ଦେଖନ୍ତୁ Live Video: ଟ୍ୟୁସନ ଛାତ୍ରୀଙ୍କୁ ରାସ୍ତା ମଝିରୁ ଉଠେଇନେଲେ ଯୁବକ, ସିସିଟିଭି ରେ କଏଦ ହେଲା ଭିଡିଓ

ନମସ୍କାର ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ ଅନେକ ଖବର ଶୁଣିବାକୁ ପାଉଥିବେ କି ଆଜି କାଲି ସବୁଆଡେ ପ୍ରେମ ପାଇଁ ଅନେକ ଅ-ଘ-ଟ-ଣ ଘ-ଟି ଯାଉଛି କେତେବେଳେ କିଏ କାହାର ମ-ର୍ଡ-ର କରି ଯାଉଛି କିମ୍ବା କେହି କାହାକୁ ଏ-ସି-ଡ ପକାଉଛି କିମ୍ବା ରାଗରେ କି-ଡ-ନା-ପ ମଧ୍ୟ କରିଦେଉଛନ୍ତି । ତେବେ ବର୍ତ୍ତମାନ ସେହି ଭଳି ଏକ ଘ-ଟ-ଣା ଦେଖିବାକୁ ମିଳୁଛି । ତେବେ ସେହି ଘ-ଟ-ଣା କିମ୍ବା ସେ ଭି-ଡି-ଓ ରୁ ଜଣାପଡିଛି କି ଏହା ଏକ ପାର୍ଶ୍ୱ ପ୍ରେମ ପାଇଁ ଜଣେ ଝିଅ କୁ କି-ଡ-ନା-ପ କରା ଯାଇଛି ।

ତେବେ ଆସନ୍ତୁ ସମ୍ପୃକ୍ତ ଘ-ଟ-ଣା ବିଷୟରେ ଆଲୋଚନା କରି ନେବା । ତେବେ ଘ-ଟ-ଣା- ଟି ହେଉଛି ଭଦ୍ରକ ଚାନ୍ଦବାଲି ର ତେବେ ୧୯ ତାରିଖରେ ସେଠାରେ ଜଣେ ଝିଅ ନିଜର ଟିୟୁସନ ସାରି ଘରକୁ ଫେରିବା ସମୟରେ ଜଣେ ପୁଅ ସେହି ଝିଅ ପାଖକୁ ଆସି କିଛି କଥା ହେବାକୁ ଲାଗିଲା ଏବଂ ପରେ ଏକ ଗାଡି ଆସି ସେଇ ଝିଅ ପାଖକୁ ଆସି ଛିଡା ହୋଇଗଲା ଏବଂ କିଛି ସମୟ ପରେ ସେହି ପୁଅ ସେ ଝିଅ କୁ ଟା-ଣି ସେହି ଗାଡି ଭିତରେ ପ-ଶେ-ଇ ନେଇ ଯାଇଥିଲେ ।

ତେବେ ଏହା ସବୁ ସେଠାରେ ଉପସ୍ଥିତ ସିସିଟିଭି କ୍ୟାମେରା ରେ ରେ-କ-ର୍ଡ ହୋଇ ଯାଇଥିଲା । ତେବେ ଏହି ବିଷୟ ରେ ସେହି ଝିଅର ମାଆଙ୍କ କହିବା କଥା କି ପୋଲିସ ତାଙ୍କୁ କେବଳ ଖୋଜା ଚାଲିଛି ଏବଂ କଥା କରେଇ ଦେବେ ବୋଲି କହୁଛନ୍ତି କିନ୍ତୁ କିଛି ବି କରୁ ନାହାଁନ୍ତି । ଏହାଛଡା ସେ କହିଛନ୍ତି ଯଦି ମୋ ଝିଅ କହିବ କି ସେ ନିଜ ଇଚ୍ଛାରେ ସେମାନଙ୍କ ସହ ଯାଇଛି ତେବେ ମୁଁ ଆଉ ଏଠାକୁ ଆସିବିନି ।

ତେବେ ତାଙ୍କ ଝିଅଙ୍କ ସହ ସେ ଫୋନ ରେ ମଧ୍ୟ କଥା ହେଲେ ଏବଂ ଝିଅ କାନ୍ଦି କରି ମଧ୍ୟ କଥା ହୋଇଥିଲା ଏହା ପରେ ସେ ଖବର ପାଇଛନ୍ତି କି ତାଙ୍କ ଝିଅର ବିବାହ ହେବ ତେବେ ସେ ଚାହୁଁଛନ୍ତି କି ବିବାହ ପୂର୍ବରୁ ସେ ନିଜ ଝିଅ ସହିତ କଥା ହେବେ ବୋଲି ଯଦି ଏହା ଜ-ବ-ର-ଦ-ସ୍ତ କରା ଯାଉଥିବ ତେବେ ସେ ନିଜ ଝିଅକୁ ବଞ୍ଚେଇବେ ।

ଏହା ଛଡା ତାଙ୍କ ମାଆ ଙ୍କ କହିବା ଅନୁଯାୟୀ ପୋଲିସ କୁ ସେ ସିଡିଟିଭି ଫୁଟେଜ ଏବଂ ସେ ପୁଅ ର ନମ୍ବର ଘର ସବୁ ଦେଇଛନ୍ତି ତେବେ ପୋଲିସ ର କହିବା କଥା କି ତ-ଦ-ନ୍ତ ଚାଲିଛି ଏବଂ ଯଦି ତାଙ୍କ ଝିଅ ନିଜ ଇଚ୍ଛାରେ ଯାଇଥିବ ତେବେ ସେମାନେ କିଛି ବି କରି ପାରିବେ ନାହିଁ । ତେବେ ଆଜି କାଲିର ୱାନ ସାଇଡ଼ର ପ୍ରେମ ବହୁତ ଖରାପ ହୋଇ ଯାଉଛି ତେବେ ଏଥିପାଇଁ କିଛି କରିବା ନିହାତି ଆବଶ୍ୟକ ଅଟେ । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *