ବନ୍ଧୁଗଣ, ଆପଣ ମାନେ ଓଡିଆ ଇଣ୍ଡଷ୍ଟ୍ରୀ ର ଅଭିନେତା ତଥା ଅଭିନେତ୍ରୀ ମାନଙ୍କୁ ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଥିବାର ଦେଖିଥିବେ । ଆଲବମ ହେଉ କିଅବା ଚଳଚ୍ଚିତ୍ର ଉଭୟ କ୍ଷେତ୍ରରେ ଅଭିନୟ କରି “ବବି ମିଶ୍ର” ବହୁତ ଖ୍ୟାତି ଅର୍ଜନ କରିଛନ୍ତି । ଆଜ୍ଞା ହଁ ଆଜି ଆମ୍ଭେ ପ୍ରସିଦ୍ଧ ଅଭିନେତା ବବି ମିଶ୍ର ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ । ଆପଣ ମାନେ ବବି ମିଶ୍ର ଙ୍କୁ ବେସ ଭଲ ଭାବରେ ଜାଣିଥିବେ । ବିଶେଷ କରି ବବି ମିଶ୍ର ଆଲବମ ରେ ଅଭିନୟ କରେଇ ଲକ୍ଷାଧିକ ଦର୍ଶକ ଙ୍କ ହୃଦୟକୁ ଜିତିପାରିଛନ୍ତି ।
କିନ୍ତୁ ବର୍ତ୍ତମାନ ସେ ଏଭଳି ଏକ କା-ର-ନା-ମା ଭି-ଆ-ଇ-ଛନ୍ତି ଯେ ଯାହା ବର୍ତ୍ତମାନ ବେସ ଚର୍ଚ୍ଚାରେ । ବବି ମିଶ୍ର ନିଜ ପଡୋଶୀ ଙ୍କ ସହିତ ଝ-ଗ-ଡା ଲଗାଇବା ସହିତ ତାଙ୍କୁ ମା-ଡ ମଧ୍ୟ ମା-ରି-ଛ-ନ୍ତି । ପଡୋଶୀ ଙ୍କ କହିବା ଅନୁଯାୟୀ ବବି ମିଶ୍ର ଙ୍କ ବିବାହ ବିଛେଦ ଅଥବା ଡିଭୋର୍ସ ପରେ ସେ ବହୁତ ଭା-ଙ୍ଗି ଯାଇଛନ୍ତି । ତାଙ୍କ ସ୍ଵଭାବରେ ନାନା ପ୍ରକାରର ପରିବର୍ତ୍ତନ ଦେଖିବାକୁ ମିଳିଛି ।
ଏଭଳି ଝ-ଗ-ଡା ମଧ୍ୟ ସେ ଆଗରୁ ନିଜ ପଡୋଶୀ ଙ୍କ ସହିତ ଲଗାଇ ସାରିଛନ୍ତି । ପଡୋଶୀ ଙ୍କୁ ମା-ଡ ମା-ରି ସାରିବା ପରେ ପଡୋଶୀ ଜଣକ ଭୁବନେଶ୍ଵର ଥା-ନା- ରେ ଯାଇ ବବି ମିଶ୍ର ଙ୍କ ବି-ରୁ-ଦ୍ଧ-ରେ ମୋ-କ-ଦ-ମା ରୁ-ଜୁ କଲେ । ଏହାପରେ ବବି ମିଶ୍ର କ୍ରୋଧ ରେ ଜ-ର୍ଜ-ରି-ତ ହୋଇ ପଡୋଶୀ ଙ୍କ ସ୍ତ୍ରୀ ଙ୍କ ନିକଟକୁ ଯାଇ ସେଠାରେ ଖ-ରା-ପ ବ୍ୟ-ବହା-ର କରିବା ସହିତ ଗ୍ରୀଲ ରେ ମଧ୍ୟ ବାରମ୍ବାର ଗୋଡ ମା-ରୁ-ଥି-ଲେ ।
ଏହି ସବୁ ଦେଖି ପଡୋଶୀ ଜଣକଙ୍କ ଏକମାତ୍ର ୧୨ ବର୍ଷର ପୁତ୍ର ବହୁତ ଭ-ୟ କରିଯାଇଥିଲେ । ଏହା ପରେ ବବିମିଶ୍ର ପଡୋଶୀ ଙ୍କୁ ଜୀବନରୁ ମା-ରି ତାଙ୍କ ସ୍ତ୍ରୀ କୁ ବିବାହ କରିବା ନିମନ୍ତେ କହିଥିଲେ । ଏହି ସବୁକୁ ନେଇ ପଡୋଶୀ କହିଛନ୍ତି ଯେ ରାଜା ଆଚାର୍ଯ୍ୟ ନା ନେଇ ବବି ମିଶ୍ର ମତେ ଧ-ମ-କେ-ଇ ଥିଲେ । ମାତ୍ର ପଡୋଶୀ କହିଲେ ଯେ ମୋତେ ଝ-ଗ-ଡା ଆଦୌ ପସନ୍ଦ ନୁହେଁ ।
ଏଠି ନିମନ୍ତେ ମୁଁ ଥା-ନା-ରେ ଅ-ଭୋ-ଯୋ-ଗ କରିଛି ବର୍ତ୍ତମାନ ଆଇନ ତା କାର୍ଯ୍ୟ କରିବ । ଆଇନ ଯାହା ନିସ୍ପତି ନେବ ତାହା ଉଚିତ ହେବ । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ