ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସମସ୍ତ ବ୍ୟକ୍ତି ଙ୍କ ମନରେ ନିଜ ବିବାହ କୁ ନେଇ ଏକ ସ୍ୱତନ୍ତ୍ର ଆକାଂକ୍ଷା ତଥା ଇଚ୍ଛା ରହିଥାଏ । ଅନେକ ବ୍ୟକ୍ତି ନିଜ ବିବାହ ଧୁମଧାମରେ କରିବାକୁ ଚାହିଁଥାନ୍ତି ଏବଂ ଏହା ଚାହାନ୍ତି ଯେ ସେମାନଙ୍କ ବିବାହ ରେ ଯେପରି କୌଣସି ପ୍ରକାର ଅଭାବ ନହେଉ । ସେହିପରି କିଛି ବିବାହ ରେ ଆପଣ ମାନେ ଏକ ନିଆରା ରୂପ ଦେଖିଥିବେ । ଯେପରି ବର୍ତ୍ତମାନ ସମୟରେ ପ୍ରାୟତଃ ବିବାହ ରେ ଦେଖିବାକୁ ମିଳୁଛି ଯେ, କନ୍ୟା ନିଜ ବର କୁ ସ୍ୱାଗତ ସ୍ଵୟଂ ଡାନ୍ସ କରି କରୁଛନ୍ତି ।
ଏବେ ଏହା ଏକ ସାଧାରଣ କଥା ହୋଇ ସାରିଛି । ଏପରି କରିବା ଦ୍ୱାରା ବିବାହ ରେ ନିଆରାପଣ ମଧ୍ୟ ଆସିଥାଏ ଏବଂ ଖୁବ ଆନନ୍ଦ ମଧ୍ୟ ଲାଗିଥାଏ । ସେହିପରି ଏକ ଭି-ଡି-ଓ ସୋ-ସି-ଆ-ଲ ମିଡିଆ ରେ ବର୍ତ୍ତମାନ ଭା-ଇ-ରା-ଲ ହୋଇଛି । ଯେଉଁଥିରେ ଦେଖିବାକୁ ମିଳିଛି ଜଣେ କନ୍ୟା ନିଜ ବିବାହ ରେ ସ୍ୱୟଂ ନାଚି ନାଚି ବର କୁ ସ୍ୱାଗତ କରୁଛନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ବନ୍ଧୁଗଣ ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ଆଜିକାଲି ସମସ୍ତଙ୍କ ପାଖରେ ସବୁ ଖବର ପହଞ୍ଚି ପାରୁଛି । ସୋ-ସି-ଆ-ଲ ମି-ଡି-ଆ ରେ ଅନେକ ପ୍ରକାର ଭି-ଡି-ଓ ମଧ୍ୟ ଭା-ଇ-ରା-ଲ ହେଉଛି । ସେହିପରି ଏକ ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ ରେ ଭା-ଇ-ରା-ଲ ହୋଇଛି । ଏହି ଭି-ଡି-ଓ ରେ ଜଣେ କନ୍ୟା ନିଜ ବାହାଘର ଦିନ ବର ଓ ବରଯାତ୍ରୀ ଙ୍କୁ ସ୍ୱୟଂ ଡାନ୍ସ କରି ସ୍ୱାଗତ କରୁଛନ୍ତି ।
କନ୍ୟା ଜଣକ ବେଶ ଇତ୍ସାହ ର ସହିତ ଡାନ୍ସ କରୁଛନ୍ତି । କନ୍ୟାଯାତ୍ରୀ ର ସମସ୍ତ ଲୋକମାନେ କନ୍ୟା ଙ୍କୁ ଏଥିପାଇଁ ବହୁତ ପ୍ରୋତ୍ସାହିତ ମଧ୍ୟ କରୁଛନ୍ତି । କନ୍ୟା ଜଣକ ଡାନ୍ସ କରି ନିଜ ବିବାହ ର ଏହି ମୁହୂର୍ତ୍ତ କୁ ଆହୁରି କିଛି ଖାସ କରି ଦେଇଛନ୍ତି । ବର କୁ ନିଜ ଜୀବନ ରେ ସ୍ୱାଗତ କରି ଝୁମି ଉଠିଛନ୍ତି କନ୍ୟା ଜଣକ । ବର ମଧ୍ୟ କନ୍ୟା ଙ୍କ ସହିତ ଖୁସି ରେ ନାଚିଛନ୍ତି ।
ସୋ-ସି-ଆ-ଲ ମି-ଡି-ଆ -ରେ ଭା-ଇ-ରା-ଲ ହୋଇଥିବା ଏହି ଭି-ଡି-ଓ- କୁ ଦେଖି କିଛି ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି ଏବଂ କିଛି ଦର୍ଶକ ନଇଁ ବିପରୀତ ପ୍ରତିକ୍ରିୟା କମେଣ୍ଟ ମାଧ୍ୟମରେ ଜଣାଇଛନ୍ତି । ତେବେ ଆପଣ ମାନେ ମଧ୍ୟ ଏହି ଭି-ଡି-ଓ- କୁ ନିଶ୍ଚିତ ଭାବରେ ଦେଖିଥିବେ । ଆପଣଙ୍କୁ ଏହି ଭି-ଡି-ଓ- ଟି କିପରି ଲାଗିଛି ଆମକୁ ନିଶ୍ଚିତ ଭାବରେ ଜଣାଇବେ ।