ଅଧ୍ୟାପକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ 2 ଜଣ ଛାତ୍ର, ସମଲିଙ୍ଗି ସମ୍ପର୍କ ଲାଗି ଛାତ୍ରଙ୍କୁ କରୁଥିଲେ ବାଧ୍ୟ, ଥରେ ଶୁଣନ୍ତୁ କଣ କହୁଛନ୍ତି ଛାତ୍ର ଜଣକ, ଶୁଣି ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ Video

ବନ୍ଧୁଗଣ ଆଜି କାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ରହୁଛି । ବନ୍ଧୁଗଣ ଗତ କିଛି ସମୟ ହେବ ଏକ ଘଟଣା ସୋ-ସି-ଆ-ଲ ମି-ଡି-ଆରେ ବହୁତ ଭାଇରାଲ ହେଉଛି । ଆପଣ ମାନେ ଏହି ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । କାରଣ ଏପରି ଘଟଣା ବିଷୟରେ କୌଣସି ଲୋକ କଲ୍ପନା ମଧ୍ୟ କରିପାରି ନଥିବେ ହେଲେ ଏହା ସତ ଅଟେ ।

ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମିଡିଆ ରିପୋର୍ଟ ଅନୁସାରେ ଏହି ଘଟଣାଟି ହେଉଛି ଯାଜପୁର ଜିଲ୍ଲାର । ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭି-ଡି-ଓ ବହୁତ ଭା-ଇ-ରା-ଲ ହେଉଛି । ସେହି ଭି-ଡି-ଓ-ରେ ଏକ ଛାତ୍ର ତାଙ୍କ ଶିକ୍ଷକଙ୍କ ବି-ରୋ-ଧରେ ଏକ ସ-ଙ୍ଘି-ନ ଅ-ଭି-ଯୋ-ଗ କରିଛନ୍ତି ।

ଛାତ୍ର ଜଣକ +୩ରେ ରାଜନୀତି ବିଜ୍ଞାନ ଅନର୍ସରେ ପାଠ ପଢନ୍ତି । ଭି-ଡି-ଓ-ରେ ଛାତ୍ର ଜଣକ କହୁଛନ୍ତି-‘ମୋର ହେଉଛି ରାଜନୀତି ବିଜ୍ଞାନ ଅନର୍ସ । ଆମ ଅନର୍ସର ଏଚଓଡି ନିରଞ୍ଜନ ପଣ୍ଡାଙ୍କ ନାମରେ ମୁ ଅଭିଯୋଗ ଦେଇଛି । ସେ ମୋତେ ଖରାପ ମେସେଜ କରନ୍ତି, ଫୋନରେ ଖରାପ କଥା କୁହନ୍ତି, ରୁମକୁ ଡାକନ୍ତି, ଲଜ୍ଜକୁ ଡାକନ୍ତି ଓ ମୋତେ କୁହନ୍ତି ଆସିବୁ ମୋ ସହ ରହିବୁ ମୋତେ ଗେଲ କରିବୁ’ ।

ଏହା ପରେ ଆଗକୁ ଛାତ୍ର ଜଣକ କହିଛନ୍ତି-‘ମୋତେ ସେ ଫୋନ କରି ଏକୁଟିଆରେ ତାଙ୍କ ରୁମକୁ ଡାକନ୍ତି ଓ କାହାକୁ ଏ ସବୁ କଥା ବିଷୟରେ ନକହିବା ପାଇଁ କୁହନ୍ତି । ଡାକିକି ଗେଲ କରିବା ପାଇଁ ଓ ଶାନ୍ତି କରିବା ପାଇଁ କୁହନ୍ତି । ଫୋନରେ ଲୁଚି ଲୁଚି ପ୍ରେମ କରିବା ପାଇଁ ମଧ୍ୟ ସେ ମୋତେ କୁହନ୍ତି । ଆଗରୁ ମଧ୍ୟ ତାଙ୍କର ଏକ ଅଡିଓ କଲ୍ ଭା-ଇ-ରା-ଲ ହୋଇଥିଲା’ । ଆଗକୁ ଛାତ୍ର ଜଣକ କହିଲେ-‘ ଏହା ପରେ ମୁ ଆମ ପ୍ରଧାନ ଶିକ୍ଷକଙ୍କୁ ଏହାର ସୂଚନା ଦେଇଥିଲି । ତା ପରେ ମୁ ଏକ ଦରଖାସ୍ତ ଦେଲି ଓ ସେହି ଦରଖାସ୍ତକୁ ଯାଜପୁର ଥାନା ପଠା ଯାଇଥିଲା ।

ସେଥିପାଇଁ ଆମେ ଅଭିଯୋଗ କରିବା ଲାଗି ଆସିଛୁ । ସାରଙ୍କ ବିରୋଧରେ ମୋ ପାଖରେ ସବୁ ପ୍ରମାଣ ପତ୍ର ଅଛି । ଆମେ ଚାହୁଁଛୁ ଏହିପରିକା ସାର ନିଲମ୍ବିତ ହେବା ଉଚିତ । ସାର ଯଦି ଏମିତି ହେବେ ତା ହେଲେ ଆମେ ଶିଖିବୁ କଣ ଆମ ଭବିଷ୍ୟତ ଅନ୍ଧାର’ । ସୋ-ସି-ଆ-ଲ ମି-ଡି-ଆରେ ଏହି ଘଟଣାର ଚର୍ଚା ବହୁତ ହେଉଛି ଓ ଲୋକମାନେ ଏହି ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *