ନଡିଆ ତେଲରେ ଏହି ଗୋଟିଏ ଜିନିଷ ମିଶେଇ ଲଗାନ୍ତୁ, ମୋଟା ପେଟରୁ ମିଳିବ ମୁକ୍ତି !

ବନ୍ଧୁଗଣ ବର୍ତ୍ତମାନର ସମୟରେ ମୋଟାପଣ ଏକ ସାଧାରଣ ସମସ୍ୟା ହୋଇଯାଇଛି । ଅଧିକାଂଶ ଲୋକ ମୋଟାପଣର ଶିକାର ହେଉଛନ୍ତି । ମୋଟାପଣ ହେଉଛି ଏକ ଏପରି ସମସ୍ୟା ଯାହା ଦ୍ଵାରା ଲୋକ ମାନଙ୍କୁ ବହୁତ ଖରାପ ଦେଖାଯାନ୍ତି ଓ ସେମାନଙ୍କ ଶରୀରରେ ଅନେକ ପ୍ରକାରର ରୋଗ ଘର କରିଥାଏ । ସମସ୍ତେ ନିଜ ମୋଟା ପେଟକୁ କମ କରିବା ପାଇଁ ବାୟାମ, ଯୋଗ ଓ ଡାଏଟ ଆଦି କରିଥାନ୍ତି ହେଲେ ଏମିତି ବହୁତ କମ ଲୋକ ଅଛନ୍ତି ଯେଉଁ ମାନେ ଏକ ପରଫେକ୍ଟ ବଡି ପାଇଥାନ୍ତି ।

ଯଦି ଆପଣ ମାନେ ମୋଟାପଣର ଶିକାର ହେଉଛନ୍ତି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ ଆଜି ଆମେ ଆପଣ ମାନଙ୍କୁ ଏକ ଏପାରଇ ଉପଚାର ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ନିଜର ଏହି ସମସ୍ୟାକୁ ସଂପୂର୍ଣ୍ଣ ଭାବରେ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଉପଚାର ବିଷୟରେ ।

ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପଚାର ତେଣୁ ଆପଣ ମାନେ ଅତି ସହଜରେ ନିଜ ଘର ମଧ୍ୟରେ ଏହି ଉପଚାର କରିପାରିବେ । ବନ୍ଧୁଗଣ ଏହି ଉପଚାର ପାଇଁ ଆମକୁ ପ୍ରଥମ ଜିନିଷ ଦରକାର ଭେସ୍ଲିନ ଓ ଦ୍ଵିତୀୟ ଜିନିଷ ହେଉଛି ଭିକ୍ସ ବେପୋରବ । ଏହି ଦୁଇଟି ଜିନିଷ ଆପଣ ମାନଙ୍କୁ ନିଜ ଘର ମଧ୍ୟରେ ଅତି ସହଜରେ ମିଳିଯିବ । ଆପଣ ଏକ ପାତ୍ରରେ ଅଧା ଚାମଚ ଭେସ୍ଲିନ ନିଅନ୍ତୁ । ଏହାପରେ ସେଥିରେ ନିଅନ୍ତୁ ଅଧା ଚାମଚ ଭିକ୍ସ ବେପୋରବ । ଏହାପରେ ଆପଣ ଏଥିରେ ଏକ ଚାମଚ ସୋରିଷ ତେଲ ନିଅନ୍ତୁ ।

ଏହାପରେ ଆପଣ ଏହି ତିନୋଟି ଜିନିଷକୁ ଭଲ ଭାବରେ ମିକ୍ସ କରିଦିଅନ୍ତୁ । ଆପଣଙ୍କ ଶରୀରରେ ଯେଉଁ ସ୍ଥାନରେ ଅଧିକ ଚର୍ବି ଅଛି ଆପଣ ସେହି ସ୍ଥାନରେ ଏହି ମିଶ୍ରଣକୁ ଲଗାଇ ଭଲ ଭାବରେ ମସାଜ କରନ୍ତୁ । ଏହାକୁ ଚର୍ବି ଥିବା ସ୍ଥାନରଏ ଲଗାଇଲେ ସେହି ସ୍ଥାନରୁ ଅଧିକ ଝାଳ ବାହାରିବ ଯାହାଦ୍ୱାରା ଆପଣଙ୍କ ଚର୍ବି କମିଯିବ । ବନ୍ଧୁଗଣ ଏହି ଉପଚାରକୁ ପ୍ରୟୋଗ କରିବା ସହ ଆପଣ ପ୍ରତିଦିନ ବାୟମ ଓ ଡାଏଟ କରନ୍ତୁ ।

ଦେଖିବେ ବହୁତ କମ ଦିନ ମଧ୍ୟରେ ଆପଣ ନିଜର ମୋଟାପଣ ସମସ୍ୟାକୁ ସଂପୂର୍ଣ୍ଣ ଭାବରେ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଏହି ଉପଚାରକୁ ଶୀଘ୍ର ପ୍ରୟୋଗ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *