ନମସ୍କାର ବନ୍ଧୁଗଣ ଆଫଗାନିସ୍ତାନ ର ଜଣେ କମାଣ୍ଡର ଆମେରିକା ର ରାଷ୍ଟ୍ରପତି ଜୋ ବାଇଡେନ ଙ୍କ ବୟାନ ର ନିନ୍ଦା କରିଛନ୍ତି ଯେଉଁ ଥିରେ ସେ ଆଫଗାନିସ୍ତାନ ର ସେନା କୁ ଡରକୁରା କହିଥିଲେ ଏବଂ ଆଫଗାନିସ୍ତାନ ର ହାରିବାର କାରଣ ଆମେରିକା କୁ କହିଛନ୍ତି । ସାମୀ ସାଦତ ଏହି କମାଣ୍ଡର ଙ୍କ ଅନୁସାରେ ଆଫଗାନିସ୍ତାନ ର ଯୁ-ଦ୍ଧ ର ଫଇସିଲା ସେବେ ହୋଇ ଯାଇଥିଲା ଯେତେବେଳେ ଆମେରିକା ଆଫଗାନିସ୍ତାନ ରୁ ବାହାରିବାର ଶେଷ ତାରିଖ ଠିକ କରି ଦେଇଥିଲା ।
ବୁଧବାର ଦିନ ପ୍ରକାଶିତ ଏକ ଲେଖା ରେ ସାମୀ ସାଦତ କହିଛନ୍ତି କି ସେ ଜଣେ ଥ୍ରୀ ଷ୍ଟାର ଵାଲା ଜେନେରାଲ ଏବଂ ସେ ଦକ୍ଷିଣ-ପଶ୍ଚିମ ତାଲିବାନ ର ବି-ରୁ-ଦ୍ଧ-ରେ ଲ-ଢେ-ଇ କରିଛନ୍ତି ଏବଂ ଅନେକ ଯବାନ ଙ୍କୁ ମ-ରି-ବା-ର ମଧ୍ୟ ଦେଖିଛନ୍ତି । ଆଫଗାନ ଯୁ-ଦ୍ଧ ରେ ସେ ୧୫ ଜଣଙ୍କ ନେତୃତ୍ୱ ନେଇଥିଲେ । ନିୟୁର୍କ ଟାଇମସ ରେ ଛପା ହୋଇଥିବା ଖବର ଅନୁସରେ ସେ କହିଛନ୍ତି କି ଏହା ସତ ଯେ ଆଫଗାନିସ୍ତାନ ର ସେନା ଯୁ-ଦ୍ଧ କରିବାର ଇଚ୍ଛା ଶକ୍ତି ହ-ରେ-ଇ ଦେଇଥିଲା ଏହାର କାରଣ ଆମେରିକା ର ସେନା ଙ୍କ ପ-ଳା-ୟ-ନ ଏବଂ କେହି ବି ସେନାଙ୍କ ଦେହ କିମ୍ବା ଖାଦ୍ୟ ପାନୀୟ ର ବ୍ୟବସ୍ଥା ମଧ୍ୟ କରୁ ନଥିଲେ କି ବୁଝୁ ନଥିଲେ ଏବଂ ଆମେରିକା ର ରାଷ୍ଟ୍ରପତି ସେନା ଙ୍କ ଉପରେ ମଜାକ ମଧ୍ୟ କରୁଥିଲେ ।
ତେବେ ଏଥିରେ ଆଫଗାନିସ୍ତାନ ର ସେନା ଙ୍କ ମଧ୍ୟ ଭୁଲ ରହିଛି । ଏହା ଛଡା ସେ ଲେଖିଛନ୍ତି ତାଙ୍କୁ ଏହା ଦୁଃଖ ହୁଏ କି ବିନା କାରଣ ରେ ଆଫଗାନିସ୍ତାନ ର ସେନା ଙ୍କ ଉପରେ ଆ-ରୋ-ପ ଲଗାଉଛନ୍ତି କି ସେମାନେ ଯୁ-ଦ୍ଧ ନ କରି ହା-ର ମାନିଗଲେ ବୋଲି । ତେବେ ଗତ ୨୦ ବର୍ଷ ରେ ଆଫଗାନିସ୍ତାନ ନିଜର ୬୬ ହଜାର ଯବାନ ଙ୍କୁ ହରେଇ ସାରିଛି ।
ତେବେ ବାଇଡେନ ଙ୍କ କହିବାର ଥିଲା କି ଆମେରିକାର ସୈନ୍ଯ ମାନେ ଆଫଗାନିସ୍ତାନ ରେ କଣ ପାଇଁ ମ-ରି-ବେ ସେଠାରେ କେବଳ ସେହି ଦେଶ ର ସୈନ୍ଯ ମ-ରି-ବା ଉଚିତ ତେବେ ଏହି କଥା ପରେ ଆମେରିକା ର ସୈନ୍ଯ ମାନେ ଲ-ଢେ-ଇ କରିବା ବନ୍ଦ କରିଦେଲେ । କାବୁଲ ଏବଂ ୱାସିଙ୍ଗଟନ ର ମଧ୍ୟ ହାର ର କାରଣ ହେଲା ଭ୍ର-ଷ୍ଟା-ଚା-ର ଏବଂ ରାଜନେତା ଙ୍କ ଭୁଲ ଯୋଗୁଁ ଏସବୁ ହେଉଛି ।
ତା ଛଡା ସେ ଲେଖିଛନ୍ତି କି ଅପ୍ରେଲ ମାସ ପର୍ଯ୍ୟନ୍ତ ୧୭ ହଜାର ଅମେରିକି କଣ୍ଟ୍ରାକ୍ଟର ଆଫଗାନିସ୍ତାନ ଛାଡି ପଳାଇ ଯାଇଛନ୍ତି । ତେବେ ଏହା ଛଡା ଅନେକ ଜିନିଷ ମଧ୍ୟ ଆଫଗାନିସ୍ତାନ ରୁ ପଳାଇଛି ତେବେ ବର୍ତ୍ତମାନ ଆଫଗାନିସ୍ତାନ ର ଏହି ଦଶା କେବଳ ଆମେରିକା ପାଇଁ ହୋଇଛି । ତେବେ ତାଲିବାନ ଆଫଗାନିସ୍ତାନ କୁ କ-ବ-ଜା କରିବା ପରେ ନିଜର ନୂଆ ସରକାର ମଧ୍ୟ ଗଠନ କରୁଛି ଏବଂ ମହିଳା ମାନଙ୍କ ପାଇଁ ନ-ର୍କ ନି-ର୍ଯା-ତ-ନା ମଧ୍ୟ ଦିଆ ଯାଉଛି ସ୍ଵାଧିନତା ଛଡାଇ ନିଆ ଯାଇଛି ।