ବନ୍ଧୁଗଣ ଆପଣ ମାନେ ସମସ୍ତେ ସନ୍ତରକ ଆଲା ସିସ୍କିନାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସନ୍ତରକ ଆଲା ସିସ୍କିନା ହେଉଛନ୍ତି ଏକ ଅଲମ୍ପିକ ଖେଳାଳି । ସେ ଟୋକିଓ ଅଲମ୍ପିକରେ ଗୋଲ୍ଡ ମେଡାଲ ଜିତିଥିଲେ । ସେ ରୁଷ ପାଇଁ ଗୋଲ୍ଡ ମେଡାଲ ଆଣିଥିଲେ । ହେଲେ ଗତ କିଛି ଦିନ ହେବ ସନ୍ତରକ ଆଲା ସିସ୍କିନା ନିଜର ଏକ ବଡ ବୟାନ ପାଇଁ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛନ୍ତି । ସନ୍ତରକ କହିଛନ୍ତି- ‘ଗୋଟିଏ ପ୍ରତିଯୋଗୀତାକୁ ଯିବା ପୂର୍ବରୁ ସେ-କ୍ସ କଲେ ତାହା ଅନ୍ତର୍ନିହିତ ଶକ୍ତିକୁ ଆହୁରି ମଜବୁତ କରିଥାଏ’ ।
ଯାହାଫଳରେ ପ୍ରତିଯୋଗୀତାରେ ଏହାର ସକାରାତ୍ମକ ପ୍ରଭାବ ପଡିଥାଏ । ଏହି ବଡ ବୟାନ ପାଇଁ ସେ ସୋ-ସି-ଆ-ଲ ମି-ଡି-ଆରେ ବହୁତ ଚର୍ଚାରେ ଅଛନ୍ତି । ଋଷ ସନ୍ତରକ ଆଲା ସିସ୍କିନା ୩ଟି ଅଲିମ୍ପିକରେ ସ୍ବର୍ଣ୍ଣ ଜିତିଛନ୍ତି । ଚଳିତ ଥର ଜାପାନର ଟୋକିଓରେ ଖେଳାଯାଇଥିଲା ଅଲିମ୍ପିକରେ ସେ ପୁଣି ଥରେ ସ୍ଵର୍ଣ ପଦକ ଜିତିଛନ୍ତି ।
ଗତ କିଛି ଦିନ ତଳେ ସେ ରୁଷିଆର ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଥିଲେ-‘ଡାକ୍ତରଙ୍କ ସହ ଏହି ବିଷୟରେ କଥା ହେବାପରେ ବୈଜ୍ଞାନିକମାନେ କହିଥିଲେ ଯେ, ଯଦି ଆପଣଙ୍କୁ ଅଧିକ ପରିମାଣର ଶକ୍ତି ଆବଶ୍ୟକ କିମ୍ବା କୌଣସି କାର୍ଯ୍ୟ କରୁଛନ୍ତି ଯାହାକି ଉଭୟ ଶା-ରୀ-ରି-କ ଏବଂ ମାନିସକ ଭାବେ ବେଶ ଶକ୍ତ ହୋଇଥିବ ତେବେ ଆପଣଙ୍କୁ ଯୌନ କ୍ରିୟା କରିବା ଆବଶ୍ୟକ । କିନ୍ତୁ ଯଦି ଲମ୍ବା ସମୟ ଧରି କିଛି କରିବାକୁ ଅଛି ତେବେ ସେ-କ୍ସ କରିବା କଥା ନୁହେଁ ।’
ଏହା ପରେ ସେ ଆଗକୁ କହିଛନ୍ତି-‘ଏହା କୌଣସି ପରୀକ୍ଷଣରୁ ବାହାର କରାଯାଇନାହିଁ ବରଂ ନିଜେ ଅନୁଭବ କରି ଏପରି ଜାଣିହୁଏ ଯାହାକୁକି ସେ ଅନୁଭବ କରିପାରୁଛନ୍ତି । ସିସ୍କିନା ଆହୁରି କହିଛନ୍ତି ଯେ ବର୍ଦ୍ଧିତ ଉତ୍ତେଜନା ମହିଳାମାନଙ୍କ ଶରୀରରେ ଟେ-ଷ୍ଟୋ-ଷ୍ଟେ-ର-ନ୍ ଏବଂ ମାଂସପେଶୀ ଜନୀତ ଉପକାର କରିଥାଏ । କୌଣସି ପ୍ରତିଯୋଗିତା ପୂର୍ବରୁ ବିନା ସ-ମ୍ଭୋ-ଗ ସୁ-ଖ ସେ-କ୍ସ ସେହିମାନଙ୍କ ପାଇଁ ଉପଯୁକ୍ତ ଯେଉଁମାନଙ୍କୁ ମାଂଶପେଶୀ ଶକ୍ତି ବୃଦ୍ଧି ଆବଶ୍ୟକତା ହୋଇଥାଏ’ ।
ସିସ୍କିନାଙ୍କ ମତରେ, ଟେ-ଷ୍ଟୋ-ଷ୍ଟେ-ର-ନ୍ ଦ୍ଵାରା ପ୍ରତିଯୋଗିତା ସମୟରେ ଅଧିକ ରାଗ ଏବଂ ଆକ୍ରୋଶ ପ୍ରଦର୍ଶନ କରନ୍ତି ପ୍ରତିଯୋଗୀ । ତେଣୁ ଯଦି ଆପଣଙ୍କୁ ଭଲ ଲାଗୁଛି ସକାରାତ୍ମକ ଭାବନା ରହୁଛି ତେବେ, ସେ-କ୍ସ କରନ୍ତୁ ନଚେତ ଏହାଠାରୁ ଦୂରେଇ ରୁହନ୍ତୁ । ସେ ଏହା ମଧ୍ୟ ଦୃଢତାର ସହ କହିଛନ୍ତି ଯେ ଯେଉଁମାନେ ସନ୍ତରଣ ପ୍ରତିଯୋଗିତାରେ ଭାଗ ନେଉଛନ୍ତି ଯଦି ସେମାନଙ୍କ ବଡ ସ୍ତ-ନ ରହିଥାଏ ତେବେ ତାହା ଅଧିକ ସମୟ ପାଇଁ ପାଣିରେ ଭାସିବାରେ ସାହାଯ୍ୟ କରେ ।
ସିସ୍କିନାଙ୍କ ମତରେ ବାୟାମ ଦ୍ଵାରା ଏହାକୁ ସାମାନ୍ୟ ଏବଂ ଦୃଢ କରିହେବ । ଅନେକ ପ୍ରତିଯୋଗୀ ସନ୍ତରଣରେ ଭଲ ପ୍ରଦର୍ଶନ ପାଇଁ ସ୍ତ-ନ୍ୟ-ପା-ନ ଗ୍ରନ୍ଥିଗୁଡିକ ହ୍ରାସ କରିବା ପାଇଁ ଅପରେସନ୍ କରନ୍ତି । ଏହି ଅପରେସନ ଜଟିଳ ଏବଂ ବେଶ ବ୍ୟୟବହୁଳ ହୋଇଥାଏ । ତା ହେଲେ ବନ୍ଧୁଗଣ ସିସ୍କିନାଙ୍କ ଏହି ବଡ ବୟାନ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।