ବନ୍ଧୁଗଣ, ସାଧାରଣତ ସମାଜରେ ଅ-ପ-ରା-ଧ ତଥା ଅ-ପ-ରା-ଧୀ- ଙ୍କ ଅଭାବ ଦେଖାଯାଉନାହିଁ । ସ୍ଥାନେ ସ୍ଥାନେ ଅ-ପ-ରା-ଧି-ନି-ୟ କାର୍ଯ୍ୟ କଳାପ ଦେଖିବାକୁ ମିଳୁଛି । କିଛି ମୂର୍ଖ ଜନତାଙ୍କ ଅ-ପ-ରା-ଧ ଙ୍କ ବ୍ୟତୀତ ଶିକ୍ଷିତ ତଥା ପ୍ରସିଦ୍ଧ ଅଭିନେତା ଅବା ଅଭିନେତ୍ରୀ ମଧ୍ୟ ବାଦ ପଡୁ ନାହାଁନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ ପ୍ରସିଦ୍ଧ ଅଭିନେତା ବବି ମିଶ୍ର ଙ୍କ କଥା କହିବାକୁ ଯାଉଅଛୁ । ଭୁବନେଶ୍ଵର ଥାନା ରେ ପଡୋଶୀ ଙ୍କୁ ମା-ଡ ମା-ରି-ବା ସହିତ ଗା-ଳି ଗୋ-ଲ-ଚ ର ମଧ୍ୟ ଅ-ଭି-ଯୋ-ଗ ହୋଇଅଛି ପ୍ରସିଦ୍ଧ ଅଭିନେତା ବବି ମିଶ୍ର ଙ୍କ ନାମ ରେ ।
ବର୍ତ୍ତମାନ ଭୁବନେଶ୍ଵର ନୟାପଲ୍ଲୀ ଥାନାରେ ଅଟକ ରଖିଅଛି ପୋଲିସ । ସୂଚନା ଅନୁଯାୟୀ ଗାଡି ପାର୍କିଂ କୁ ନେଇ ବବି ମିଶ୍ର ଏବଂ ତାଙ୍କ ପଡୋଶୀ ଙ୍କ ମଧ୍ୟରେ ଝ-ଗ-ଡା ହୋଇଥିଲା । ବବିଙ୍କ ସହିତ ତାଙ୍କ ସହଯୋଗୀ ମାନେ ମଧ୍ୟ ପ୍ରତିଦିନ ଏହିଭଳି ଗ-ଣ୍ଡ-ଗୋ-ଳ କରୁଛନ୍ତି ବୋଲି ଅ-ଭି-ଯୋ-ଗ କରିଛନ୍ତି ପଡୋଶୀ । ଏଭଳି କି ଅଭିଯୋଗ କଲେ ଜୀବନରୁ ମା-ରି-ଦେ-ବା-ର ଧମକ ମଧ୍ୟ ଦେଇଛନ୍ତି ବବି ମିଶ୍ର । ବବି ମିଶ୍ର ଗୁ-ଣ୍ଡା, ଡ-କା-ୟ-ତ କରୁଥିବାର କଲୋନୀ ରେ ଅ-ଭି-ଯୋ-ଗ ହୋଇଅଛି ।
ପଡୋଶୀ କହିଛନ୍ତି ଯେ ମୋର ପୁଅ ଡ-ରି-ଯାଇଥିଲା । ସେ ମାତ୍ର ୧୨ ବର୍ଷ ର, ସେ ବବି ମିଶ୍ର ଙ୍କ ଆବାଜ ରେ ହିଁ ଡ-ରି-ଯାଇଥିଲା । କିନ୍ତୁ ସେ ମୋତେ ଜା-ବୁ-ଡି ଧରିଥିଲା ବୋଲି ତାଙ୍କ ମା କହିଛନ୍ତି । ଏହାପରେ ଝ-ଗ-ଡା ପରେ ମୁଁ କିଛି ଜାଣିନଥିଲି ସେ ତାଙ୍କର ଗାଡି ନେଇ ପଳାଇଥିଲେ ।
ଏହାପରେ ମୋ ସ୍ଵାମୀ କହିଲେ ଯେ ମୁଁ ପୋଲିସ ଷ୍ଟେ-ସ-ନ ଆସିଛି ରିପୋର୍ଟ କରିବା ପାଇଁ । ଏହା ମଧ୍ୟରେ ସ୍ତ୍ରୀ ଜଣକ କହିଛନ୍ତି ବବି ମିଶ୍ର କାହାକୁ ଫୋନ ଦ୍ଵାରା କହୁଥିଲେ ଯେ ଆଜି ଲୋକ ଡ-କା-ଇ-ବି, ତପି ମିଶ୍ର କୁ ମା-ରି-ବି ରାତିରେ, ମା-ରି-କି ତା ସ୍ତ୍ରୀ କୁ ବାହା ହେବି, ଏହିଭଳି କିଛି କହିଥିଲେ ବବି ମିଶ୍ର ।
ପଡୋଶୀ ମହିଳା ଜଣକ କହିଛନ୍ତି ଯେ ଆମ ଘର ପାଖକୁ ଆସି ଗ୍ରୀଲରେ ମଧ୍ୟ ଗୋ-ଡ-ରେ ବା-ଡେ-ଇ-ଛି ଏହା ଫଳରେ ମତେ ଗ୍ରୀଲ ରେ ଚାବି ପକାଇବାକୁ ପଡିଥିଲା । ମାତ୍ର ଏହା ପରବର୍ତ୍ତୀ ସୂଚନା କଣ ଆସୁଅଛି ତାହା ଅପେକ୍ଷା, ପୋଲିସ କତୃପକ୍ଷ ବବି ମିଶ୍ର ଙ୍କ ଉପରେ କି ପଦକ୍ଷପ ନେଉଛନ୍ତି ତାହା ଦେଖିବା ଅପେକ୍ଷାରେ । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।