ନଣନ୍ଦ-ଭାଉଜ ଏକା ସହିତ ପଙ୍ଖାରେ ଝୁଲି କଲେ ଆତ୍ମହତ୍ୟା, ଦୁହେଁ ଦୁହିଙ୍କୁ ବହୁତ ଭଲ ପାଉଥିଲେ, ଉଭୟ ଉଭୟଙ୍କ ନାମରେ ଟାଟୁ ବି କରିଥିଲେ

ବନ୍ଧୁଗଣ, ସାଧାରଣତ ପ୍ରେମ ବହୁତ ଅଜବ ହୋଇଥାଏ । ଏହା ଯେବେ ହୋଇଥାଏ ସେତେବେଳେ ମସ୍ତିଷ୍କ କାମ କରିବା ବନ୍ଧ କରିଦେଇଥାଏ । କେବଳ ହୃଦୟ କଥା ଶୁଣାଯାଇଥାଏ । ଏହି ପ୍ରେମରେ ଲୋକେ ଜାତି ଧର୍ମ, ରଙ୍ଗ ରୂପ, ଏହା ସହିତ ଜେ-ଣ୍ଡ-ର ମଧ୍ୟ ଦେଖି ନଥାନ୍ତି । ପ୍ରେମ ନିମନ୍ତେ ସେମାନେ କୌଣସି ସୀମା ମଧ୍ୟ କ୍ରଶ କରିପାରନ୍ତି । କେତେ ଜଣ ପ୍ରେମରେ କାହାର ଜୀ-ବ-ନ ନେଇଥାନ୍ତି ତ ଆଉ କେତେକ ନିଜେ ପ୍ରାଣ ତ୍ୟାଗ କରିଥାନ୍ତି । ଆଜି ଆମ୍ଭେ ଆପଣ ମାନଙ୍କୁ ଏଭଳି ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହାକୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଆସନ୍ତୁ ବର୍ତ୍ତମାନ ସଂପୂର୍ଣ୍ଣ ଘଟଣା ସମ୍ବନ୍ଧରେ ଜାଣିବା । ଏହି ଘଟଣା ଟି ମଧ୍ୟପ୍ରଦେଶ ର ଅଟେ । ଏଠାରେ ନଣନ୍ଦ ଭାଉଜ ଏକା ସହିତ ପ-ଙ୍ଖା ରେ ଝୁ-ଲି-ଗ-ଲେ । ସୂଚନା ଅନୁଯାୟୀ ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଅଗଷ୍ଟ ୨୨ ତାରିଖ ରେ ପାଳନ କରାଗଲା । ଭାଇ ଭଉଣୀ ଙ୍କ ପ୍ରେମ ର ପ୍ରତୀକ ଭାବେ ଏହି ପର୍ବଟିକୁ ସଂପୂର୍ଣ୍ଣ ଦେଶ ବହୁତ ଧୂମଧାମରେ ପାଳନ କରିଲେ । କେବଳ ଭାଇ ଭଉଣୀ ନୁହନ୍ତି ଦୁଇ ଭଉଣୀ ମଧ୍ୟ ଏହି ପର୍ବଟିକୁ ବହୁତ ଧୂମ ଧାମରେ ପାଳନ କରିଲେ । କେବଳ ଭାଇ ଭଉଣୀ ହିଁ ନୁହନ୍ତି ଦୁଇ ଭଉଣୀ ମଧ୍ୟ ପରସ୍ପର ମଧ୍ୟରେ ରାକ୍ଷୀ ବାନ୍ଧିବାର ନଜର ଆସିଲେ ।

ଭାଉଜ ଏବଂ ନଣନ୍ଦ ଙ୍କ ସମ୍ପର୍କ ମଧ୍ୟ ଦୁଇ ଭଉଣୀ ସାଦୃଶ୍ୟ ହୋଇଥାଏ । ରାକ୍ଷୀ ବନ୍ଦନ ଦିନ ହିଁ ଉଭୟ ପରସ୍ପର କୁ ରାକ୍ଷୀ ବାନ୍ଧିଥାନ୍ତି । କିନ୍ତୁ ମଧ୍ୟ ପ୍ରଦେଶ ର ଦତୀୟା ଜିଲ୍ଲାରେ ରକ୍ଷା ବନ୍ଧନଦିନ ଭାଉଜ ଏବଂ ନଣନ୍ଦ ଏକା ସହିତ ଆ-ତ୍ମ-ହ-ତ-ୟା କରି ନିଜର ଜୀବନ ସମାପ୍ତ କରିନେଲେ । ଏହି ମ-ର୍ମା-ହ-ତ ଘଟଣାଟି ଦତୀୟା ଜିଲ୍ଲା ର ଭାଣ୍ଡେର ଥାନା ରେ ରବିବାର ଦିନ କୁ ସାମ୍ନା କୁ ଆସିଲା । ଏଠାରେ ବଡେରା ଗାଁ ରେ ୩୦ ବର୍ଷ ର ଭାଉଜ ପୁନମ ଏବଂ ୨୨ ବର୍ଷ ର ନଣନ୍ଦ ମଞ୍ଜୁ ର ଶ-ବ ଏକା ସହିତ ବାସଗୃହରେ ପ-ଙ୍ଖା ରେ ଲ-ଟ-କୁ-ଥି-ବାର ଦେଖିବାକୁ ମିଳିଲା ।

ଏହି ଘଟଣା କୁ ନେଇ ସଂପୂର୍ଣ୍ଣ ଜିଲ୍ଲା ରେ ଶୋ-କ-ର ଛାୟା ଖେଳି ଯାଇଥିଲା । ଦୁହିଁଙ୍କ ମଧ୍ୟରେ ବହୁତ ଭଲ ପାଇବା ଥିଲା । ଦୁହେଁ ଦୁଇ ଜଣଙ୍କ ନାମର ଟାଟୁ ବି କରି ରଖିଥିଲେ । ସୂଚନା ଅନୁଯାୟୀ ଉଭୟ ଜୀ-ବ-ନ ହରାଇବା ପୂର୍ବରୁ ପରସ୍ପର ସହିତ କିଛି ବିଶେଷ କଥା କୁ ନେଇ ଆଲୋଚନା କରୁଥିଲେ । ଏହାପରେ ଉଭୟ ନିଜ ରୁମ କୁ ଯାଇଥିଲେ । ଏହା ପରେ ପୁନମ ଙ୍କର ୫ ବର୍ଷ ର ପୁଅ ଯେତେବେଳେ କଠୋରୀ ଭିତରକୁ ଯାଇ ଦେଖେ ସେତେବେଳେ ଭାଉଜ ନଣନ୍ଦ ଉଭୟ ପ-ଙ୍ଖା- ରେ ଲ-ଟ-କି- ଥିଲେ ।

ଏହାପରେ ପରିବାର ସଦସ୍ୟ ଆସି ଶ-ବ- କୁ ଉଦ୍ଧାର କରିଲେ । ପରେ ପୋଲିସକୁ ମଧ୍ୟ ପରିବାର ଲୋକେ ସୂଚନା ଦେଇଥିଲେ । ଏହା ପରେ ପୋଲିସ ପରିବାର ସଦସ୍ୟ ଏବଂ ପୁନମ ଙ୍କ ସ୍ଵାମୀ ଙ୍କୁ ପଚରାଉଚରା କରିଥିଲା ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ କାରଣ ବଶତ ଉଭୟ ଏଭଳି ବଡ ପଦକ୍ଷପ ଗ୍ରହଣ କରିଲେ ତାହା ଆଶ୍ଚର୍ଯ୍ୟ ର ବିଷୟ ପାଲଟି ଯାଇଛି । ବନ୍ଧୁଗଣ ଏହି ମର୍ମାହତ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟାମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *