କଣ ଯାଦୁ ନାକେଦମ କଲାଣି ? କେମିତି ଭଲ ହେବ ? ଜାଣନ୍ତୁ କଣ କହୁଛନ୍ତି Dr Managobinda Srichandan

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟରେ ଯାଦୁ ଏବଂ କାଛୁ କୁଣ୍ଡିଆ ଭଳି ସମସ୍ୟା ପ୍ରାୟତଃ ବ୍ୟକ୍ତି ଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏହି ରୋଗର ଆରମ୍ଭ ରେ ପ୍ରଥମେ କେବଳ କୁଣ୍ଡେଇ ହୋଇଥାଏ ଏବଂ ପରେ ଯଦି ଏହାକୁ ଆମେ ଅଣଦେଖା କରିଥାଉ ତେବେ ତାହା ବହୁତ ମାତ୍ରା ରେ ବଢି ଯାଇଥାଏ ଏବଂ ସ୍କିନ ଇଂଫେକ୍ସନ ଭଳି ସମସ୍ୟା ଦେଖା ଯାଇଥାଏ । ଶରୀରର ଯେ କୌଣସି ଅଙ୍ଗରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳିଥାଏ ଏବଂ ଗୁପ୍ତାଙ୍ଗ ରେ ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ ।

ତେବେ ଆଜି ଆମେ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କୁ ଏହି ସମସ୍ୟା ରୁ ତୁରନ୍ତ ମୁକ୍ତି ମିଳିବ ଏବଂ ସ୍କିନ ଇଂଫେକ୍ସନ ଭଳି ସମସ୍ୟା ଦେଖାଯିବ ନାହିଁ । ତେବେ ଆସନ୍ତୁ ଜାଣିବା କିପରି ଏହାର ଉପଚାର କରିବା । ତେବେ ଏହି ଯାଦୁ କୁଣ୍ଡିଆ ଏକ ସାଧାରଣ ରୋଗ ଥିଲା କିନ୍ତୁ ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି ସେ ଆଉ ସାଧାରଣ ରୋଗ ହୋଇ ନାହିଁ ।

ତେବେ ବର୍ତ୍ତମାନ ପ୍ରାୟତଃ ଅଧିକାଂଶ ଲୋକ ଏହାର ଶିକାର ହେଉଛନ୍ତି ଏହା ଜଣଙ୍କ ଠାରୁ ଅନ୍ୟ ଜଣଙ୍କ ପାଖକୁ ଡ଼େଉଁଛି ମଧ୍ୟ । ତେବେ ଯାଦୁ କୁଣ୍ଡିଆ ହେବାର ମୁଖ୍ୟ କାରଣ ହେଉଛି ଆମ ଶରୀର ଅସନା ହେବା ଅର୍ଥାତ ଆମେ ଟାଇଟ ଡ୍ରେସ ପିନ୍ଧିଥାଉ, କିମ୍ବା ଯେଉଁ ଡ୍ରେସ ପିନ୍ଧୁ ତାକୁ ଭଲ ଭାବରେ ସଫା କରି ନଥାଉ କିମ୍ବା ବ ଭାବରେ ଗାଧୋଇ ନହେବା ଦ୍ବାରା କିମ୍ବା ଅତ୍ୟଧିକ ଝାଳ ବୋହିବା ଦ୍ୱାରା ଏହି ରୋଗ ହୋଇଥାଏ ।

ତେବେ ଏହାର ଉପଚାର ସ୍ୱରୂପ ଆପଣ ସୂତା ଲୁଗା ପିନ୍ଧନ୍ତୁ ଏବଂ ନିଜର ବାତାବରଣ କୁ ଥଂଡା ରଖନ୍ତୁ ଏହା ଛଡାନିଜର ପୋଷାକ କୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ଭଲ ଭାବରେ ନିଜ ଶରୀର କୁ ସଫା ମଧ୍ୟ ରଖନ୍ତୁ ଏହା ଛଡା ଢିଲା ଡ୍ରେସ ପିନ୍ଧିବା ଆବଶ୍ୟକ ଏବଂ ଡାକ୍ତର ଙ୍କ ବିନା ପରାମର୍ଶ ରେ କୌଣସି ଔଷଧ ଲଗାନ୍ତୁ ନାହଁ । ସର୍ଵଦା ଡାକ୍ତର ଙ୍କ ପରାମର୍ଶ କ୍ରମେ ହିଁ ଔଷଧ ଏବଂ ନିଜର ଯତ୍ନ ନେବା ଆବଶ୍ୟକ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *