ବନ୍ଧୁଗଣ, ସୁରଭାଇ କହିଛନ୍ତି ଯେ, ବିଜେଡି ବିପେନ ଭାଇ ଭାଇ । ଦୁହିଜଣ ମନ୍ତ୍ରୀ ଆସିଲେ ବହୁ ପୋଗ୍ରାମ କରିଲେ ଟିକେ ମାତ୍ର ବିଜେଡି ନାମ ଧରି ନାହାଁନ୍ତି ନବୀନ ସରକାର ବିରୁଦ୍ଧରେ । ଏତେ ପ୍ରକାର ପୋଗ୍ରାମ କରିଲେ ମୁଖ୍ୟମନ୍ତ୍ରୀ “ନବୀନ ପଟ୍ଟନାୟକ” ବିଜେପି ର ନାମ ଧରି ନାହାନ୍ତି । କିନ୍ତୁ ଆମ୍ଭେ ଆମ ଗୋଡରେ ପ୍ରସ୍ତୁତ ଛିଡା ହେବା ନିମନ୍ତେ । ନିରଞ୍ଜନ ପଟ୍ଟନାୟକ ନେତୃତ୍ଵ ରେ, ଚେଲା କୁମାର ନେତୃତ୍ଵ ରେ । ସୁର ରାଉତରାୟ କହିଛନ୍ତି ଯେ ଆମ୍ଭର ବ୍ଲକ କମେଟି ଶେଷ ହୋଇ ସରିଛି ।
ପଞ୍ଚାୟତ କମେଟି ସଂପୂର୍ଣ୍ଣ ୫୦ ପ୍ରତିଶତ ଦେଇ ସାରିଲେଣି । ଆଉ ୫୦ ପ୍ରତିଶତ ଅଛନ୍ତି । ସେ ଆସନ୍ତା ୧୫ ତାରିଖରେ ଦେବା ନିମନ୍ତେ କଥା ହୋଇଛି । ଆମ୍ଭର ମୁଖ୍ୟ ମିଟିଂ ରେ ୩୧ ତାରିଖ ଦିନ “ଚେଲା କୁମାର” ଆସୁଛନ୍ତି । ଆମ୍ଭର ସେଦିନ ଜିଲ୍ଲା ସଭାପତି, ଯେଉଁମାନେ MLA ରେ କଣ୍ଟେଷ୍ଟ କରିଥିଲେ, MP ରେ କଣ୍ଟେଷ୍ଟ କରିଥିଲେ, ସିନିଅର ମେମ୍ବର, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ସେବା ଦଳ ର କର୍ମ କର୍ତ୍ତା ମାନେ ୩୧ ତାରିଖ ଦିନ ଗୋଟିଏ ପଞ୍ଚାୟତ କୁ ଆଖି ଆଗରେ ରଖି ଇଲେକ୍ସନ କୁ ଫେସ କରିବା ନିମନ୍ତେ ମୁନସିପାଲଟି ଏବଂ ପଞ୍ଚାୟତ ଆମ୍ଭେ ପ୍ରସ୍ତୁତ ।
ଏଣୁ ଆମେ ଏକତ୍ରିତ ହେଉଅଛୁ “ସୋନିଆ ଗାନ୍ଧୀ” ଏବଂ “ରାହୁଲ ଗାନ୍ଧୀ” ନେତୃତ୍ଵ ରେ । ଆଉ କେତେ ଗୁଡିଏ ପଞ୍ଚାୟତ ଯାହା ରହିଜାଇଅଛି ସେହି ପଞ୍ଚାୟତ ଲିଷ୍ଟ ତା ବର୍ତ୍ତମାନ ଦେବାର ଅଛି । ସୁର ରାଉତରାୟ ଏହା ମଧ୍ୟ କହିଛନ୍ତି ଯେ, ଆମ୍ଭେ ଏକ ହୋଇଅଛୁ । ଏହି ଏକତା କୁ ବଜାୟ ରଖିବା ନିମନ୍ତେ ସୁର କହିଛନ୍ତି । ସେ କହିଛନ୍ତି ଯେ ଯେତେ ପ୍ରକାରର ଇଲେକ୍ସନ ଆସିବା ଆମ୍ଭେ ଫେସ କରିବା ।
ମାତ୍ର ଆମ୍ଭ ଭିତରେ ମତଭେଦ ସୃଷ୍ଟି କରିବା ନାହିଁ । ଆହୁରି ମଧ୍ୟ କହିଛନ୍ତି ଆଗକୁ ଯେଉଁ ଇଲେକ୍ସନ ଆସୁଅଛି ପଞ୍ଚାୟତ ଇଲେକ୍ସନ ସେଥି ନିମନ୍ତେ କଂଗ୍ରେସ ସଂପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛି । ବନ୍ଧୁଗଣ ଏହି ମାମଲାରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ