ବିନା ମେକପରେ କିପରି ଦେଖାଯାନ୍ତି ଓଡ଼ିଆ ସିରିଏଲର ଏହି ହିରୋଇନ ମାନେ, କଣ ଆପଣ ଦେଖିଛନ୍ତି ? ଏବେ ଦେଖନ୍ତୁ !

ବନ୍ଧୁଗଣ ସୁନ୍ଦର ଦେଖାଯିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାରର ସର୍ଜରୀ କରିଥାନ୍ତି । ଖାସ କରିକି ଏହି ଗ୍ଲାମର ଇଣ୍ଡଷ୍ଟ୍ରୀ ରେ ଅଭିନେତ୍ରୀ ମାନେ ନିଜର ସୌନ୍ଦର୍ଯ୍ୟ କୁ ଅଧିକ ବଢ଼ାଇବା ପାଇଁ ନିଜର ଅନେକ ସର୍ଜରୀ କରି ଥାଆନ୍ତି ଅନେକ ଅଭିନେତ୍ରୀ ନିଜର କିଛି ନା କିଛି ସର୍ଜରୀ କରିଛନ୍ତି । କିଏ ସୁନ୍ଦର ଦେଖାଯିବା ପାଇଁ ନିଜ ଓଠ ର ନିଜ ନାକର ସର୍ଜରୀ କରିଥାନ୍ତି ଏବଂ ଆଉ କିଛି ନିଜକୁ ପତଳା ଦେଖେଇବା ପାଇଁ ମଧ୍ୟ ନିଜର ସର୍ଜରୀ କରିଥାନ୍ତି ।

ଆଜିର ଯୁଗ ରେ ସବୁ ସମ୍ଭବ ଏବଂ ଏବେ ନୂତନ ପ୍ରକାରର ଟେକ୍ନୋଲୋଜି ଦ୍ୱାରା ଏହା କରିବା ସମ୍ଭବ ଏବଂ ସହଜ ହୋଇଥାଏ । ଏବଂ ଏହା ଦ୍ୱାରା ତାଙ୍କ ଭିତରେ ଥିବା ସମସ୍ତ ଦୁର୍ବଳତା ସମସ୍ତ ଅସୁନ୍ଦରତା କୁ ଠିକ କରି ଦେଇ ଥାଏ ଏବଂ ଅଧିକ ସୁନ୍ଦର ମଧ୍ୟ କରି ଦେଇଥାଏ । କିନ୍ତୁ କିଛି ବ୍ୟକ୍ତି ଙ୍କ ପାଖରେ ସବୁକିଛି ଥାଏ କିନ୍ତୁ ସେ ସେଥିରେ ଖୁସି କିମ୍ବା ସନ୍ତୁଷ୍ଟ ହୋଇ ନ ଥାନ୍ତି । ତାଙ୍କୁ ନିଜ ଭିତରେ କିଛି ନା କିଛି ଖରାପ ଦେଖା ହିଁ ଯାଉଥାଏ ।

କିନ୍ତୁ ସେ ଦୁନିଆଙ୍କ ନଜରରେ ଏକଦମ ପରଫେକ୍ଟ ହୋଇ ଥାଆନ୍ତି । ତେବେ ଏହି ସୁନ୍ଦରୀ ଅଭିନେତ୍ରୀ ମାନେ ବିନା ମେକଅପ ରେ କିପରି ଦେଖା ଯାଆନ୍ତି ତାହା କଣ ଆପଣ ମାନେ ଜାଣିଛନ୍ତି । ତେବେ ଆସନ୍ତୁ ସେହି ବିଷୟ ରେ ଆଲୋଚନା କରିନେବା । ୧- ପ୍ରଥମ ଅଭିନେତ୍ରୀ ହେଉଛନ୍ତି ଦୁର୍ଗା କିମ୍ବା ଅର୍ପିତା । ତେବେ ଆପଣ ଏହି ଅଭିନେତ୍ରୀ ଙ୍କୁ ଦୁର୍ଗା ଏବଂ ମହାଦେବୀ ଧାରାବାହିକ ରେ ଦେଖିଥିବେ ଏବଂ ସେ ଦେଖିବାକୁ ଖୁବ ସୁନ୍ଦର ତେବେ ସେ ବିନା ମେକଆପ ରେ ମଧ୍ୟ କିଛି ଖରାପ ଦେଖା ଯାଉ ନାହାଁନ୍ତି ଯାହାକି ଏହି ଫୋଟୋ ଜରିଆରେ ଦେଖି ପାରୁଥିବେ ।

୨- ଦ୍ଵିତୀୟ ଅଭିନେତ୍ରୀ ହେଉଛନ୍ତି ଶ୍ରଦ୍ଧା । ଶ୍ରଦ୍ଧା ଅନେକ ଧାରାବାହିକ ସହ ଅନେକ ସିନେମା ରେ ମଧ୍ୟ ନଜର ଆସିଛନ୍ତି । ତେବେ ସେ ମେକଅପ ଏବଂ ବିନା ମେକଆପ ରେ ଉଭୟ ସମୟରେ ବହୁତ ସୁନ୍ଦର ଦେଖାଯାଆନ୍ତି ।

୩- ତୃତୀୟ ରେ ହେଉଛନ୍ତି ଲିପି । ତେବେ ଆଲବମ କୁଇନ ରୁ ବର୍ତ୍ତମାନ ଧାରାବାହିକ ରେ ମଧ୍ୟ ଧମାଲ କରୁଛନ୍ତି ଲିପି ତେବେ ସେ ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ଏବଂ ବିନା ମେକଆପ ରେ ମଧ୍ୟ ବହୁତ ଭଲ ଦେଖାଯାଆନ୍ତି ।

୪- ଚତୁର୍ଥ ରେ ହେଉଛନ୍ତି ଲିପ୍ସା । ତେବେ ଲିପ୍ସା ଅନେକ ଧାରାବାହିକ ଏବଂ ସିନେମା ଆଦି ରେ ନଜର ଆସିଛନ୍ତି ତେବେ ସେ ମଧ୍ୟ ବିନା ମେକଆପ ରେ କିଛି ଖରାପ ଦେଖା ଯାଆନ୍ତି ନାହିଁ ଯାହା ଫୋଟୋ ରେ ଦେଖି ପାରୁଥିବେ ।

୫- ପଞ୍ଚମ ରେ ହେଉଛନ୍ତି ସୁମନ । ସୁମନ ବର୍ତ୍ତମାନ ତାରିଣୀ ଆଖିର ତାରା ଧାରାବାହିକ ରେ ଅଭିନୟ କରୁଛନ୍ତି ତେବେ ସେ ରଜ କୁଇନ ରେ ମଧ୍ୟ ନଜର ଆସିଛନ୍ତି । ତେବେ ସୁମମ ମଧ୍ୟ ବିନା ମେକଆପ ରେ ବହୁତ ଭଲ ଦେଖାଯାଆନ୍ତି ।

Leave a Reply

Your email address will not be published. Required fields are marked *