ବନ୍ଧୁଗଣ, ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହୋଇ ଫେମସ ହୋଇଥିବା ସହଦେବ ବର୍ତ୍ତମାନ ବହୁତ ଚର୍ଚ୍ଚାରେ । କିଛି ଦିନ ତଳେ ସହଦେବ ଙ୍କୁ ମି-ଡି-ଆ ଭାଇ ମାନେ ପଚାରିଥିଲେ ଯେ ଆଗକୁ ତୁମ୍ଭର କଣ ଇଛା ? ପାଠ ପଡିବ ନା ଗୀତ ଗାଇବ ? ସହଦେବ କହିଥିଲେ ପାଠ ପଢିବି । ଏହା ପରେ ସହଦେବ ଙ୍କୁ ପଚରା ଯାଇଥିଲା ଯେ ତୁମ୍ଭେ ଗୀତ ଗାଇବା ନା ଛାଡିଦେବ । ସହଦେବ କହିଥିଲେ ଯେ ମୁଁ ପାଠ ପଢିବା ସହିତ ଗୀତ ମଧ୍ୟ ଗାଇବୀ ।
ମି-ଡି-ଆ ଭାଇମାନେ ପଚାରିଥିଲେ ତୁମ୍ଭ ନାମ କଣ ତୁମେ କେତେ କ୍ଳାସ ରେ ପଢୁଛ ଏବଂ ତୁମ୍ଭ ବୟସ କେତେ ? ଭା-ଇ-ରା-ଲ ବୟ କହିଲେ, ମୋର ନାମ ସହଦେବ, ବୟସ ୧୨ ଏବଂ ମୁଁ ବର୍ତ୍ତମାନ ୭ ମ ଶ୍ରେଣୀରେ ପଢୁଅଛି । ଏହା ପରେ ତାଙ୍କୁ ପଚରା ଯାଇଥିଲା ଏହି ଗୀତ ତୁମ୍ଭକୁ ଫେମସ କରିଦେଲା । ଏହି ଗୀତ କୁ ଶୁଣି ସମସ୍ତେ କଣ କହିଲେ ? ସହଦେବ କହିଲେ ସମସ୍ତେ ଭଲ କହିଲେ । ସହଦେବ କହିଲେ ବାଦଶା ଙ୍କ ସହିତ ଗୀତ ରେକର୍ଡ କରି ଭଲ ଲାଗିଲା ।
ଆହୁରି ମଧ୍ୟ ସହଦେବ କହିଲେ ଯେ ବାଦଶା କହିଲେ ଯେ ପାଠ ପଢ ଆଗକୁ ଏବଂ ଏହା ସହିତ ଗୀତ ମଧ୍ୟ ଗାଅ । ସହଦେବ ଙ୍କ ସମସ୍ତ ପାଠ ପଢାର ଖର୍ଚ୍ଚ ବାଦଶା କରିବେ ବୋଲି କହିଛନ୍ତି । ଏହା ପରେ ସହଦେବ କହିଲେ ମୁଁ CM ପାଖକୁ ମଧ୍ୟ ଯାଇଥିଲି ସେଠାରେ ଫୁଲ ଚାଢାଇଥିଲି । ଏହା ପରେ ଉପହାର ସ୍ୱରୂପ ମତେ ଟିଭି ମିଳିଛି । ଏହା ପରେ ମୋ ଘରକୁ ସ୍ପେଶାଲ କରି ଗାଡି ପଠାଇଥିଲେ, କହିଲେ ଗାଡିରେ ବସି ଜାଅ ।
ସହଦେବ ରହୁଥିବା ବାସଗୃହ ସମ୍ବନ୍ଧରେ କହିଥିଲେ ଯେ ମୋ ଘର ବହୁତ ଛୋଟ ଅଟେ ଏବଂ ଏହା ମାଟି ଘର ଅଟେ । ଆଶା କରୁଛ ଯେ ସହଦେବ ଆଗାମୀ ଜୀବନରେ ଶିକ୍ଷା ଗ୍ରହଣ କରି ଉତ୍ତମ ଛାତ୍ର ହେବା ସହିତ ଉତ୍ତମ ଗାୟକ ମଧ୍ୟ ହୁଅନ୍ତୁ । ବନ୍ଧୁଗଣ ଏହି ଟିପ୍ପଣୀ ଟି ଆପଣ ମାନଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ