ବନ୍ଧୁଗଣ, ପ୍ରଥମେ ଆପଣ ଏକ ମିରର ସାମ୍ନା ରେ ୨ ରୁ ୩ ମିନିଟ ଛିଡା ହୁଅନ୍ତୁ । ଏହା ପରେ ରାଇଟ ସାଇଡ ରୁ ଲେଫ୍ଟ ସାଇଡ ଯିବା ବ୍ରସ କରି କରି ଜାଆନ୍ତୁ । ଆପଣ ମା-ଡି ସାଇଡ ରୁ ସିଧା କରି କରି ଘସନ୍ତୁ ଅର୍ଥାତ ଆପଣ ମାଢି ତଳୁ ନିଜ ଦାନ୍ତ କୁ ଘଷିବାକୁ ଚେଷ୍ଟା କରନ୍ତୁ । ଆପଣ ୪୫ ଆଙ୍ଗଲ ରେ କରିଲେ ଦାନ୍ତ ଉପରେ ଅଧିକ ପ୍ରେସର ରହିବ ନାହିଁ ଏବଂ ଆପଣଙ୍କ ଦୁଇ ଦାନ୍ତ ମଝିରୁ ମଳିଗୁଡିକ ବାହାରି ଜିବ । ଆପଣ ୪୫ ଆଙ୍ଗଲ ସର୍କୁଲାର ଆଙ୍ଗଲ ରେ ଦାନ୍ତ ଘସନ୍ତୁ ।
ଏହାପରେ ଆପଣ ସାମ୍ନା ଦାନ୍ତ କୁ ଭର୍ଟିକାଲ ୱେ ରେ ଥରେ ଘସନ୍ତୁ ଏବଂ ଅରାଇଜେନ୍ଟାଲ ରେ ଥରେ ଘସନ୍ତୁ । ଏହା ପରେ ଆପଣ ଲେପ୍ଟ ସାଇଡ ଜାଆନ୍ତୁ । ଏହାପରେ ଦାନ୍ତର ଭିତର ପାର୍ଶ୍ଵ ଏବଂ ଦାନ୍ତର ଉପର ପାର୍ଶ୍ଵ । ଆପଣ ସାଧାରଣତ ଏହାକୁ ନର୍ମାଲି ସିଧା ସଳଖ ଭାବରେ ବ୍ରସ କରନ୍ତୁ । ଏହାପରେ ଭିତର ପଟ ତଳ ଦାନ୍ତ ର ଜିଭ ପଟୁ ଏବଂ ଉପର ଦାନ୍ତ ର ତାଲୁକା ପଟୁ । ଏହାକୁ ଖାଲି ଆପଣ ପୁଲଆଉଟ କରନ୍ତୁ ।
ଏହିଭଳି କରିବା ସମୟରେ ଓରାଇଜେନ୍ଟାଲ ସ୍ଲୋ ମୋଶନ ରେ କରନ୍ତୁ । ଆପଣ ଏଠାରେ ଆଉ ସର୍କୁଲାର ମୋଶନ ରେ କରି ପାରିବେ ନାହିଁ । କାରଣ ଏଠାରେ ଆପଣଙ୍କ ଜିଭ ଅଛି ମାଂସ ଅଛି ଏଣୁ ଆପଣ ସେହିଭଳି ଭାବରେ କରି ପାରିବେ ନାହିଁ । ଏହାପରେ ଆପଣ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ହିଁ ବ୍ରସ କରିବେ ।
ଆପଣ ଅଧିକ ସମୟ ପର୍ଯ୍ୟନ୍ତ ବ୍ରସ କରିବେ ନାହିଁ । କାରଣ ଦାନ୍ତ ରିଫରମେସନ କେବେ ହୋଇନାହିଁ ଆପେ ଆପେ । ଏଣୁ ଥରେ ଦାନ୍ତ ନଷ୍ଟ ହେଲେ ଆପଣ ପୁଣିଥରେ ସେହି ପ୍ରାକୃତିକ ଦାନ୍ତ ପାଇବା ବହୁତ କଷ୍ଟସାଧ୍ୟ ହେବ । ଏହିଭଳି ଆପଣ ସକାଳେ ଥରେ ରାତିରେ ଥରେ ବ୍ରସ କରି ପାରନ୍ତି । ଏହା ମଧ୍ୟରେ ଆପଣ ଯେତେଥର ଖାଉଛନ୍ତି ୩ ଥର ରୁ ୪ ଥର କୁଳି କଲେ ଫୁଡଡିପୋଜିଟ ହୋଇ ପାରିବ ନାହିଁ ।
ଆପଣ ଗରମ ପାଣିରେ ଲୁଣ ପକାଇ କୁଲି କରିବା ଦ୍ଵାରା ଆପଣଙ୍କ ଦାନ୍ତ ପୋକଲାଗିବା ଭଳି ସମସ୍ୟା ଦେଖାଯାଇନଥାଏ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ