ବନ୍ଧୁଗଣ ଗତ ରବିବାର ଥିଲା ରାକ୍ଷୀ ପୂର୍ଣ୍ଣିମା ପର୍ବ । ଏହା ହେଉଛି ଆମ ହିନ୍ଦୁ ମାନଙ୍କ ପାଇଁ ଏକ ମହତ୍ଵପୂର୍ଣ୍ଣ ପର୍ବ । ଏହି ପର୍ବରେ ସମସ୍ତ ଭଉଣୀ ନିଜ ଭାଇ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ଥାନ୍ତି । ୨୨ ଅଗଷ୍ଟ ଦିନ ସମସ୍ତ ଭାଇ ଭଉଣୀ ମାନେ ବହୁତ ଖୁସି ଓ ଆନନ୍ଦର ସହ ଏହି ପର୍ବ ପାଳନ କରିଥିଲେ । ହେଲେ ଏହି ଦୁନିଆରେ ଏପରି କିଛି ମହାନ ଲୋକ ଅଛନ୍ତି ଯେଉଁ ମାନେ କିଛି ଭିନ୍ନ କାମ କରିବା ପାଇଁ ଚେଷ୍ଟା କରନ୍ତି ।
ଏହି ରାକ୍ଷୀ ପୂର୍ଣ୍ଣିମାରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି ଯାହା ଗତ କିଛି ସମୟ ହେବ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ରହିଛି । ଏହି ରାକ୍ଷୀ ପୂର୍ଣ୍ଣିମାରେ ଏକ ଲୋକ ସାପକୁ ରାକ୍ଷୀ ବାନ୍ଧୁ ଥିଲା ହେଲେ ଗିଫ୍ଟରେ ସାପ ଚୋ-ଟ ଖା-ଇ-ଲା । ବ୍ୟକ୍ତି ଜଣକ ସାପ ଚୋ-ଟ ଖା-ଇ ନିଜ ଜୀବନ ହରାଇଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ ।
ମି-ଡି-ଆ ରି-ପୋ-ର୍ଟ-ସ ଅନୁସାରେ ବିହାରର ସାରଣ ଜିଲ୍ଲାର ମନମୋହନ ସାପ ଚୋ-ଟ-ରେ ଜୀବନ ହରାଇଛନ୍ତି । ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିବା ପୂର୍ବରୁ ଭାଇ ସମସ୍ତଙ୍କୁ ଛାଡି ଚାଲିଯାଇଛି । ମନମୋହନ ସାପକୁ ରାକ୍ଷୀ ବାନ୍ଧିବାକୁ ନିଜ ଭଉଣୀକୁ କହିଥିଲେ। କିନ୍ତୁ ସେ ଭୟ ପାଇ ଏଥିରୁ ଦୂରେଇ ରହିଥିଲେ । ପରେ ମନମୋହନ ଦୁଇଟି ସାପକୁ ଧରି ମୁଣ୍ଡରେ ଟିକା ଲଗାଇ ରାକ୍ଷୀ ବାନ୍ଧୁଥିଲେ ।
କିନ୍ତୁ ତାଙ୍କୁ ଜଣାନଥିଲା ଏହି ରକ୍ଷାବନ୍ଧନ ତାଙ୍କ ଜୀବନର ଶେଷ ଦିନ । ଟୀକା ଲଗାଇବା ସମୟରେ ଦୁଇଟି ସାପ ମଧ୍ୟରୁ ଗୋଟିଏ ସାପ ମନମୋହନଙ୍କ ଗୋଡ ଆଙ୍ଗୁଠିକୁ ଚୋ-ଟ ମା-ରି-ଥି-ଲା । ସେହି ସମୟରେ ମନମୋହନ କିଛି ବୁଝିପାରିଲେ ନାହିଁ । ଏହାର ଏକ ଭି-ଡି-ଓ ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ୍ ହେଉଛି । ପ୍ରକୃତରେ ମନମୋହନ ସାପକୁ ଭାରି ଭଲ ପାଉଥିଲେ ।
#बिहार के सारण में एक भाई ने अपनी बहन से सांप को बंधवाई राखी. बहन की आंखों के सामने ही उसी सांप ने भाई को डंसा. जिससे उसकी मौत
हो गई. #ViralVideo pic.twitter.com/ovLSaWYlXJ— rajeshkumarojha (@rajeshrepoter) August 22, 2021
ବି-ଷ-ଧ-ର ସାପକୁ ଉ-ଦ୍ଧା-ର କରି ଦୂର ସ୍ଥାନରେ ଛାଡ଼ୁଥିଲେ ମନମୋହନ । ଏପରିକି ସାପ ସହ ତାଙ୍କର ଦୋସ୍ତି ପ୍ରାୟ ୧୦ ବର୍ଷର ଥିଲା । ସାପ କା-ମୁ-ଡି-ବା-ରେ ମଧ୍ୟ ମନମୋହନ ବହୁତ ଖୁସି ଆନନ୍ଦରେ ରାକ୍ଷୀ ପାଳନ କରିଥିଲେ । ହେଲେ କିଛି ସମୟ ପରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାକୁ ଲାଗିଲା ।
ପରିବାର ଲୋକ ତାଙ୍କୁ ହସ୍ପିଟାଲ ନନେଇ ଝଡାଫୁଙ୍କା କରିଥିଲେ । ହେଲେ ଝଡାଫୁଙ୍କାରେ କିଛି ଭଲ ରେଜଲ୍ଟ ନମିଳିବାରୁ ତାଙ୍କୁ ଶେଷ ଅବସ୍ତାରେ ହସ୍ପିଟାଲ ନିଆଯାଇଥିଲା । ହସ୍ପିଟାଲ ପହଞ୍ଚିବା ମାତ୍ରେ ତାଙ୍କର ମୃ-ତ୍ୟୁ ହୋଇଥିଲା । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।