ସୁଗାର ୩୮୦ ହେଉ ବା ୪୮୦, ହେଇଥାଉ ପଛେ ୩୦ ବର୍ଷ ପୁରୁଣା କେବଳ 10 ଦିନରେ ଶେଷ ହୋଇଯିବ- Baba Ramdev Health Tips

ନମସ୍କାର ବନ୍ଧୁଗଣ ଏହି ବ୍ୟସ୍ତ ବହୁଳ ଜୀଵନ ଭିତରେ ଲୋକମାନେ ନିଜର ଠିକ ଭାବରେ ଯତ୍ନ ନେଇ ପାରନ୍ତି ନାହିଁ ଏବଂ ଖାଦ୍ୟ ପାନୀୟ ର ମଧ୍ୟ ଠିକ ଭାବରେ ଧ୍ୟାନ ଦେଇ ନଥାନ୍ତି ଯାହା ଯୋଗୁଁ ସେମାନେ ଅନେକ ରୋଗ ର ମଧ୍ୟ ଶିକାର ହୋଇ ଥାନ୍ତି ତେବେ ସେହି ରୋଗ ମାନଙ୍କ ଭିତରୁ ମଧୁମେହ ରୋଗ ପ୍ରାୟତଃ ଅଧିକାଂଶ ଲୋକ ଙ୍କୁ ହୋଇଥାଏ । ତେବେ ଆପଣ ମାନେ ତ ଜାଣିଥିବେ ମଧୁମେହ ରୋଗ ଏକ ଭୟଙ୍କର ରୋଗ ଅଟେ, ଯାହାକୁ ଇଂରାଜୀ ରେ ଡାଇବେଟିସ ମଧ୍ୟ କୁହାଯାଏ ।

ଏହି ରୋଗ ବହୁତ ଶୀଘ୍ର ବ୍ୟାପିଥାଏ । ଭାରତର ପ୍ରାୟ ୬କୋଟି ବ୍ୟକ୍ତିଗତ ଏହି ଭୟଙ୍କର ରୋଗରେ ପୀଡ଼ିତ ଅଛନ୍ତି । ଭବିଷ୍ୟତରେ ଏହି ରୋଗ ୧୦ କୋଟି ବ୍ୟକ୍ତି ଙ୍କୁ ହେବାର ମଧ୍ୟ ସମ୍ଭାବନା ରହିଛି । ବନ୍ଧୁଗଣ ମଧୁମେହ ରୋଗରେ ରକ୍ତ ରେ ସୁଗାର ର ପରିମାଣ ଅଧିକ ହୋଇଯାଇଥାଏ ଏବଂ ଶରୀରରେ ଇନ୍ସୁଲୀନ ପ୍ରାକୃତିକ ରୂପରେ ତିଆରି ହେବା ବନ୍ଦ ହୋଇ ଯାଇଥାଏ ।

ଏହି ରୋଗକୁ ମୂଳରୁ ଶେଷ କରିବା ନିମନ୍ତେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଔଷଧ ତିଆରି ହୋଇନାହିଁ, କେବଳ ଏହାକୁ ନିୟନ୍ତ୍ରଣ କରିବା ନିମନ୍ତେ ମଧୁମେହ ରୋଗୀ ଔଷଧ ର ସେବନ କରିଥାନ୍ତି । କିନ୍ତୁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଆପଣ ମଧୁମେହ ରୋଗରୁ ସମ୍ପୂର୍ଣ୍ଣ ଭାବରେ ମୁକ୍ତି ପାଇ ପାରିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଉପାୟ ସମ୍ବନ୍ଧରେ ।

ଆଜି ଆମେ ଯେଉଁ ଉପଚାର ବିଷୟରେ କହିବୁ ତାର ବ୍ୟବହାର ଦ୍ୱାରା ଆପଣ ଏହି ମଧୁମେହ ରୋଗ ଠାରୁ ବଂଚି ପାରିବେ ଏବଂ ଏକ ନିରୋଗ ଏବଂ ସୁସ୍ଥ ଜୀଵନ ଯାପନ କରି ପାରିବେ । ତେବେ ଏହାକୁ ପୁରୁଷ ମହିଳା ଉଭୟ ଖାଇ ପାରିବେ । ତେବେ ଏହି ଔଷଧ ପ୍ରସ୍ତୁତ କରିବା ପାଇଁ ଆପଣ ଙ୍କୁ ୧୭ ପ୍ରକାରର ଆୟୁର୍ବେଦ ଔଷଧ ଦରକାର ଯାହା ହେଉଛି ଗୁଡ଼ହଲ ପାଞ୍ଚ ଗ୍ରାମ, ବେଲ ପାଞ୍ଚ ଗ୍ରାମ, କାଳ ମେଥ ପାଞ୍ଚ ଗ୍ରାମ, ଗୁଡ଼ ମାର ପନ୍ଦର ଗ୍ରାମ, ଦାରୁ ହଳଦୀ ଆଠ ଗ୍ରାମ, ନିମ ସାତ ଗ୍ରାମ, ଚିରେଇତା ଦଶ ଗ୍ରାମ, ଜାମୁ ଦଶ ଗ୍ରାମ, ଶୁଖିଲା ଧନିଆ ପାଞ୍ଚ ଗ୍ରାମ, ଅଁଳା ଦୁଇ ଗ୍ରାମ, ମେଥି ନଅ ଗ୍ରାମ, ଡାଲଚିନି ଦୁଇ ଗ୍ରାମ, ତେଜ ପତ୍ର ଦୁଇ ଗ୍ରାମ, ଭୂଇଁ ଅଁଳା ପାଞ୍ଚ ଗ୍ରାମ, ଶିଳାଜିତ ପାଞ୍ଚ ଗ୍ରାମ, କଲରା ତିନି ଗ୍ରାମ, ହଳଦୀ ଦୁଇ ଗ୍ରାମ ଏହି ସବୁ କୁ ମିଶେଇ ଏକ ପାଉଡର ପ୍ରସ୍ତୁତ କରନ୍ତୁ ।

ଯଦି ଆପଣ ଏହାକୁ ଘରେ ପ୍ରସ୍ତୁତ କରିବାକୁ ଚାହୁଁ ନାହାନ୍ତି ତେବେ ଏହାକୁ ଆପଣ ରେଡିମେଟ ବଜାର ରୁ କିମ୍ବା ଅନଲାଇନ ରୁ କିଣି ମଧ୍ୟ ଆଣି ପାରିବେ । ତେବେ ସେହି ରେଡିମେଟ ଔଷଧ ର ନାମ ହେଉଛି ନେଚର୍ସ ଙ୍କ ଡାଇବେଟିସ କିୟରପ୍ରୋ । ଏହା କୁ ସେଵନ କରିବା ଦ୍ୱାରା ଆପଣ ମଧୁମେହ ରୋଗ ରୁ ମୁକ୍ତି ପାଇ ପାରିବେ ଏବଂ ଏହାର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ମଧ୍ୟ । ନାହିଁ । ତେବେ ଏହି ଦୁଇଟି ଉପାୟ ରୁ କୌଣସି ଟି ବି କରି ନିଜକୁ ସୁରକ୍ଷିତ ରଖି ପାରିବ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *