍ପତ୍ତି ନେଲେ କି ଏହି ପିଲା କୁ ସେ ଆଗକୁ ନେବେ ଏବଂ ସହଦେଵ ଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ କି ସେ ତାଙ୍କ ସହ ଏକ ଆଲବମ ମଧ୍ୟ ସୁ-ଟ କରିବେ । ତେବେ ବାଦଶାହା ନିଜର ପ୍ରତିଶ୍ରୁତି କୁ ରଖି ସହଦେବଙ୍କ ସହ ଆଲବମ କରିଲେ ଏବଂ ତାହାକୁ ନିଜ ଅଧିକାରୀକ ୟୁ-ଟି-ୟୁ-ବ ଚ୍ୟାନେଲ ରେ ରିଲିଜ କରିଥିଲେ ।

ତେବେ ଆଶ୍ଚର୍ଯ୍ୟ ର କଥା ଏହା କି ମାତ୍ର ସାତ ଘଂଟା ଭିତରେ ୭୦ ଲକ୍ଷ ଲୋକ ଏହାକୁ ଦେଖିଛନ୍ତି ଏବଂ ଗୋଟିଏ ଦିନରେ ଏକ କୋଟି ଷାଠିଏ ଲକ୍ଷ ଲୋକ ୟୁ-ଟି-ୟୁ-ବ ରେ ଦେଖି ସାରିଛନ୍ତି । ତେବେ ଏହି ଆଲବମ କୁ ଫେ-ସ-ବୁ-କ ଏବଂ ଇଂ-ଷ୍ଟା-ଗ୍ରା-ମ ରେ ଖୁବ ଭଲ ପାଇବା ମିଳୁଛି ଏବଂ ଭା-ଇ-ରା-ଲ ମଧ୍ୟ ହେଉଛି ଏବଂ ବର୍ତ୍ତମାନ ଟ୍ରେଣ୍ଡ ମଧ୍ୟ କରୁଛି । ଏହି ଗୀତ କୁ ବାଦାଶାହା ନିଜ ପ୍ରଦକ୍ସନ ହାଉସ ରେ ହିଁ ପ୍ରଡ୍ୟୁସ୍ କରିଛନ୍ତି ।

ତେବେ ଏହି ଆଲବମ କୁ ସୁ-ଟିଂ କରିବା ସମୟରେ ବହୁତ କଷ୍ଟ ମଧ୍ୟ ହୋଇଥିଲା କାରଣ ଯେଉଁ ପିଲା ନିଜ ଜୀଵନ ରେ କେବେବି ଅଭିନୟ କିମ୍ବା କ୍ୟାମେରା ସାମ୍ନା କୁ ଆସି ନାହିଁ ତେବେ ପ୍ରଥମ ଥର ଏହି ସାମ୍ନା କୁ ଆସିବା ଯୋଗୁଁ ଟିକେ ଭୟ କିମ୍ବା ଟିକେ ଲାଜ ମଧ୍ୟ ଲାଗୁଛି ତେଣୁ ସେ ଭଲ ଭାବରେ ଅଭିନୟ କିମ୍ବା ନୃତ୍ୟ କରି ପାରୁ ନଥିଲା । ସେଥିପାଇଁ କ୍ୟାମେରା ପଛରେ ରହି ସହଦେଵ କୁ ନାଚ ଏବଂ ଅଭିନୟ ଶିଖାଉଛନ୍ତି କି କେଉଁ ଭଳି ଏବଂ କେମିତି କରିବା କଥା । ତେବେ ଏହି ଗୀତ କୁ ସମ୍ପୂର୍ଣ୍ଣ କରିବା ପାଇଁ ବହୁତ କଷ୍ଟ ଏବଂ ବହୁତ ପରିଶ୍ରମ ମଧ୍ୟ ଲାଗିଥିଲା ।

Leave a Reply

Your email address will not be published. Required fields are marked *