ଦ୍ଵାଦଶ ଶ୍ରେଣୀର ଝିଅ କଲା ଆତ୍ମହତ୍ୟା, ନୋଟ ରେ ଲେଖି ଦେଇଗଲା ‘ସରି ମମ୍ମୀ-ପାପା, ଏବେ ଆଉ ସହି ପାରୁନି, ଥକି ଗଲିଣି…

ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଭା-ଇ-ରା-ଲ ହେଉଛି । ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଘଟଣା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏକ +୨ ପାସ କରିଥିବା ଛାତ୍ରୀ ଆ-ତ୍ମ-ହ-ତ-ୟା କରିଛନ୍ତି । ଛାତ୍ରୀ ଜଣକ ମ-ରି-ବା ପୂର୍ବରୁ ଏକ ନୋଟ ଲେଖିଛନ୍ତି ।

ସେହି ନୋଟରେ ଛାତ୍ରୀ ଆ-ତ୍ମ-ହ-ତ-ୟା କରିବାର କାରଣ ବିଷୟରେ ଲେଖିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ମି-ଡି-ଆ ରିପୋର୍ଟ ଅନୁସାରେ ଛାତ୍ରୀ ଜଣକଙ୍କ ନାମ ହେଉଛି ନନ୍ଦିନୀ ଓ ତାଙ୍କ ବୟସ ଥିଲା ମାତ୍ର ୧୮ ବର୍ଷ । ନନ୍ଦିନୀଙ୍କର ଏକ ଭାଇ ମଧ୍ୟ ଅଛନ୍ତି ଯାହାଙ୍କର ନାମ ହେଉଛି ଆଦିତ୍ୟ ଓ ସେ ୧୦ମ ଶ୍ରେଣୀରେ ପଢନ୍ତି ।

ନନ୍ଦିନୀଙ୍କ ବାପାଙ୍କର ନାମ ହେଉଛି ସଞ୍ଜୟ । ସଞ୍ଜୟ ତାଙ୍କ ପରିବାର ସହ ଦୂର୍ଗା ଏଙ୍କ୍ଲେବରେ ରହୁଥିଲେ ଓ ସେ ଏକ ଆଇଟି କମ୍ପାନୀରେ କାମ କରୁଥିଲେ । ସଞ୍ଜୟଙ୍କ ଝିଅ ନନ୍ଦିନୀ ଆ-ତ୍ମ-ହ-ତ-ୟା କରିଛନ୍ତି । ଆ-ତ୍ମ-ହ-ତ-ୟା କରିବା ପୂର୍ବରୁ ସେ ଏକ ସୁ-ସା-ଇ-ଡ଼ ନୋ-ଟ ଲେଖିଥିଲେ ।

 

ସେହି ନୋଟରେ ନନ୍ଦିନୀ ଲେଖିଛନ୍ତି- ‘ସରି ମାଆ-ବାପା, ଆପଣ ଯାହା ଚାହୁଁ ଥିଲେ, ମୁ ସେମିତି କରିପାରିଲି ନାହିଁ । ମୁ ଆପଣଙ୍କ ଭଲ ଝିଅ ହୋଇପାରିଲି ନାହିଁ । ତମେ ମାନେ ମୋ ପାଇଁ ବହୁତ କିଛି କରିଲ ହେଲେ ମୁ ତମ ମାନଙ୍କ ପାଇଁ କିଛି ବି କରିପାରିଲି ନାହିଁ  । ଯଦି ମୁ ମା’ଙ୍କର ସ୍ଵପ୍ନ ପୂରଣ ନକରିବି ତା ହେଲେ କଣ ହେବ ସେଥିପାଇଁ ମଧ୍ୟ ଡର ଲାଗୁଛି । ମୁ ଆପଣ ମାନଙ୍କୁ ବହୁତ ଦୁଃଖ ଦେଇଛି’ ।

ଏହା ପରେ ଆଗକୁ ନନ୍ଦିନୀ ଲେଖିଛନ୍ତି-‘ମୁ ବହୁତ ଦୁଃଖ ଦେଇ ସାରିଛି ଏବେ ଆଉ ଦବାକୁ ଚାହୁଁନି । ମୁ ଏ ସବୁ ଆଉ ସହିପାରୁନି । ମୁ ଥକି ଯାଇଛି । ଏହା ହିଁ ହେଉଛି ଟେମ୍ପରାରି ପ୍ରବଲେମରେ ପରମାନେଣ୍ଟ ସଲ୍ୟୁସନ । ମୁ ଏହି ବଡ ସ୍ଟେପ ନେଇଥିବାରୁ କ୍ଷମା ମାଗୁଛି । ମୁ ଆପଣ ସମସ୍ତଙ୍କୁ ବହୁତ ଭଲ ପାଏ, ଗୁଡ ବାଏ’ ।

ବନ୍ଧୁଗଣ ନନ୍ଦିନୀ ସୁ-ସା-ଇ-ଡ କରିବା ପୂର୍ବରୁ ଏହା ସବୁ ନୋଟରେ ଲେଖିଥିଲେ । ନନ୍ଦିନୀ ଗତ ସୋମବାର ଦିନ ଫା-ଶୀ ଦେଇ ପ୍ରା-ଣ ହରାଇଥିଲେ । ପରିଜନ ମାନେ ଯେତେବେଳେ ଏହି ଦୃଶ୍ୟ ଦେଖିଲେ ସେତେବେଳେ ସେମାନେ ଆଶ୍ଚର୍ଯ୍ୟ ହୋଇଗଲେ ଓ ନନ୍ଦିନୀଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ । ହସ୍ପିଟାଲରେ ନନ୍ଦିନୀଙ୍କୁ ମୃତ ଘୋଷିତ କରଯାଇଥିଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *